Browsing Category

ରାଜ୍ୟ

ଧର୍ମେନ୍ଦ୍ରଙ୍କ କଟାକ୍ଷ ପରେ ବିଜେପିକୁ ବିଜେଡିର ସଣ୍ଡୁଆସି ଆକ୍ରମଣ, ପ୍ରସନ୍ନ କହିଲେ ‘ଗୋଦରୀ ଲୋ ତୋ ଗୋଡକୁ ଅନା’

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟରେ ରାଜନୈତିକ ବାକ୍ ଯୁଦ୍ଧ ସେତିକି ବଢି ଚାଲିଛି । ପଦ୍ମପୁର ପ୍ରଚାର ମଇଦାନରେ ଏବେ ମୁହାଁମୁହିଁ ହୋଇଛନ୍ତି ବିଜେଡି ବିଜେପି । ପଦ୍ମପୁରରେ ପ୍ରଚାର…

ସରିଲା ପ୍ରାଥମିକ ଶିକ୍ଷକ ସଂଘ ଓ ସରକାରଙ୍କ ବୈଠକ, ଜାଣନ୍ତୁ କ’ଣ ହେଲା ନିଷ୍ପତ୍ତି ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା ଜାରି ରହିଛି । ଏହାରି ମଧ୍ୟରେ ପ୍ରାଥମିକ ଶିକ୍ଷକ ସଂଘ ଓ ସରକାରଙ୍କ ବୈଠକ ଶେଷ ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ କମିଟି ଗଠନ…

National Sports Awards 2022: ଶରଥ କମଲଙ୍କୁ ଖେଳ ରତ୍ନ, ୨୫ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର, ଓଡ଼ିଶାରୁ କାହାକୁ ମିଳିଲା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଭବନରେ କୃତୀ କ୍ରୀଡ଼ାବିତଙ୍କୁ ଜାତୀୟ ପୁରସ୍କାର-୨୦୨୨ ପ୍ରଦାନ କରିଛନ୍ତି । ଟେବୁଲ ଟେନିସ ପ୍ଲେୟାର ଶରଥ କମଲ ଏକମାତ୍ର କ୍ରୀଡ଼ାବିତ ଭାବେ…

ORHDC ଦୁର୍ନୀତି ମାମଲା: IAS ବିନୋଦ କୁମାରଙ୍କୁ ୩ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଗ୍ରାମ୍ୟ ଗୃହ ଓ ବିକାଶ ନିଗମ (ଓଆରଏଚଡିସି) ମାମଲାରେ ଆସିଛି ନୂଆ ଅପଡେଟ୍ । ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମେଟ୍ରୋ ବିଲ୍ଡର୍ସ ଏମଡି ତଥା କଟକ-ବାରବାଟୀ ବିଧାୟକ ମହମ୍ମଦ…

କେନ୍ଦ୍ର ସରକାରଙ୍କ ଅବହେଳା ନେଇ ବର୍ଷିଲା ବିଜେଡ଼ି

ଭୁବନେଶ୍ୱର: ପଦ୍ମପୁର ଉପ ନିର୍ବାଚନ ପୂର୍ବରୁ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ସରକାର ଓ ବିଜେପି। ଉପନିର୍ବାଚନ ପାଇଁ ପ୍ରଚାର ଜୋର ଧରୁଥିବା ବେଳେ ପରସ୍ପରକୁ ପ୍ରତି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେଡି ଏବଂ…

ASO ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ଥମୁନି ବିବାଦ , ପୁଣି ଥରେ ହାଇକୋର୍ଟରେ ପହଁଞ୍ଚିଲା ମାମଲା

ଭୁବନେଶ୍ୱର: ଏଏସଓ ପରୀକ୍ଷା କୁ ନେଇ ବିବାଦ କମିବାର ନାମ ନେଉ ନାହିଁ ।ଏଏସଓ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ପୁଣି ବିବାଦ ଦେଖାଦେଇଛି । ଏଥିପାଇଁ ମାମଲା ପୁଣି ଥରେ ହାଇକୋର୍ଟ ରେ ପହଞ୍ଚିଛି । ମୂଲ୍ୟାଙ୍କନକୁ ଚ୍ୟାଲେଞ୍ଜ…

ମାଟ୍ରିକ ସମେଟିଭ-୧, ଡିସେମ୍ବର ୯ରୁ ମୂଲ୍ୟାୟନ

କଟକ: ମାଟ୍ରିକ ସମେଟିଭ-୧ ପରୀକ୍ଷା ଶେଷ ହୋଇସାରିଛି । ଏହାର ମୂଲ୍ୟାୟନ ଡ଼ିସେମ୍ବର ୯ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି । ମୋଟ ୫୬ଟି କେନ୍ଦ୍ରରେ…

ନିରାଶ ହେଲା ଲେଡି ବ୍ଲାକମିଲର ଅର୍ଚ୍ଚନା; ମିଳିଲା ନାହିଁ ଜାମିନ

ଭୁବନେଶ୍ୱର:ଖାରଜ ହେଲା ଲେଡି ବ୍ଲାକମିଲର ଅର୍ଚ୍ଚନା ନାଗଙ୍କ ଜାମିନ । ଜାମିନ ପାଇଁ ଆବେଦନ କରିଥିଲେଏ ହେଁ ତାଙ୍କୁ ଜାମିନ ମିଳି ନାହିଁ । ଭୁବନେଶ୍ୱର ଜେଏମଏଫସି-୩ ରେ ଜାମିନ ଖାରଜ ହୋଇଛି। ଅକ୍ଷୟ ପରିଜାଙ୍କୁ ୩କୋଟି…

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା: ପୁଣି ମାସେ ବଢ଼ିଲା ଅବଧି

କଟକ(ଓଡ଼ିଶା ଭାସ୍କର): ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା ଚାଲିଥିବା ବେଳେ ଆସିଛି ବଡ଼ ଅପଡେଟ । ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ୧,୨,୩,୪ ନମ୍ବର ପାଇଁ ଆଉ ମାସେ ସମୟସୀମା…

୧୭ଟି ପ୍ରସ୍ତାବରେ ମୋହର: ପୁରୁଣା ଗାଡ଼ି ସ୍କ୍ରାପିଂ ପଲିସିକୁ ମଞ୍ଜୁରୀ ଦେଲା ଓଡ଼ିଶା କ୍ୟାବିନେଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୁଣା ଗାଡ଼ି ସ୍କ୍ରାପିଂ ପଲିସିକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ୧୫ ବର୍ଷ ପୂରଣ କରିଥିବା ଗାଡ଼ିଗୁଡ଼ିକୁ ସ୍କ୍ରାପିଂ କରାଯିବ । ଯାନବାହନ ଜନିତ ବାୟୁ ପ୍ରଦୂଷଣ ହ୍ରାସ କରିବାରେ…