Browsing Category

ରାଜ୍ୟ

ବଦଳିଲା ଓଡ଼ିଶା ଅଗ୍ନିଶମ ବାହିନୀର ନାଁ, ବିଧିବଧ ଭାବେ ପ୍ରକାଶ ପାଇଲା ଗାଜେଟ୍‌

ଭୁବନେଶ୍ୱର: 'ଓଡ଼ିଶା ଅଗ୍ନିଶମ ସେବା' ବିଧିବଧ ଭାବେ 'ଓଡିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା' ହୋଇଛି। ଏନେଇ ରାଜ୍ୟ ସରକାର ବିଧିବଧ ଭାବେ ଗାଜେଟ୍‌ ପ୍ରକାଶ କରିଛନ୍ତି। କୌଣସି ବିପଦ କିମ୍ବା ବିପଦ ସମୟରେ ଉଦ୍ଧାର,…

ରାୟଗଡ଼ା ଚୋରୀ ମାମଲା; ମିଳିଲା ୪୦୦ ଗ୍ରାମ ସୁନା

ରାୟଗଡ଼ା: ରାୟଗଡ଼ା ସହରରେ ଦିନକୁ ଦିନ ଚୋରି ବୃଦ୍ଧି ପାଇବାରେ ଲାଗିଛି । ଗତ ଜାନୁଆରୀ ୧୭ତାରିଖ ଦିନ ଚୋରୀ ହୋଇଥିବା ଘଟଣାରେ ଆଜି ୪୦୦ଗ୍ରାମର ସୁନା ଜବତ ସହ ୫ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ,…

ବିକ୍ରମ ଦେବ କଲେଜକୁ ମୁଖ୍ୟମନ୍ତ୍ରୀ ଭେଟି; କାଲି ହୀରକ ଜୟନ୍ତୀ ଆଜି ମିଳିଲା ୟୁନିଭର୍ସିଟିର ମାନ୍ୟତା

ଭୁବନେଶ୍ୱର:ଭିଡି କଲେଜ ହେଲା ୟୁନିଭର୍ସିଟି । ଜୟପୁରର ବିକ୍ରମ ଦେବ କଲେଜକୁ ମିଳିଲା ୟୁନିଭର୍ସିଟିର ମାନ୍ୟତା । ସ୍ୱୟଂ ଶାସିତ କଲେଜରୁ ୟୁନିଭର୍ସିଟିର ମାନ୍ୟତା ମିଳିଲା। ତେବେ ଏହି ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ…

(Video)ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ Mr ଗୁଲୁଆ, କହିଲେ କାହିଁକି ଏତେ ଇର୍ଷା

ଭୁବନେଶ୍ୱର: କିଛି ଦିନ ହେବ ପାରିବାରିକ କଳହ ପାଇଁ ଚର୍ଚ୍ଚାରେ ରହିଥିଲେ ଓଲିଉଡ ଗାୟକ ହ୍ୟୁମାନ ସାଗର । ଏବେ ତାଙ୍କ ପାରିବାରିକ କଳହରେ ପୂର୍ଣ୍ଣଚ୍ଚେଦ ପଡିଛି କିନ୍ତୁ ଏବେ ପୁଣି ତାଙ୍କ ନାମରେ ଏକ ବିବାଦ ଶୁଣିବାକୁ…

୨୧ରୁ ଆରମ୍ଭ ହେବ ବିଧାନ ସଭା ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୧ରୁ ରାଜ୍ୟ କ୍ୟାବିନେଟରେ ବଜେଟ ଅଧିବେଶନ ଆରମ୍ଭ ହେବ । ଯାହାକି ଏପ୍ରିଲ ମାସ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ବିଧାନ ସଭା ବଜେଟ୍ ଅଧିବେଶନ ୨ ଟି ପର୍ଯାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ…

ହୃଦ୍‌ରୋଗ ସହ ଲଢ଼ିବା ପାଇଁ ସାଧାରଣ ଜନତାଙ୍କୁ ଦିଆଯିବ CPR ଟ୍ରେନିଙ୍ଗ,ରକ୍ଷା ପାଇପାରିବ ଲକ୍ଷାଧିକ ଜୀବନ

ଭୁବନେଶ୍ୱର:ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ସମୟରେ ସାରା ବିଶ୍ଵରେ ଘଟୁଥିବା ଅକାଳ ମୃତ୍ୟୁର ମୁଖ୍ୟ କାରଣ ପାଲଟିଛି ହୃଦ୍‌ରୋଗ । ଭାରତରେ ପ୍ରାୟ ୩୬ ପ୍ରତିଶତ ମୃତ୍ୟୁ ହୃଦ୍‌ରୋଗ ଜନିତ ହେଉଥିବା ବେଳେ ଓ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲାରେ ନୂଆ ମୋଡ: କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ୧୫ ପୃଷ୍ଟାର ରହସ୍ୟ କାଗଜ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ୫ ଦିନ ବିତିଯାଇଥିବା ବେଳେ କ୍ରାଇମବ୍ରଞ୍ଚ ତଦନ୍ତ ଆରମ୍ଭ କରିଛି । ଫଳରେ ପ୍ରତ୍ୟେକ ଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି । ତେବେ ଅଭିଯୁକ୍ତ ଗୋପାଳ…

ଭୁବନେଶ୍ୱର ନିଶା ନିବାରଣ କେନ୍ଦ୍ରରେ ମାଡ଼: ଚାଲିଗଲା ସର୍ବେଶ୍ୱରଙ୍କ ଜୀବନ

ଭୁବନେଶ୍ୱର : ଭୁବନେଶ୍ୱର ନିଶା ନିବାରଣ କେନ୍ଦ୍ରରେ ମାଡ଼ ଘଟଣାରେ ଆସିଛି ବଡ଼ ଅପଡେଟ । ଏହି ମାମଲରେ ମେଡିକାଲରେ ଚିକିତ୍ସିତ ହେଉଥିବା ସର୍ବେଶ୍ୱର ସାହୁଙ୍କର ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ଏକ ଘରୋଇ ମେଡିକାଲରେ…

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ ମାମଲା; ଜିମରୁ ୧୯ ଲକ୍ଷ ଟଙ୍କା ଜବତ

ବଲାଙ୍ଗିର: ଗତକାଲି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜିସିଂଙ୍କୁ ଗିରଫ କରାଯାଇଥିଲା । କଣ୍ଟାବଞ୍ଜିର ଆଲିଶାନ ସିନେମା ହଲ ମାଲିକ ପୁଅଙ୍କ ସହ କୌଣସି ଏକ କାରଣରୁ ଗଣ୍ଡଗୋଳ ହୋଇଥିଲା । ତେବେ ଏହି…

୧୧ଟି ବଗି ଲାଇନଚ୍ୟୁତ, ଟ୍ରେନ ବାତିଲ

କୋରାପୁଟ: ମାଲବାହୀ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଯାଇଛି । ଏହି ଟ୍ରେନ କୋତାବାଲସାରୁ ଆର ଅଭିମୁଖେ ଯାତ୍ରା କରୁଥିଲା । ତେବେ ଏଥିରେ କୌଣସି ମୃତାହତ ହୋଇନି ବୋଲି ସୂଚନା ଦେଇ ରେଲୱେ ଅଧିକାରୀ କହିଛନ୍ତି ।…