Browsing Category

ରାଜ୍ୟ

(VIDEO) ଭଦ୍ରକ ହନୁମାନ ମିନି ଷ୍ଟାଡିୟମରେ ମ୍ୟାଚ ଖେଳିଥିଲେ ଧୋନି; ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂ ଧୋନି ଯିଏ ଭଦ୍ରକ ଆସିଥିଲେ । ଏଥିସହିତ ସେ ଏଠାରେ ମ୍ୟାଚ ମଧ୍ୟ ଖେଳିଥିଲେ । ତେବେ ଏହି ମ୍ୟାଚଟି ହନୁମାନ ଜୁଏଲ ମିନି ଷ୍ଟାଡିୟମରେ ସେ…

ରାଜଧାନୀର ରାସ୍ତାରେ ଛିଡ଼ା ହୋଇ ପାରିବେନି କିନ୍ନର! ହକି ବିଶ୍ୱକପ ପାଇଁ କମିଶନରେଟ୍ ପୋଲିସର କଟକଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜାନୁଆରୀ ମାସରୁ ରାଜ୍ୟର ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ଉପରେ ଗୁରୁତ୍ୱ…

କାହିଁକି ରାଜନୀତିରେ ବୃଦ୍ଧି ପାଉନାହିଁ ମହିଳା ଭୋଟରଙ୍କ ସହ ବିଧାୟିକାଙ୍କ ସଂଖ୍ୟା?

ଭୁବନେଶ୍ୱର: ଆଜି ପଦ୍ମପୁର ବିଧାୟିକା ଭାବେ ବର୍ଷା ସିଂହ ବରିହା ଶପଥ ଗ୍ରହଣ କରିଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇଛନ୍ତି । ତେବେ ତାଙ୍କର ଶପଥ ପରେ ବର୍ତ୍ତମାନ ବିଧାନସଭାରେ ମହିଳା…

ପଦ୍ମପୁରକୁ ମିଳିଲା ନୂଆ ବିଧାୟକ; ଶପଥ ନେଲେ ବର୍ଷା

ପଦ୍ମପୁର: ପଦ୍ମପୁରରେ ନୂତନ ବିଧାୟିକା ଭାବରେ ବର୍ଷା ସିଂ ବରିହା ଶପଥ ପାଠ କରିଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥପାଠ କରାଇଛନ୍ତି । ତେବେ ପଦ ଓ ଗୋପନିୟତାର ଶପଥ ପାଠ କରିଛନ୍ତି ବିଧାୟିକା ବର୍ଷା…

ପୋଲିସ ଓ ଆନ୍ଦୋଳନକାରୀ ଧସ୍ତା ଧସ୍ତି; ବ୍ୟାରିକେଟ ଭାଙ୍ଗି କୋର୍ଟରେ ପସିଲେ ଧସେଇ

ସମ୍ବଲପୁର: ସମ୍ବଲପୁର କଚେରି ଛକରେ ପୋଲିସ ଓ ଆନ୍ଦୋଳନକାରୀ ଓକିଲମାନଙ୍କ ମଧ୍ୟରେ ପୁଣି ଥରେ ଧସ୍ତା ଧସ୍ତି ହୋଇଛି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଙ୍ଘ ସତ୍ୟାଗ୍ରହ ଆନ୍ଦୋଳନ କରୁଥିବା ବେଳେ ଏପରି ଘଟଣା…

ଡାକ୍ତରଙ୍କ ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ; ମୃତଦେହ ମୁହଁରେ ଲାଗିଲା ଅକ୍ସିଜେନ!

ଜୟପୁର: ଜଣେ ରୋଗୀ ଡାକ୍ତରଙ୍କୁ ଭଗବାନ ବୋଲି ମାନୁଥିବା ବେଳେ ତାଙ୍କର ଟିକିଏ ଅବହେଳା ରୋଗୀର ଜୀବନ ପ୍ରତି ବିପଦ ସୃଷ୍ଚି କରିପାରେ । ତେବେ ଏପରି ଘଟଣା ଆଗରୁ ଅନେକ ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ପୁଣି ଏକ…

ଝାଡାବାନ୍ତିରେ ଆକ୍ରାନ୍ତ ହେଲେ ଶତାଧିକ ଲୋକେ, ଆକ୍ରାନ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି

କାମାକ୍ଷାନଗର: ଏନଏସିରେ ଶତାଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା କଥା ସାମ୍ନାକୁ ଆସିଛି । ସାଧାରଣତଃ ଝାଡାବାନ୍ତି ସମସ୍ୟା ଫୁଡ଼ ପଏଜନ ବା ବିଭିନ୍ନ ଖାଦ୍ୟ ପାନୀୟ ପାଇଁ ହୋଇଥାଏ । ରାଜ୍ୟରେ ଡେଙ୍ଗୁ ସମସ୍ୟା…

ଆସନ୍ତା ୨୩ରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ଚଉଷଠୀ ଯୋଗିନୀ ମହୋତ୍ସବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷ-୨୦୨୩ ଆରମ୍ଭ ହେବାକୁ ଆଉ କମ୍ ଦିନ ବାକି ରହିଥିବା ବେଳେ ଅଧିକାଂଶ ଲୋକ ଏହି ଅବସରରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଭ୍ରମଣ କରୁଥିବାର ଦେଖାଯାଉଛି । ତେବେ ଏହା ମଧ୍ୟରେ ରାଜ୍ୟବାସୀଙ୍କ…

ରାଜ୍ୟ ସରକାରଙ୍କ ନୂଆ ନିଷ୍ପତ୍ତି: ସରକାରୀ ଇଞ୍ଜିନିୟରିଂ କଲେଜର ଅଧ୍ୟାପକ ନିଯୁକ୍ତି ଦାୟିତ୍ୱ ନେବ OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଇଞ୍ଜିନିୟରିଂ କଲେଜରେ ଅଧ୍ୟାପକ ନିଯୁକ୍ତି ନିୟମ ବଦଳିଯାଇଛି । ଏଣିକି ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଶିକ୍ଷକ ନିଯୁକ୍ତି ଦାୟିତ୍ୱ ବହନ କରିବ ଓଡ଼ିଶା ଲୋକସେବା ଆୟୋଗ…

ବନକର୍ମଚାରୀଙ୍କ ପ୍ରୟାସ; ଜଙ୍ଗଲକୁ ଫେରିଲେ ନଦୀପଠାରେ ବୁଲୁଥିବା ହାତୀପଲ

କଟକ: କଟକ ମହାନଦୀପଠାରେ ବୁଲୁଥିବା ୧୦ଟିକିଆ ହାତୀପଲ ଜଙ୍ଗଲକୁ ଫେରିଛନ୍ତି । ତେବେ ସେମାନେ ନୂଆପାଟଣା ଦେଇ ଆଠଗଡ ବଉଳ ଜଙ୍ଗଲକୁ ଫେରିଥିବା ଜଣାପଡିଛି । ରାତିସାରା ବନକର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ପ୍ରୟାସ…