CHARIDHAM
Browsing Category

ରାଜ୍ୟ

ଓଡ଼ିଆ IASଙ୍କୁ କେନ୍ଦ୍ରରେ ବଡ଼ ଦାୟିତ୍ୱ: ବିଦ୍ୟୁତ ବିହାରୀ ସ୍ୱାଇଁ UPSCର ସଦସ୍ୟ ନିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଜାତୀୟ ସ୍ତରରେ ଚମକିଛନ୍ତି ଆଉ ଜଣେ ଓଡ଼ିଆ ପୁଅ । ପୂର୍ବରୁ କେନ୍ଦ୍ର ସରକାରଙ୍କ ଅଧିନରେ ବହୁ ଓଡ଼ିଆଙ୍କୁ ବଡ଼ ଦାୟିତ୍ୱ ମିଳିଥିବା ବେଳେ ଏହା ମଧ୍ୟରେ ଆଉ ଜଣେ ଓଡ଼ିଆ ଅଧିକାରୀଙ୍କୁ…

ତାତିରୁ ମିଳୁନି ନିସ୍ତାର: ପଶ୍ଚିମ ଓଡ଼ିଶା ସ୍ଥିତି ସଙ୍ଗୀନ, ୩ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ତାତିରୁ ମିଳୁନି ନିସ୍ତାର । ପଶ୍ଚିମ ଓଡ଼ିଶା ଜଳୁଛି । ଉପକୂଳରେ ଗୁଳୁଗୁଳି ରାଜ କରୁଛି । ରାଜ୍ୟବାସୀ ଅତିଷ୍ଠ । ସକାଳ ୮ଟା ପରେ ସୂର୍ଯ୍ୟଙ୍କ ତେଜ ବାରିହୋଇ ପଡୁଛି । ଦେହରୁ ଗମ୍ଗମ୍ ଝାଳ ବୋହିଯାଉଛି ।…

ଆଜି ବାହାରିବ ଓଜେଇଇ ରେଜଲ୍ଟ, ଜାଣନ୍ତୁ କିପରି ଜାଣିବେ ଫଳାଫଳ

ଭୁବନେଶ୍ୱର: ଶୁକ୍ରବାର ଅର୍ଥାତ ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ । ପୂର୍ବାହ୍ନ ୧୧ଟାରେ ଏହା ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟରୁ ରେଜଲ୍ଟ ପାଇପାରିବେ । ଗତମାସ ୮ ତାରିଖରୁ ୧୫ ତାରିଖ ଯାଏ ଏଥିପାଇଁ…

ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ କାମ ସମୀକ୍ଷା କଲେ ୫-ଟି ସଚିବ: ନୂଆ ରୂପ ନେଉଛି ବସ୍‌ ଟର୍ମିନାଲ

ଭୁବନେଶ୍ୱର: ୫-ଟି ଉପକ୍ରମରେ ବରମୁଣ୍ଡା ବସ୍‌ ଟର୍ମିନାଲର ହେଉଛି ରୂପାନ୍ତର। ଏହି କାମର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ…

ବାଲେଶ୍ୱର ନୂଆବଜାରରେ ଅଗ୍ନିକାଣ୍ଡ, ଏକ ଗାଈ ଓ ଦୁଇ ବାଛୁରୀ ଜୀବନ୍ତ ଦଗ୍ଧ

ବାଲେଶ୍ୱର: ବାଲେଶ୍ୱର ସହରର ନୂଆବଜାରରେ ଭୀଷଣ ଅଗ୍ନିକାଣ୍ଡ ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଗୋଟିଏ ଗାଈ ସହିତ ଦୁଇଟି ବାଛୁରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ସୂଚନା ଅନୁଯାୟୀ, ସେଠାରେ ଥିବା ଏକ ହୋଟେଲରେ ନିଆଁ…

ଓଡ଼ିଶା ପାଇଁ ଗର୍ବର ବିଷୟ: ସାଇକ୍ଲୋନ୍ ମ୍ୟାନ୍ ମୃତ୍ୟୁଞ୍ଜୟ ମହାପାତ୍ର ହେଲେ ବିଶ୍ୱ ପାଣିପାଗ ସଂସ୍ଥାନ ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ପୁଣି ଓଡ଼ିଆ ହାସଲ କଲେ ବଡ଼ ସଫଳତା। ପାଣିପାଗ ବିଭାଗ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ତଥା ସାଇକ୍ଲୋନ୍ ମ୍ୟାନ୍ ନାମରେ ଜଣା ମୃତ୍ୟୁଞ୍ଜୟ ମହାପାତ୍ର ଭାରତରେ ଓଡ଼ିଶାର ଟେକ ବଢ଼ାଇଛନ୍ତି।ମୃତ୍ୟୁଞ୍ଜୟ…

ମଇ ମାସରେ ଓଡ଼ିଶାରେ ସଂଗ୍ରହ ହେଲା ୪୩୯୮ କୋଟି ଟଙ୍କା ଜିଏସଟି

ଭୁବନେଶ୍ୱର: ମୋଟ ଜିଏସ୍‌ଟି କ୍ଷେତ୍ରରେ ଓଡିଶା ଚଳିତ ବର୍ଷ ମଇ ମାସରେ ୧୧.୧୭% ଅଭିବୃଦ୍ଧି ହାସଲ କରି ୪୩୯୭.୭୩ କୋଟି ଟଙ୍କା ସଂଗ୍ରହ କରିଛି। ଗତବର୍ଷ ମଇ ମାସରେ ଏହି ସଂଗ୍ରହ ୩୯୫୫.୭୫ କୋଟି ଟଙ୍କା ଥିଲା। ଚଳିତ ବର୍ଷ…

ଓଡ଼ିଶାରେ ଅଙ୍ଗନବାଡ଼ି କେନ୍ଦ୍ରରେ ଗ୍ରୀଷ୍ମ ଛୁଟି ପ୍ରସଙ୍ଗ: ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସରକାର ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ଭଳି ଅନୁଷ୍ଠାନ ପାଇଁ ଗ୍ରୀଷ୍ମ ଛୁଟି ଘୋଷଣା କରିଥିବାବେଳେ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପାଇଁ ଛୁଟି ଘୋଷଣା କରାଯାଇ ନ…

NGTଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟରେ ଭୂତଳ ଜଳ ବ୍ୟବହାର କରାଯାଇ ପାରିବନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆପାର୍ଟମେଣ୍ଟ ନିର୍ମାଣକୁ ନେଇ ନିୟମାବଳୀକୁ ଉଲ୍ଲଂଘନ କରାଯାଇଥାଏ । ତେବେ ଏଣିକି ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ…

ସମୁଦ୍ରରେ ବୁଡିଯାଇଥିଲେ ୨ ଛାତ୍ରୀ, ପୂର୍ବରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ମିଳିଲା ଅନ୍ୟ ଜଣଙ୍କ ମୃତଦେହ

ଗଞ୍ଜାମ: ଗଞ୍ଜାମ ଛତ୍ରପୁର ଆର୍ଯ୍ୟପଲ୍ଲୀରେ ଆଜି ସକାଳେ ଘଟିଛି ଏହିି ଅଘଟଣ । ସମୁଦ୍ରରେ ବୁଡି ଜଣେ ଛାତ୍ରୀ ନିଖୋଜ ହୋଇଥିବା ବେଳେ ଅନ୍ୟଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ହେଲେ କନିଷିର ସ୍ୱପ୍ନା ରାଣୀ…