Browsing Category
ରାଜ୍ୟ
କଂଗ୍ରେସରେ ଯୋଗ ଦେଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି
ଭୁବନେଶ୍ୱର: ୨୦୨୪ ସାଧାରଣକୁ ନେଇ ପ୍ରସ୍ତୁତ ହେଉଛି ରାଜ୍ୟ କଂଗ୍ରେସ । ନିକଟରେ ବହୁ ପ୍ରଶାସନିକ ଅଧିକାରୀଙ୍କୁ ଦଳରେ ସାମିଲ କରାଇଥିବା ବେଳେ ଏବେ କ୍ରୀଡ଼ାବିତଙ୍କୁ ବି ସାମିଲ କରିଛି ଦଳ । ଭାରତୀୟ ହକି ଦଳର ପୂର୍ବତନ…
ଟ୍ରେନରେ ମହିଳା ସିପାହୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଶୁଣାଣୀ ଲାଗି ରାତିରେ ଖୋଲିଲା କୋର୍ଟ, ଘରେ ମୁଖ୍ୟ ବିଚାରପତି ବସାଇଲେ…
ଲକ୍ଷ୍ନୌ: ସରଯୁ ଏକ୍ସପ୍ରେସ ଟ୍ରେନରେ ମହିଳା ସିପାହୀଙ୍କ ସହ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନେଇ ରବିବାର ରାତିରେ ଆହ୍ଲାବାଦ ହାଇକୋର୍ଟରେ ବିଶେଷ ଶୁଣାଣୀ ହୋଇଥିଲା ଯାହା ଏକ ନୂଆ ଇତିିହାସ ସୃଷ୍ଟି କରିଛି । ଆହ୍ଳାବାଦ…
ଫାଇଭ-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚ ପ୍ରସଙ୍ଗରେ ଜବାବ ରଖିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ
ଭୁବନେଶ୍ୱର; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଉନ୍ନତି ମୂଳକ କାର୍ୟ୍ୟ ଅନୁଧ୍ୟାନ କରିବା ସହ ପ୍ରତି ଜିଲ୍ଲାକୁ ଯାଇ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ତେବେ…
ଜୟନାରାୟଣଙ୍କ ଆଟାକକୁ ଶ୍ରିମୟୀଙ୍କ କାଉଣ୍ଟର ଆଟାକ; ମାନସିକ ଚିକିତ୍ସା ଅଧାରୁ ପଳାଇ ଆସିଛନ୍ତି ଜୟନାରାୟଣ..
ଓଡିଶା ଭାସ୍କର; ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆଟାକକୁ ବିଜେଡି ନେତ୍ରୀ ଶ୍ରିମୟୀ ମିଶ୍ରଙ୍କ କାଉଣ୍ଟର ଆଟାକ । ଏକ୍ସ(ଟ୍ବିଟର)ରେ ଜୟନାରାୟଣ ମିଶ୍ରଙ୍କୁ ବିଜେଡି ନେତ୍ରୀ ଏହି କଡା ସମାଲୋଚନା କରିଥିବା…
FM ମେଡିକାଲ କଲେଜରେ ଅଗ୍ନିକାଣ୍ଡ : ନିଆଁକୁ କାବୁ କଲେ ମେଡିକାଲ କର୍ମଚାରୀ
ବାଲେଶ୍ୱର : ଆଜି ସକାଳେ ବାଲେଶ୍ୱର ମେଡିକାଲ କଲେଜ ଘଟିଛି ଅଗ୍ନିକାଣ୍ଡ । FM ମେଡିକାଲ କଲେଜରେ AC ସର୍ଟ ସର୍କିଟରୁ ଲାଗିଲା ନିଆଁ । ପ୍ରଥମ ମହଲା ମେଡିସିନ ୱାର୍ଡରେ ଷ୍ଟାଫ ବସୁଥିବା ଏକ AC ରୁମରେ ଏହି ନିଆଁ ଲାଗିଛି…
ମଝି ଆକାଶରୁ ଫେରିଲା ବିମାନ : ଇଣ୍ଡିଗୋ ୬E ୨୦୬୫ର ଜରୁରୀ ଅବତରଣ
ଭୁବନେଶ୍ୱର : ଭୁବନେଶ୍ୱର-ନୂଆଦିଲ୍ଲୀକୁ ଯାତ୍ରା କରୁଥିବା ବିମାନ ଇଣ୍ଡିଗୋ ୬E ୨୦୬୫ର ଜରୁରୀ ଅବତରଣ । ଉଡ଼ାଣର କିଛି ସମୟ ପରେ ମଝି ଆକାଶରେ ଯାନ୍ତ୍ରୀକ ତୃଟି ଦେଖାଦେଇଥିଲା । ଏନେଇ ମଝି ଆକାଶରୁ ବିମାନଟି ଭୁବନେଶ୍ୱର…
ଶୁଣ…ଶୁଣ…ଶୁଣ.. ନଦୀରେ ମାତିଛି କୁମ୍ଭୀର : ନିଆରା ଢଙ୍ଗରେ କରାଯାଉଛି ସତର୍କ
ରାଜନଗର : ଗତ କିଛିଦିନ ହେବ କୁମ୍ଭୀର ଆକ୍ରମଣରେ ୫ ଜଣଙ୍କ ଜୀବନ ଗଲାଣି । କୁମ୍ଭୀର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଯୋଗୁଁ ଚାରିଆଡେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି । କୁମ୍ଭୀର ପ୍ରଜନନ କେନ୍ଦ୍ର ଭିତରକନିକା…
ଭୁବନେଶ୍ୱର କ୍ଲବର ସଭାପତି ଭାବେ ପୁଣି ନିର୍ବାଚିତ ହେଲେ ଅସୀତ ତ୍ରିପାଠୀ
ଭୁବନେଶ୍ୱର :ଅବସରପ୍ରାପ୍ତ ଆଇଏଏସ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ପୁଣି ଥରେ ଭୁବନେଶ୍ୱର କ୍ଲବ ସଭାପତି ଭାବରେ ନିର୍ବାଚିନ ହୋଇଛନ୍ତି । ଅସିତ ତାଙ୍କ ପ୍ରତିଦ୍ବନ୍ଦୀ ଡ଼.ତପେସ ରାୟଙ୍କୁ ପରାସ୍ତ କରି…
ସକ୍ରିୟ ହୋଇଛି ଘୂର୍ଣ୍ଣିବଳୟ : ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ଦୁଇଦିନ ଯାଏ ରାଜ୍ୟରେ…
ଆଜି ୫ ଘଣ୍ଟା ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ, ଜାଣନ୍ତୁ ସମୟ
ପୁରୀ: ଆଜି ୫ ଘଣ୍ଟା ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ ରହିବ । ଆଜି ଭାଦ୍ରବ-କୃଷ୍ଣ ପଞ୍ଚମୀ ତିଥି ହୋଇଥିବାରୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖା ଲାଗି ନୀତି । ରାହୁରେଖା ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ…