Browsing Category
ରାଜ୍ୟ
କଟକ ଓ ଭୁବନେଶ୍ୱରରେ ଘନ କୁହୁଡି ଆସ୍ତରଣ
ଭୁବନେଶ୍ୱର: କୁହୁଡି ଚାଦର ତଳେ ରାଜଧାନୀ ଏବଂ କଟକ ସହର । ରାଜ୍ୟରେ କିଛିଦିନ ହେଲାଣି ଶୀତର ମାତ୍ରା କମ ଥିବା ବେଳେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଛି । ପରିସ୍ଥିତି ଏପରି ହୋଇଛି ଯେ, ୫୦ମିଟର ଦୂରତ ଦେଖାଯାଉନି ।…
ସମ୍ବଲପୁରରେ ଜଜଙ୍କ ଚାମ୍ବରରେ ଭଙ୍ଗାରୁଜା: ୧୨ ଆଇନଜୀବୀ ଗିରଫ, ୯ ଜଣଙ୍କୁ କୋର୍ଟ ଚାଲାଣ
ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁରରେ ଆନ୍ଦୋଳନ ବେଳେ ଜିଲ୍ଲା ଜଜଙ୍କ ଚାମ୍ବରରେ ଭଙ୍ଗାରୁଜା ମାମଲାରେ ନିଆଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଏହି ମାମଲାରେ ୧୨ ଜଣ ଆଇନଜୀବୀଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ୯…
ଇନଫୋସିଟି ଥାନାରେ ହାଜର ହେଲେ ହକି ଖେଳାଳୀ ବିରେନ୍ଦ୍ର ଲାକ୍ରା
ଭୁବନେଶ୍ୱର: ଇନଫୋସିଟି ଥାନାରେ ବିରେନ୍ଦ୍ର ଲାକ୍ରା । ଆନନ୍ଦ ଟପୋ ହତ୍ୟା ମାମଲାରେ ଥାନାରୁ ଡକାରା ଆସିଛି । ଡକାରା ପରେ ଇନଫୋସିଟି ଥାନାରେ ହାଜର ହୋଇଛନ୍ତି ପୂର୍ବତନ ହକି ଖେଳାଳୀ ବିରେନ୍ଦ୍ର ଲାକ୍ରା । କିଛି ଦିନ…
ପରଲୋକରେ ପୂର୍ବତନ ସାଂସଦ ମୋହନ ଜେନା
ଭୁବନେଶ୍ୱର: ଆର ପାରିରେ ରାଜନେତା ମୋହନ ଜେନା । ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।…
ମୋ ବସରେ ଲୁଟ; ଦମ୍ପତ୍ତିଙ୍କ ଠାରୁ ନେଇଗଲେ ୪୨ ହଜାର ଟଙ୍କା
ଭୁବନେଶ୍ୱର: ମୋ ବସରେ ଯାତ୍ରା କରୁଥିଲେ ହୋଇ ଯାଆନ୍ତୁ ସାବଧାନ । କାରଣ ମୋ ବସରେ ଲୁଟର ଶିକାର ହେଉଛନ୍ତି ଯାତ୍ରୀ । ତେବେ ବର୍ତ୍ତମାନ ମୋ ବସରୁ ୪୨ ହଜାର ଟଙ୍କା ଲୁଟ ହୋଇଥିବାର ଖବର ସାମ୍ନାକୁ ଆସିଛି । ବାଣୀବିହାରରୁ…
(VIDEO) ଭଦ୍ରକ ହନୁମାନ ମିନି ଷ୍ଟାଡିୟମରେ ମ୍ୟାଚ ଖେଳିଥିଲେ ଧୋନି; ଭାଇରାଲ ହେଉଛି ଫଟୋ
ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂ ଧୋନି ଯିଏ ଭଦ୍ରକ ଆସିଥିଲେ । ଏଥିସହିତ ସେ ଏଠାରେ ମ୍ୟାଚ ମଧ୍ୟ ଖେଳିଥିଲେ । ତେବେ ଏହି ମ୍ୟାଚଟି ହନୁମାନ ଜୁଏଲ ମିନି ଷ୍ଟାଡିୟମରେ ସେ…
ରାଜଧାନୀର ରାସ୍ତାରେ ଛିଡ଼ା ହୋଇ ପାରିବେନି କିନ୍ନର! ହକି ବିଶ୍ୱକପ ପାଇଁ କମିଶନରେଟ୍ ପୋଲିସର କଟକଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜାନୁଆରୀ ମାସରୁ ରାଜ୍ୟର ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ଉପରେ ଗୁରୁତ୍ୱ…
କାହିଁକି ରାଜନୀତିରେ ବୃଦ୍ଧି ପାଉନାହିଁ ମହିଳା ଭୋଟରଙ୍କ ସହ ବିଧାୟିକାଙ୍କ ସଂଖ୍ୟା?
ଭୁବନେଶ୍ୱର: ଆଜି ପଦ୍ମପୁର ବିଧାୟିକା ଭାବେ ବର୍ଷା ସିଂହ ବରିହା ଶପଥ ଗ୍ରହଣ କରିଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇଛନ୍ତି । ତେବେ ତାଙ୍କର ଶପଥ ପରେ ବର୍ତ୍ତମାନ ବିଧାନସଭାରେ ମହିଳା…
ପଦ୍ମପୁରକୁ ମିଳିଲା ନୂଆ ବିଧାୟକ; ଶପଥ ନେଲେ ବର୍ଷା
ପଦ୍ମପୁର: ପଦ୍ମପୁରରେ ନୂତନ ବିଧାୟିକା ଭାବରେ ବର୍ଷା ସିଂ ବରିହା ଶପଥ ପାଠ କରିଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥପାଠ କରାଇଛନ୍ତି । ତେବେ ପଦ ଓ ଗୋପନିୟତାର ଶପଥ ପାଠ କରିଛନ୍ତି ବିଧାୟିକା ବର୍ଷା…
ପୋଲିସ ଓ ଆନ୍ଦୋଳନକାରୀ ଧସ୍ତା ଧସ୍ତି; ବ୍ୟାରିକେଟ ଭାଙ୍ଗି କୋର୍ଟରେ ପସିଲେ ଧସେଇ
ସମ୍ବଲପୁର: ସମ୍ବଲପୁର କଚେରି ଛକରେ ପୋଲିସ ଓ ଆନ୍ଦୋଳନକାରୀ ଓକିଲମାନଙ୍କ ମଧ୍ୟରେ ପୁଣି ଥରେ ଧସ୍ତା ଧସ୍ତି ହୋଇଛି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଙ୍ଘ ସତ୍ୟାଗ୍ରହ ଆନ୍ଦୋଳନ କରୁଥିବା ବେଳେ ଏପରି ଘଟଣା…