Browsing Category

ରାଜ୍ୟ

୭୩ ବର୍ଷର ରେକର୍ଡ ଭାଙ୍ଗିଛି ଖରା ଦିନିଆ ବର୍ଷା, ଏହି କାରଣରୁ ଖରା ଦିନେ ଲାଗୁଛି ଥଣ୍ଡା, କାହିଁକି ଓଲଟା ହେଲା IMD ର ପୂର୍ବାନୁମାନ

ନୂଆଦିଲ୍ଲୀ : ପାଣିପାଗର ଆକଳନ ବଦଳିଛି । ଖରା ଦିନରେ ଥଣ୍ଡା ଅନୁଭବ ହୋଇଛି । ତେବେ ଏହି ଖରା ଦିନିଆ ବର୍ଷା ୭୩ ବର୍ଷର ରେକର୍ଡ ଭାଙ୍ଗିଛି । ମାର୍ଚ୍ଚରେ ଏଭଳି ଥଣ୍ଡା ପାଗ ଦିଲ୍ଲୀରେ ୩୪ ତମ ଥର ପାଇଁ ହୋଇଛି ବୋଲି…

ଜାଲ୍ ସାର୍ଟିଫିକେଟ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ନକଲି ସାର୍ଟିଫିକେଟ ମାମଲା ବଢ଼ିବାରେ ଲାଗିଛି । କିଛିଦିନ ଧରି ବଲାଙ୍ଗିର ଫେକ୍ ସାର୍ଟିଫିକେଟ କେସକୁ ନେଇ ରାଜ୍ୟ ପଡ଼ୁଛି ଉଠୁଛି । ଏହି ନକଲି ସାର୍ଟିଫିକେଟ ଦାଖଲ କରି…

Rule Change : ସୁନା, ଟୋଲ ଟ୍ୟାକ୍ସ ଓ ଏଲପିଜି.. ଆଜି ଠାରୁ ୨୦ ଟି ବଡ଼ ପରିବର୍ତ୍ତନ, ମଧ୍ୟବିତ୍ତଙ୍କ ପକେଟକୁ ଚୋଟ

ନୂଆବର୍ଷ : ଦେଶରେ ୨୦୨୩-୨୪ ଆର୍ଥିକ ବର୍ଷ ଆରମ୍ଭ ହୋଇଛି । ଏହା ସହିତ କିଛି ନିୟମରେ ମଧ୍ୟ ବଡ ପରିବର୍ତ୍ତନ ହୋଇଛି । ୧ ଏପ୍ରିଲ ୨୦୨୩ ଅର୍ଥାତ୍ ଆଜି ଠାରୁ ଦେଶରେ ଅନେକ ନିୟମ ବଦଳି ଯାଇଛି । ଏହି ନିୟମଗୁଡିକ ମଧ୍ୟରୁ…

ସଡ଼କ ସୁରକ୍ଷା ସପ୍ତାହରେ କଡ଼ାକଡ଼ି ହେବ ନିୟମ, ବିନା ହେଲମେଟରେ ମିଳିବନି ପେଟ୍ରୋଲ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆସନ୍ତା ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯିବ । ଏହି ଅବସରରେ ସପ୍ତାହବ୍ୟାପୀ ବିନା ହେଲ୍‌ମେଟ୍‌ରେ ବାଇକ୍ ଚାଳକଙ୍କୁ ପେଟ୍ରୋଲ ଦିଆନଯିବା ପାଇଁ…

ଆଜି ଓଡ଼ିଶା ଦିବସ, ଜାଣନ୍ତୁ ଏହାର ମହତ୍ୱ

ଭୁବନେଶ୍ୱର: ଉତ୍କଳ ଦିବସ ଓଡ଼ିଶା ରାଜ୍ୟର ପ୍ରତିଷ୍ଠା ଦିବସ । ପୁରା ରାଜ୍ୟରେ ୧ ଅପ୍ରେଲକୁ ଉତ୍କଳ ଦିବସ ରୂପେ ପାଳନ କରାଯାଇଥାଏ । ଉତ୍କଳ ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଲା ଓଡ଼ିଆ ଭାଷା ଏବଂ ସଂସ୍କୃତିର…

ଗୋଷ୍ଠୀସ୍ତରରେ ପହଞ୍ଚିବ ସରକାରଙ୍କ ସ୍ୱାସ୍ଥ୍ୟ ସେବା, ଏହାକୁ ପହଞ୍ଚାଇବାରେ ମୁଖ୍ୟ ଭୂମିକା ପାଳନ କରିବେ କର୍ପୋରେଟର

ଭୁବନେଶ୍ୱର:ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଓ ଜନହିତକାରୀ ଯୋଜନା ସଂପର୍କିତ ଦିନିକିଆ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କାର୍ଯ୍ୟାଳୟ ପରିସରସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ…

ଛେନାପୋଡ଼କୁ GI ଟ୍ୟାଗର ମାନ୍ୟତା ପାଇଁ ଦିଆଗଲା ଦାବି ପତ୍ର, ଜାଣନ୍ତୁ କିଭଳି ମିଳେ GI ଟ୍ୟାଗ

ଭୁବନେଶ୍ୱର :ଭାରତରେ ଏଭଳି ବହୁ ସ୍ଥାନ ରହିଛି ଯାହା ତାର କିଛି ବିଶେଷ ଉପାଦାନ ହେଉ କିମ୍ବା ଖାଦ୍ୟ ସାମଗ୍ରୀ ହେଉ ଅବା କିଛି ସ୍ୱତନ୍ତ୍ର ହସ୍ତତନ୍ତ ପାଇଁ ଖୁବ ପ୍ରସିଦ୍ଧ ହୋଇଥାଏ । ସେଥିପାଇଁ କିଛି କିଛି ସ୍ଥାନକୁ…

ଜାଲ୍‍ ସାର୍ଟିଫିକେଟ୍‍ ତାତିରେ କମ୍ପିଲା ବିଧାନସଭା, ବିରୋଧୀ ଓ ଶାସକଦଳ ମଧ୍ୟରେ ହଟ୍ଟଗୋଳ

ଭୁବନେଶ୍ୱର: ଜାଲ୍‍ ସାର୍ଟିଫିକେଟ୍‍ ଓ କୋଟିଆ ପ୍ରସଙ୍ଗକୁ ନେଇ ଆଜି ଉଭୟ ବିରୋଧୀ ଓ ଶାସକଦଳ ମଧ୍ୟରେ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଅପରାହ୍ଣ ୪ଟା ଯାଏଁ ମୁଲତବୀ ରହିଛି । ଶୂନକାଳରେ ବିରୋଧିଦଳ ନେତା ଜୟନାରାୟଣ ମିଶ୍ର…

ଉତ୍ତରଓଡ଼ିଶା ଉପକୂଳରେ ଚାପବଳୟ ଯୋଗୁଁ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା

ଭୁବନେଶ୍ୱର: ପଶ୍ଚିମବଙ୍ଗରୁ ଉତ୍ତର ଓଡ଼ିଶା ମଧ୍ୟରେ ସମୁଦ୍ରପତନଠାରୁ ଦେଢ଼କିଲୋମିଟର ଉପରେ ଏକ ଚାପବଳୟ ସୃଷ୍ଟି ହେବାରୁ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।…

ବିଧାନସଭାରେ ଆଗତ ହୋଇଥିବା ୩ ବିଲ୍‍କୁ ପ୍ରତ୍ୟାହାର କଲେ ରାଜ୍ୟ ସରକାର

ଭୁବନେଶ୍ୱର: ବିଧାନସଭାରେ ଆଗତ ହୋଇଥିବା ତିନିଟି ବିଲ୍‍କୁ ଆଜି ସରକାର ପ୍ରତ୍ୟାହାର କରିନେଇଛନ୍ତି। ଶୂନ୍ୟକାଳରେ ବିରୋଧିଙ୍କ ହଟଗୋଳ ମଧ୍ୟରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ…