CHARIDHAM
Browsing Category

ରାଜ୍ୟ

କୋଭିଡର ନୂଆ ଭାରିଆଣ୍ଟକୁ ନେଇ ବଢୁଛି ଚିନ୍ତା;ଆସନ୍ତାକାଲି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚୀନରେ କୋଭିଡର ନୂଆ ଭାରିଆଣ୍ଟ ବିଏଫ୍ -୭ ର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଫଳରେ ସେଠାରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ କୋଟି କୋଟି ଲୋକ ସଂକ୍ରମିତ ହେଉଛନ୍ତି । ଯାହାକୁ…

କମିବ ଶୀତ, ପାରଦ ଖସିବ ୩ରୁ ୪ ଡିଗ୍ରୀ

ଭୁବନେଶ୍ୱର: ଗତ କିଛିଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ଦେଖାଦେଇଥିବା ବେଳେ ଏବେ ଶୀତ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରାରେ…

ଆଜି ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ: ଗୁରୁମନ୍ତ୍ର ଦେବେ ସୁପ୍ରିମୋ

ଭୁବନେଶ୍ୱର: ସୋମବାର ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ବିଜୁ ଜନତାଦଳର ୨୬ତମ ପ୍ରତିଷ୍ଠା ଦିବସ । ସମାରୋହ ପାଇଁ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ । ଏହି ସମାରୋହରେ ୪୦ରୁ ୫୦ ହଜାର ନେତା ଓ କର୍ମୀଙ୍କ ସମାଗମ ହେବ…

‘ଓଡ଼ିଶା ଭାସ୍କର’ ଖବରଦାତା ମନୁ ତାଣ୍ଡିଙ୍କ ପରଲୋକ; ଅମର ଆତ୍ମାର ସଦଗତି ପାଇଁ ଶୋକସଭା

ନୂଆପଡ଼ା (ଭାସ୍କର ନ୍ୟୁଜ): ଖଡ଼ିଆଲ ଓଡ଼ିଶା ଭାସ୍କର ସମ୍ବାଦଦାତା ମନୁ ତାଣ୍ଡିଙ୍କ ଆଜି ପରଲୋକ ହୋଇଛି । ଏହି ଦୁଃଖଦ ଖବର ନେଇ ବିଭିନ୍ନ ମହଲରୁ ଶ୍ରଦ୍ଧାଞ୍ଜଳି  ଅର୍ପଣ କରାଯାଇଛି । ଆଜି ବୁର୍ଲା ଠାରେ ଚିକିତ୍ସିତ…

ଭୁବନେଶ୍ୱର ପିଜିଏଲ୍ ହୋଣ୍ଡା ସୋ’ ରୁମରେ ଅଗ୍ନିକାଣ୍ଡ; ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ସନ୍ଦେହ

ଭୂବନେଶ୍ୱର (ଓଡ଼ିଶା ଭାସ୍କର); ଭୁବନେଶ୍ୱର ପିଜିଏଲ୍ ସୋ' ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣା ପଡ଼ିଛି । ସଟସର୍କିଟ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ନିଆଁ ଲାଗି ଧୂଆଁମୟ ପରିସ୍ଥିତି…

ଓଡ଼ିଶା ଫେରିଲା ହକି ବିଶ୍ୱକପ୍‍ ଟ୍ରଫି; ଆଜିଠାରୁ ରାଜ୍ୟର ସବୁ ଜିଲ୍ଲା କରିବ ପରିକ୍ରମା

ଭୁବନେଶ୍ୱର: ହକି ବିଶ୍ୱକପ୍ ଟ୍ରଫି ଆଜି ଓଡିଶା ଫେରିଛି । ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ବୁଲିବା ପରେ ଏହି ଟ୍ରଫି ଆଜି ଭୁବନେଶ୍ୱରରେ ପହଞ୍ଚିଛି । ଟ୍ରଫିକୁ ସ୍ୱାଗତ କରିବା ଲାଗି ହକି ଇଣ୍ଡିଆର ସଭାପତି…

ମାଙ୍କଡ଼ ଛଡ଼ାଇ ନେଇଗଲା ୧ ଲକ୍ଷର କ୍ୟାଶ ଭର୍ତ୍ତି ବ୍ୟାଗ: ଜଳକା ହୋଇ ଚାହିଁ ରହିଲେ ୫୫ ବର୍ଷୀୟା ମହିଳା

ନୂଆଦିଲ୍ଲୀ: ଅନେକ ସମୟରେ ଆମେମାନେ ରାସ୍ତାରେ ଯାତାୟତ କରୁଥିବା ସମୟରେ କିଛି ଅସାମାଜିକ ବ୍ୟକ୍ତି ଓ ଦୁର୍ବୃତ୍ତ ଆମଠାରୁ ବଳପୂର୍ବକ ଟଙ୍କ ପଇସା ଛଡ଼ାଇ ନେଇଯାଇଥାନ୍ତି । ଉଭୟ ଦିନ ଓ ରାତି ସମୟରେ ଏପରି ଅନେକ ଘଟଣା…

ପୁଣି ଚମକିଲେ ଆଉ ଜଣେ ଓଡ଼ିଆ ପ୍ରତିଭା: କମଳା ଶତପଥୀ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର-୨୦୨୨

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରସ୍ୱତ ସାଧନା କ୍ଷେତ୍ରରେ ଜାତୀୟ ସ୍ତରରେ ସୁନାମ କରିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ଓଡ଼ିଆ ପ୍ରତିଭା । ଏହା ପୂର୍ବରୁ ଓଡ଼ିଆ ବିଭାଗରେ ଡଃ ଗାୟତ୍ରୀବାଳା ପଣ୍ଡା କେନ୍ଦ୍ର ସାହିତ୍ୟ…

ଗୋବିନ୍ଦ ସାହୁ ମୃତ୍ୟୁ ମାମଲା: ମାଜିଷ୍ଟ୍ରେଟ୍ କରିବେ ତଦନ୍ତ

ଭୁବନେଶ୍ୱର:ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟାକୁ ଆଜକୁ ୫ ଦିନ ବିତି ସାରିଲାଣି । କିନ୍ତୁ ଆଜିବି ତାର ଆତ୍ମହତ୍ୟାର ରହସ୍ୟ ଉପରୁ ପରଦା ଉଠି ପାରିଲା ନାହିଁ ।…

ଗାୟତ୍ରୀବାଳାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ପରେ ନବୀନଙ୍କ ଅଭିନନ୍ଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ଓଡ଼ିଆ କବୟତ୍ରୀ ଡଃ ଗାୟତ୍ରୀବାଳା ପଣ୍ଡା । ମୋଟ ୨୩ଟି ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଥିବା ବେଳେ…