Browsing Category

ରାଜ୍ୟ

ନିଶାରାଣୀଙ୍କ ନିଶାନାରେ ଛାତ୍ରଛାତ୍ରୀ ଓ ଯୁବ ଗୋଷ୍ଠୀ; ରାଜଧାନୀରେ ନୂଆ ଷ୍ଟାଇଲ ନିଶା ବେପାରରେ ମହିଳା

ଭୁବ ନେଶ୍ଵର: ନିଶାରାଣୀଙ୍କ ନିଶାନାରେ ଛାତ୍ରଛାତ୍ରୀ ଓ ଯୁବ ଗୋଷ୍ଠୀ, ରାଜଧାନୀ ନୂଆ ଷ୍ଟାଇଲ ନିଶା ବେପାରରେ ମହିଳା । ହ୍ୟାଣ୍ଡମେଡ୍ ଗଞ୍ଜେଇ ସିଗାରେଟର ଚାହିଦା ବଢୁଛି। ରାଜଧାନୀର ଛାତି ଉପରେ ବେଧଡକ୍ ଚାଲୁଛି…

(Video) ପିଲାଙ୍କ ନାଁ ମାହାଲ ମାଣ୍ଡା, ବାପା ନାଁ ମାହାଲ ମାଣ୍ଡା ପ୍ରୋ… ଭାଇରାଲ ହେଉଛି ଆଡମିଟ କାର୍ଡ

ଓଡ଼ିଶା ଭାସ୍କର: ଓଡ଼ିଶାରେ ଶିକ୍ଷକତା କରିବେ ‘ମାହାଲ ମାଣ୍ଡା’ । ପିଲାଙ୍କୁ ପାଠ ପଢ଼ାଇବା ପାଇଁ ପରୀକ୍ଷା ଦେଉଛନ୍ତି ମାହାଲ ମାଣ୍ଡା ଶିକ୍ଷକ । ସ୍କୁଲକୁ ନୂଆ ସାର୍ ହୋଇ ଆସୁଛନ୍ତି ମାହାଲ ମାଣ୍ଡା । ଏମିତି କହିବା ପଛରେ…

ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’ର ତୃତୀୟ ସଂସ୍କରଣର ଶୁଭାରମ୍ଭ ଘୋଷଣା

ଭୁବନେଶ୍ୱର: ଐତିହାସିକ ସହର ଭୁବନେଶ୍ୱରର ସାଂସ୍କୃତିକ ଐତିହ୍ୟକୁ ଅନୁସନ୍ଧାନ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ଏକ ନିଆରା ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ…

ଭୁବନେଶ୍ଵର: ଲୋକମାନଙ୍କ ମନରେ ଭୟ ଖେଳାଇଥିବା ଆପାର୍ଟମେଣ୍ଟ ଚୋରକୁ ଗିରଫ କଲା ପୋଲିସ

ଭୁବନେଶ୍ଵର: ରାଜଧାନୀରେ ଅନ୍ଧାର ରାତିରେ ଲୋକମାନଙ୍କ ମନରେ ଭୟ ଖେଳାଇଥିବା ଆପାର୍ଟମେଣ୍ଟ ଚୋରକୁ ଗିରଫ କଲା ପୋଲିସ । ଗତ କିଛି ମାସ ଧରି କମିଶନରେଟ୍ ପୋଲିସକୁ ନାକେଦମ କରିଥିଲେ ଆପାର୍ଟମେଣ୍ଟ ଚୋର । ରାଜଧାନୀ…

ଜଗନ୍ନାଥଙ୍କ ଅର୍ପଣ ରଥ: ଭକ୍ତ ଦେଇଥିବା ଚାଉଳ, ଗୁଆ, ଅର୍ଘ୍ୟ ଆଦି କେଉଁ କାର୍ଯ୍ୟରେ ଲାଗିବ? ଜାଣନ୍ତୁ…

ଓଡିଶା ଭାସ୍କର: ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକର୍ପଣ…

ଓଡ଼ିଶାରେ ବି ଅଧା ଦିନ ଛୁଟି ପାଇଁ ମଞ୍ଜୁରୀ: ପ୍ରାଣ ପ୍ରତିଷ୍ଠାରେ ଖୋଲିବନି ଅଫିସ-ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ । ଏଥିପାଇଁ ଓଡ଼ିଶା ସରକାର ମଧ୍ୟ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଅଫିସକୁ ଛୁଟି…

ଆରମ୍ଭ ହେଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା; ଜିଲ୍ଲା ସଦରମହକୁମାରୁ ପୁରୀ ଧାମକୁ ଗଡ଼ିବ ବସ୍‌

ଭୁବନେଶ୍ଵର: ଆରମ୍ଭ ହେଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା । 5T ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାରେ ଆରମ୍ଭ ହେଲା ଏହି ସେବା । ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌…

ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନିଯୁକ୍ତି ନାଁରେ ବଡ଼ ଠକେଇ; ଗିରଫ ହେଲେ ମାଷ୍ଟରମାଇଣ୍ଡ ଶିକ୍ଷକ

ବଲାଙ୍ଗିର: ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନିଯୁକ୍ତି ନାଁରେ ବଡ଼ ଠକେଇ ହୋଇଛି । ଗିରଫ ହେଲେ ମାଷ୍ଟରମାଇଣ୍ଡ ରାୟଗଡ଼ାର ପ୍ରାଥମିକ ଶିକ୍ଷକ ବୃନ୍ଦାବନ ମିନାକା । ବୃନ୍ଦାବନ ମିନାକାଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଓ ମୋବାଇଲ…

ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମକୁ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ଵର: କଲେଜ କ୍ୟାମ୍ପସରେ ରାଜ୍ୟ ସରକାରଙ୍କ 'ନୂଆ ଓଡିଶା, ନବୀନ ଓଡିଶା' କାର୍ଯ୍ୟକ୍ରମକୁ ବିରୋଧ କରିଛି ଛାତ୍ର କଂଗ୍ରେସ । ମହର୍ଷି କଲେଜ କ୍ୟାମ୍ପସରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଉପରେ ମହାପୁରୁଷ,…

ନିର୍ବାଚନ ପୂର୍ବରୁ ବଦଳିଲେ ଆଉ କିଛି OAS ଅଫିସର

ଭୁବନେଶ୍ୱର: OAS ସ୍ତରରେ ପୁଣି ଏକ ବଡ଼ ଧରଣର ଅଦଳ ବଦଳ କରାଯାଇଛି। ସାଧାରଣ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଓଏଏସ ସ୍ତରରେ ଏହି ବଡ଼ ଅଦଳ ବଦଳ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର…