Browsing Category

ରାଜ୍ୟ

ଆନ୍ଦୋଳନ ପାଇଁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ, ଓକିଲ-ପୋଲିସ ଧସ୍ତାଧସ୍ତି

ସମ୍ବଲପରୁ: ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନରେ ଉତ୍ତେଜନା ଦେଖାଦେଇଛି । ଆନ୍ଦୋଳନ ରତ ଓକିଲ ଓ ପୋଲିସଙ୍କ ମଧ୍ୟରେ ଧସ୍ତା ଧସ୍ତା ଦୃଶ୍ୟ ସାମ୍ନାକୁ ଆସିଛି । ଏଥିରେ ଆଇନଜୀବୀ ମାନଙ୍କ ଟେଣ୍ଟକୁ ଓପାଡ଼ି ଫିଙ୍ଗି ଦେଉଛନ୍ତି…

୪ଟି ଭ୍ୟାନ ଉପରେ ମାଡ଼ିଗଲା ମିନି ଟ୍ରକ

ରେଢାଖୋଲ: ପ୍ରତିଦିନ ଦେଶରେ ଏବଂ ରାଜ୍ୟରେ ଦୁର୍ଘଟଣା ଦେଖିବାକୁ ମିଳୁଛି । ଟ୍ରାଫିକ ନିୟମ କଡାକଡି ହେବା ପରେ ମଧ୍ୟ ଦୁର୍ଘଟଣା ଥମିବାର ନାଁ ନେଉନି । ଏମିତି ଏକ ସଡ଼କ ଦୁର୍ଘଟଣା ସମ୍ବଲପୁରରେ ଦେଖିବାକୁ ମିଳିଛି । ୪ଟି…

ନିବେଶରେ ନୂଆ ଇତିହାସ ଲକ୍ଷ୍ୟ:ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଳେଭ

ଭୁବନେଶ୍ୱର : ନିବେଶରେ ନୂଆ ଇତିହାସ ଲକ୍ଷ୍ୟ । ଓଡ଼ିଶାର ଶିଳ୍ପ ସମ୍ଭାବନା ଦେଖିବ ସାରା ବିଶ୍ୱ । ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସିବ ପୁଞ୍ଜି, ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ୨୦୧୬ ଓ ୨୦୧୮ ପରେ…

ପଦ୍ମପୁର ଉପନିର୍ବାଚନ: ଭୋଟ ଦିନ ପାଖେଇ ଆସୁଛି, ପ୍ରଚାର ମଇଦାନକୁ ଓହ୍ଲାଇବେ ସୁପ୍ରିମୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୫ ତାରିଖରେ ଅନୁଷ୍ଠିତ ହେବ ପଦ୍ମପୁର ଉପନିର୍ବାଚନ । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରସୋରରେ ନିଜ ନିଜର ପ୍ରଚାର ଅଭିଯାନ…

ମଧ୍ୟାହ୍ନଭୋଜନ ଖାଇ ୧୨୩ ଛାତ୍ରଛାତ୍ରୀ ଅସୁସ୍ଥ: ଖାଇ ସାରିବା ପରେ ମୁଣ୍ଡ ବୁଲାଇଲା, ପେଟ ଯନ୍ତ୍ରଣା ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଧ୍ୟାହ୍ନଭୋଜନ ଯେ ବିପଦ ଡାକି ଆଣିବ ଏକଥା କିଏ ଜାଣିଥିଲା । ଛୋଟ ଛୋଟ ପିଲାମାନେ ଖୁସଖୁସିରେ ମଧ୍ୟାହ୍ନଭୋଜନ ଖାଇଥିବା ବେଳେ ଏହା ସେମାନଙ୍କର ପାଇଁ କାଳ ସାଜିଲା । ଏକସଙ୍ଗେ ଶତାଧିକ…

ଦେଶର ୬୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ ବ୍ୟବସ୍ଥା ନାହିଁ: ଓଡ଼ିଶାର ସ୍ଥିତି ଭୟଙ୍କର- UDISE+ Report

ନୂଆଦିଲ୍ଲୀ: ଡିଜିଟାଲ ଶିକ୍ଷାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଏନେଇ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି । ତେବେ ସାରା ଦେଶର ୬୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ ବ୍ୟବସ୍ଥା ନାହିଁ । ବିହାରରେ…

ଖୁସି ଖବର: ମିଶନ ଶକ୍ତି ଋଣ ୫ ଲକ୍ଷକୁ ବୃଦ୍ଧି, ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଶନ ଶକ୍ତିରେ ଥିବା ମା’ମାନଙ୍କ ପାଇଁ ଆସିଛି ଖୁସିଖବର । ସ୍ୱୟଂ ସହାୟକ ଗୋଷ୍ଠୀ ନେଉଥିବା ବିନା ସୁଧରେ ଋଣ ପରିମାଣକୁ ବଢ଼ାଯାଇଛି । ମିଶନ ଶକ୍ତି ଋଣ ୪ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି…

୮ ବର୍ଷୀୟ ନାବାଳିକା ଗଣଦୁର୍ଷ୍କମ ମାମଲା: ୨ ଦୋଷୀ ଦଣ୍ଡିତ, ୨ ଖଲାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତିର୍ତ୍ତୋଲ ନାବାଳିକା ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ ପକ୍ଷରୁ ଶୁଣାଣି କରାଯାଇଛି । ଏହି ମାମଲାରେ ଦୁଇ ଦୁଷ୍କର୍ମକାରୀଙ୍କୁ କୋର୍ଟ ଫାଶିଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଆଉ ଦୁଇଜଣଙ୍କୁ…

କୋରାପୁଟରେ ଓଲଟିଲା ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର

କୋରାପୁଟ(ଓଡ଼ିଶା ଭାସ୍କର): ସୁଙ୍କି-ପଟାଙ୍ଗି ରାସ୍ତାରେ ଓଲଟିପଡ଼ିଛି ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର । ଘାଟି ରାସ୍ତାରେ ରାଜଗୁଡ଼ା ନିକଟରେ ଟ୍ୟାଙ୍କରଟି ଓଲଟି ପଡ଼ିଥିବା ଜଣାପଡିଛି । ବିଶାଖାପାଟଣାରୁ ରାୟପୁର ଯିବା ବାଟରେ…

ପଦ୍ମପୁରରେ ମୁଖ୍ୟ ନିର୍ବାଚନ ଅଧିକାରୀ,ଆଚରଣ ବିଧି ଉଲଙ୍ଘନ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ

ପଦ୍ମପୁର:ନିର୍ବାଚନୀ ପ୍ରଚାରରେ କମ୍ପୁଛି ପଦ୍ମପୁର । ଆଗାମୀ ୫ତାରିଖରେ ପଦ୍ମପୁର ଉପନିର୍ବାଚନ ଥିବାରୁ ସ୍ଥିତି ପରଖିବାକୁ ପହଞ୍ଚିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ଏହା ସହିତ ନିର୍ବାଚନ ଅଧିକାରୀ…