Browsing Category

ରାଜ୍ୟ

ହେତୁବାଦୀଙ୍କୁ ଆକ୍ରମଣ କରିବା ପଡିଲା ମହଙ୍ଗା: ୮ ଜଣ ଗିରଫ

ଭୁବନେଶ୍ୱର: ଗତକାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଥିବାବେଳେ ଏହାକୁ ନେଇ ହେତୁବାଦୀ ଏବଂ ପରମ୍ପରାବାଦୀ ମୁହାଁମୁହିଁ ହୋଇଥିଲେ । ଚନ୍ଦ୍ରଗ୍ରହଣ ସମୟରେ ହେତୁବାଦୀମାନେ ସାମୂହିକ ଭାବରେ ଚିକେନ୍ ବିରିୟାନୀ ପ୍ରସ୍ତୁତ…

ମହୁଲପୋଚ ଖାଇ ସଂଖ୍ୟାଧିକ ହାତୀ ଜଙ୍ଗଲରେ ଶୋଇଛନ୍ତି

କେନ୍ଦୁଝର: ମହୁଲପୋଚ ଖାଇ ୨୪ହାତୀ ମାତାଲ । ନିଶା ହୋଇଯାଇଥିବା ଯୋଗୁଁ କୁଆଡେ ଯାଇ ନପାରି କାଜୁ ଜଙ୍ଗଲ ଭିତରେ ଶୋଇଥିଲେ ହାତୀପଲ । ଏହା କେନ୍ଦୁଝର ଜିଲ୍ଲା ପଟଣା ରେଞ୍ଜ ସାହାରପଡା ସେକ୍ସନର ଶିଳିପଦା କାଜୁ ଜଙ୍ଗଲରେ…

ଆଜି ବିଧାୟକ ଭାବେ ଶପଥ ଗ୍ରହଣ କରିବେ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର: ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗ ପରେ ଧାମନଗର ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଉପ ନିର୍ବାଚନ ଶାସକ ଦଳର ଆସନ ହାତେଇବାର ସମୀକରଣକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ…

OAS ସ୍ତରରେ ଅଦଳବଦଳ କଲେ ଓଡ଼ିଶା ସରକାର

ଭୁବନେଶ୍ୱର : OAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୮ ଜଣ ଓଏଏସ୍ ଅଧିକାରୀଙ୍କର ବଦଳି ହୋଇଛି । ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳଙ୍କୁ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳ ଓ କଟକ…

ଆଜିଠୁ ୯ ଦିନ ଧରି ଚାଲିବ କଟକ ଐତିହାସିକ ବାଲିଯାତ୍ରା ; ଉଦଘାଟନ କରିଲେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ

କଟକ: କଟକରେ ଐତିହାସିକ ବାଲିଯାତ୍ରା ଉଦଘାଟିତ ହୋଇଛି । ଏହାକୁ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ବିଧିବଦ୍ଧ ଭାବରେ ଉଦଘାଟନ କରିଛନ୍ତି । ତେବେ ଏହି ଉଦଘାଟନୀ ଉତ୍ସବରେ କଟକ ମେୟର ସୁବାସ ସିଂଙ୍କ ସମେତ…

ଖରାପ ପାଗ ଯୋଗୁଁ ବିଳମ୍ବରେ ଦୃଶ୍ୟମାନ ହେଲା ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦେଖାଗଲା ଚନ୍ଦ୍ରଗ୍ରହଣ । ରାଜଧାନୀରେ ଦେଖାଗଲା ଆଂଶିକ ଚନ୍ଦ୍ରଗ୍ରହଣ । ଭୁବନେଶ୍ୱର ସମେତ୍ ପୁରୀରେ ମଧ୍ୟ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଛି । ପାଗ ଖରାପ ଯୋଗୁଁ ବିଳମ୍ବରେ ଦୃଶ୍ୟମାନ…

ରାଜଧାନୀ ଭୁବନେଶ୍ୱରରେ ଦୃଶ୍ୟମାନ ହେଲାନି ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦେଖା ଦେଲାନି ଚନ୍ଦ୍ରଗ୍ରହଣ। ବାଦଲ ଏବଂ ଦିଗବଳୟ କାରଣରୁ ଚନ୍ଦ୍ରଗହଣ ଦେଖାଯାଇ ନଥିବା ବିଶେଷଜ୍ଞ କହିଛନ୍ତି। ସୂଚନା ଅନୁସାରେ ସନ୍ଧ୍ୟା ୫ଟା ବାଜି ୧୧ ମିନିଟ୍‌ରେ ଚନ୍ଦ୍ରଗ୍ରହଣ…

Video: ଚନ୍ଦ୍ରଗ୍ରହଣରେ ଚିକେନ ବିରିୟାନୀ ଖାଇବାକୁ ନେଇ ଭୁବନେଶ୍ୱର-ବ୍ରହ୍ମପୁରରେ ମୁହାଁମୁହିଁ ହେଲେ ହେତୁବାଦୀ ଓ ପରମ୍ପରାବାଦୀ

ଭୁବନେଶ୍ୱର/ବ୍ରହ୍ମପୁର: ଚନ୍ଦ୍ରଗ୍ରହଣରେ ମାଂସ ବିରିୟାନି ଖାଇବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ ଏବଂ ପରମ୍ପରାବାଦୀ। ରାଜଧାନୀ ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ହେତୁବାଦୀମାନେ ସାମୂହିକ ଭୋଜନର ଆୟୋଜନ…

ଚନ୍ଦ୍ରଗ୍ରହଣ ପାକତ୍ୟାଗ: ହେତୁବାଦୀ-ପରମ୍ପରାବାଦୀ ମଧ୍ୟରେ ଖଣ୍ଡଯୁଦ୍ଧ, ପୋଲିସର ଲାଠିମାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଚନ୍ଦ୍ରଗ୍ରହଣ ଅବସରରେ ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ-ପରମ୍ପରାବାଦୀ । ଚନ୍ଦ୍ରଗ୍ରହଣର ପ୍ୟାକତ୍ୟାଗକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ତେବେ ଏହି ଘଟଣାରେ ରାଜଧାନୀ…

ସୁନୀଲ ବଂଶଲଙ୍କ ପ୍ରଭାରୀ ପରେ ବିଜେପିର ପ୍ରଥମ ବିଜୟ, ଧାମନଗର ପରେ ଏବେ ପଦ୍ମପୁରରେ କାମ ଦେବ କି କୁଶଳୀ ରଣନୀତିକାରଙ୍କ ରଣନୀତି ?

ଭୁବନେଶ୍ଵର: ଧାମନଗର ଉପ ନିର୍ବାଚନର ଉଷ୍ମତା ନ କମୁଣୁ ପଦ୍ମପୁର ଉପ ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ପଦ୍ମପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଧାମନଗର ଗଡ ବଜାୟ ରଖିବାରେ ସଫଳ ହେବା…