CHARIDHAM
Browsing Category

ରାଜ୍ୟ

୧ ହଜାର ପୁଅଙ୍କ ପାଇଁ ଓଡିଶାରେ କେତେ ଜଣ ଝିଅ ରହିଛନ୍ତି? ରିପୋର୍ଟ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ

ଓଡିଶା ଭାସ୍କର: ଝିଅଙ୍କ ସଂଖ୍ୟା ହ୍ରାସରେ ୬ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ଯାହା ଏବେ ଏହା ଆମ ରାଜ୍ୟ ପାଇଁ ଅତ୍ୟନ୍ତ ଚିନ୍ତାଜନକ ବିଷୟ। କାରଣ ଗତ ୪ ବର୍ଷରେ ଝିଅଙ୍କ ସଂଖ୍ୟା ୨୩ ପ୍ରତିଶତକୁ କମିଥିବା ଜଣାପଡିଛି।…

NCRB Report: କେଉଁ ରାଜ୍ୟରେ ଘଟୁଛି ବେଶି ଅପରାଧ, ଓଡ଼ିଶାର ସ୍ଥିତି କିପରି ରହିଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୨୨ ମସିହାରେ ସାରା ଦେଶରେ ମୋଟ ୨୮,୫୨୨ଟି ହତ୍ୟା ମାମଲାକୁ ନେଇ ଏଫଆଇଆର ଦାୟର କରାଯାଇଥିଲା । ଏହାର ଅର୍ଥ ହେଉଛି ଦୈନିକ ୭୮ଟି ମାମଲା ଅର୍ଥାତ ପ୍ରତି ଘଣ୍ଟାରେ ୩ରୁ ଅଧିକ ମାମଲା…

ଆଜି ଲ୍ୟାଣ୍ଡଫଲ୍ କରିବ ‘ମିଗଜୋମ୍’ :୨ଦିନ ପାଇଁ ସ୍କୁଲ-କଲେଜ ଓ କର୍ପୋରେଟ୍ ଛୁଟି , ଆଜି ପାଇଁ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ

ଚେନ୍ନାଇ/ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ମିଗଜୋମ୍’ ୫ ତାରିଖ ପୂର୍ବାହ୍ନରେ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ତଟବର୍ତ୍ତୀ ଇଲାକାରେ ଲ୍ୟାଣ୍ଡଫଲ କରିବା ନେଇ ଭାରତୀୟ ପାଣିପାଗ ବିଭାଗ…

(Video) କାହିଁକି କୋରାପୁଟ କଫିର ଡିମାଣ୍ଡ ଅଧିକ? ବଶ୍ୱ ଦରବାରରେ କେମିତି ମିଳିଲା ପରିଚୟ? ଜାଣନ୍ତୁ ଇତିହାସ

ଓଡ଼ିଶା ଭାସ୍କର: ଚା’ କଫି ପିଇବା ପ୍ରାୟ ସମସ୍ତଙ୍କର ପସନ୍ଦ । ବ୍ୟସ୍ତବହୁଳ ଜୀବନ ଭିତରେ ଚା’ ଓ କଫି ପିଇ ଲୋକେ କିଛି ସମୟ ପାଇଁ ବ୍ରେକ୍ ନେଇଥାଆନ୍ତି । କେହି କେହି କୁହନ୍ତି କଫି ପିଇଲେ ମନ ହାଲକା ଲାଗିଥାଏ ।…

୧୦ ଟଙ୍କା ପାଇଁ ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଓଡିଶା ଭାସ୍କର: ମାତ୍ର ୧୦ ଟଙ୍କା ପାଇଁ ଜଣଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ। ତେବେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ମଧ୍ୟ…

BREAKING NEWS: ବାତ୍ୟା ‘ମିଗ୍‌ଜୋମ୍‌’ ପାଇଁ ଭୁବନେଶ୍ୱରରୁ ଚେନ୍ନାଇକୁ ଉଡିବନି ବିମାନ

ଓଡିଶା ଭାସ୍କର: ଭୁବନେଶ୍ୱରରୁ ଚେନ୍ନାଇକୁ ଯାଉଥିବା ୨ଟି ବିମାନ ବାତିଲ ହୋଇଛି। ବାତ୍ୟା ‘ମିଗ୍‌ଜୋମ୍‌’ ପାଇଁ ଏହି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି। ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ କୁମାର…

ଓଡିଶାରେ ଯୋଡି ହେବ ଆଉ ଏକ ନୂଆ ଜିଲ୍ଲା, ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ଥାନ ନିରୁପଣ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର; ଓଡିଶାରେ ବର୍ତ୍ତମାନ ୩୦ଟି ଜିଲ୍ଲା ଥିବା ବେଳେ ଏହା ୩୧ରେ ପରିଣତ ହେବାକୁ ଯାଉଛି। କାରଣ ଏବେ ନୂଆକରି ଆଉ ଏକ ଜିଲ୍ଲା ଓଡିଶାରେ ଯୋଗ ହେବାକୁ ଯାଉଛି। ବରଗଡ଼ ଜିଲ୍ଲା ଠାରୁ ଅଲଗା ହୋଇ ଖୁବଶୀଘ୍ର ପଦମପୁର…

ଉଦ୍ୟମିତା କ୍ଷେତ୍ର ପ୍ରତି ଉତ୍ସାହ ସୃଷ୍ଟି କରିବା ଲାଗି ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ‘ସ୍ମାର୍ଟ ଓଡ଼ିଶା ହାକାଥନ୍‍-୨.୦’

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଚିନ୍ତାଧାରାକୁ ଉଦ୍ୟମିତା କ୍ଷେତ୍ର ପ୍ରତି ପ୍ରୋତ୍ସାହିତ କରିବା ଲାଗି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ସ୍ମାର୍ଟ ଓଡ଼ିଶା ହାକାଥନ୍‍-୨.୦ ଆରମ୍ଭ କରାଯିବ । ଆସନ୍ତା ୨୪ ତାରିଖରୁ…

ରାଜ୍ୟର ଆଉ ୯ଟି ଜିଲ୍ଲାରେ ପ୍ରତିଷ୍ଠା କରାଯିବ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶାର ଆଉ ୯ଟି ଜିଲ୍ଲାରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରଏଆର୍‍ସି ପ୍ରତିଷ୍ଠା କରାଯିବ । ପ୍ରତି କେନ୍ଦ୍ର ପାଇଁ ୩୦ କୋଟି ଟଙ୍କା ବ୍ୟୟ କରାଯିବ । ଏହାଦ୍ୱାରା ଆଜନ୍ମ କିମ୍ବା ଦୁର୍ଘଟଣାରେ ଶିକାର ହୋଇ…

ଓଡ଼ିଶା ପାଇଁ କେମିତି ରହିବ ବାତ୍ୟା ‘ମିଗଜୋମ’ ର ପ୍ରଭାବ? ପ୍ରବଳ ବର୍ଷା ହେବା ନେଇ IMDର ସୂଚନା

ଭୁବନେଶ୍ୱର: ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ବାତ୍ୟା ‘ମିଗଜୋମ’ । ବର୍ତ୍ତମାନ ସମୁଦ୍ର ମଧ୍ୟରେ ଦ୍ରୁତ ଗତିରେ ସ୍ଥଳଭାଗ ଆଡ଼କୁ ଆସୁଛି ଏହି ବାତ୍ୟା । ଏହା ପ୍ରଭାବରେ ଓଡ଼ିଶା ସମେତ ନିକଟସ୍ଥ ରାଜ୍ୟର କିଛି ଅଞ୍ଚଳରେ ବର୍ଷା…