
Browsing Category
ରାଜ୍ୟ
ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି
କଟକ: ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ମଙ୍ଗଳବାର ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ବର୍ତ୍ତମାନ ଜଷ୍ଟିସ ତାଳପତ୍ର ଓଡ଼ିଶା…
ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସୁଭାଶିଷ ତାଳପତ୍ର
ଭୁବନେଶ୍ୱର: ଓଡିଶା ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ଶପଥ ନେବାକୁ ଯାଉଛନ୍ତି ଜଷ୍ଟିସ ସୁଭାଶିଷ ତାଳପତ୍ର । ଆସନ୍ତାକାଲି ସେ ହାଇକୋର୍ଟର ନୂଆ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ । ବର୍ତ୍ତମାନର ମୁଖ୍ୟ ବିଚାରପତି…
ଖୁସି ଖବର! ଓଡ଼ିଶା ପାଇଁ ନାହିଁ ବନ୍ୟା ଆଶଙ୍କା: ହୀରାକୁଦରେ କମୁଛି ଜଳସ୍ତର
ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଣି ପଶି ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ ଜଳଭଣ୍ଡାରରେ ମଧ୍ୟ ଜଳସ୍ତର ଧିରେ ଧିରେ ହ୍ରାସ ପାଉଥିବା…
ବନ୍ଧା ହେଲା କ୍ରିପ୍ଟୋ ମାଷ୍ଟରମାଇଣ୍ଡ: ସଂସ୍ଥା ମୁଖ୍ୟ ଗୁରତେଜ୍ ସିଂ ସିନ୍ଧୁ ଓ ଓଡ଼ିଶା ମୁଖ୍ୟଙ୍କୁ ଗିରିଫ କଲା EOW
ଭୁବନେଶ୍ଵର : STA କ୍ରିପ୍ଟୋ ଟୋକନ ନାଁରେ କାରବାର କରୁଥିବା ସଂସ୍ଥାର ମୁଖ୍ୟ ଗିରଫ ହୋଇଥିବା ସୂଚନା ମିଳିଛି । STAର ଭାରତ ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁ ଏବଂ ଓଡ଼ିଶା ମୁଖ୍ୟ ନିରୋଦ ଦାସଙ୍କୁ ଗିରଫ କରାଯାଇଛି। ଡିଏସପି…
ବୃଦ୍ଧି ପାଇଲା ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଆବେଦନର ଅବଧି : ତୁରନ୍ତ କରନ୍ତୁ ପଞ୍ଜିକରଣ
ଭୁବନେଶ୍ୱର : ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଆବେଦନ ଅବଧିର ସମସୟ ସୀମା ବୃଦ୍ଧି କରାଯାଇଛି । ଶେଷ ତାରିଖ ଅଗଷ୍ଟ ୭ ଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ କରାଗଲା ।
ସାମ୍ବାଦିକ…
ଖୁସି ଖବର! କମିଛି ସୁନା ଦର, କିଣିବା ଆଗରୁ ଜାଣି ନିଅନ୍ତୁ କେତେ ରହିଛି ଆଜିର ଦର
ଭୁବନେଶ୍ୱର : ଅନେକ ଦିନରେ ସୁନା ଦରରେ ଆଜି ବଡ଼ ପରିବର୍ତ୍ତନ ହୋଇଛି । ସୁନା କିଣିବାର ଆଜି ଅଛି ସୁବର୍ଣ୍ଣ ସୁଯୋଗ । କିଣିବା ପୂର୍ବରୁ ନଜର ପକାନ୍ତୁ ଓଡ଼ିଶା ସମେତ ପ୍ରମୁଖ ସହର ଗୁଡିକରେ କେତେ ରହିଛି ଆଜିର ଦର ।…
ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ, ପାସ୍ କରିଛନ୍ତି ୪୩.୬୨ ପ୍ରତିଶତ
ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ । ବୋର୍ଡ କାର୍ଯ୍ୟଳୟରେ ସଭାପତି ପ୍ରକାଶ କଲେ ରେଜଲ୍ଟ । ମାଟ୍ରିକ ସପ୍ଲିମେଣ୍ଟାରୀ ପାସ୍ ହାର ୪୩.୬୨ ପ୍ରତିଶତ ରହିଛି ।
ସୂଚନା ଅନୁଯାୟୀ, ଚଳିତ…
ଜଳାଭିଷେକ ପାଇଁ ମନ୍ଦିର ଯିବା ବେଳେ ଘଟିଲା ଅଘଟଣ : ସାଳନ୍ଦୀ ନଦୀରେ ଭାସିଗଲେ ୨ ଜଣ କାଉଡିଆ
ସୋର : ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ବରଦା ଅଞ୍ଚଳରେ ଘଟିଛି ଏକ ଅଘଟଣ । ଆଜି ହେଉଛି ଶ୍ରାବଣ ମାସର ପଞ୍ଚମ ସୋମବାର । ସିନ୍ଧୁକେଶ୍ୱର ମହାଦେବ ମନ୍ଦିରକୁ ଜଳାଭିଷେକ କରିବାକୁ ଯାଉଥିବା ବେଳେ ବରଦା ପୋଲ…
ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ବିଦ୍ୟୁତ କର୍ମଚାରୀଙ୍କୁ ଧ।ରୁଆ ଅସ୍ତ୍ରରେ ହାଣି ହତ୍ୟା
ଭଞ୍ଜନଗର: ତାରାସିଂ ଥାନା କୁପାଟି ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏଠାରେ ଜଣେ ଉପଭୋକ୍ତା ମିଟର ରିଡିଂ କରିବାକୁ ଆସିଥିବା ଜଣେ ବିଦ୍ୟୁତ କର୍ମଚାରୀଙ୍କୁ ଧ।ରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ…
ଫିରିଙ୍ଗିଆ ଥାନା ପୋଡି ଘଟଣାରେ ନେତାଙ୍କ ସହ ୫୦ ଜଣଙ୍କ ନାମରେ ମାମଲା : ୧୯ ଜଣ ଗିରଫ
ବ୍ରହ୍ମପୁର : କନ୍ଧମାଳ ଫିରିଙ୍ଗିଆ ଥାନା ପୋଡି ଓ ଭଙ୍ଗାରୁଜା ମାମଲରେ ଏବେ ପର୍ଯ୍ୟନ୍ତ ପୋଲିସ ୫୦ ଜଣଙ୍କ ନାମରେ ମାମଲା ରୁଜୁ କରି ସାରିଲାଣି । ଏହି ଘଟଣାକୁ ନେଇ ଆକ୍ସନ ମୁଡରେ ପୋଲିସ । ବର୍ତ୍ତମାନ ସୁଧା ପୋଲିସ ୧୯…