
Browsing Category
ରାଜ୍ୟ
ରାଜ୍ୟରେ ମାଓବାଦୀଙ୍କ ବର୍ବରକାଣ୍ଡ, ସେପଟେ ବଲାଙ୍ଗିରରେ ବରିଷ୍ଠ ଅଧୀକାରୀଙ୍କ ସମୀକ୍ଷା
ଭବାନୀପାଟଣା: ଦେଶ ଏବଂ ରାଜ୍ୟରେ ଆତଙ୍କବାଦ ଚରମ ସୀମାରେ ପହଁଚିଲାଣି । ସରକାରଙ୍କ ବିରୁଦ୍ଧରେ ଏମାନେ ଷଡଯନ୍ତ୍ର ପ୍ରକ୍ରୟାକୁ ଜାରି ରଖିଛନ୍ତି । ବିଭିନ୍ନ ଘଂଚ ଜଙ୍ଗଲରେ ଏମାନଙ୍କ ବାସସ୍ଥଳି । ହେଲେ ଏମାନଙ୍କ ପାଇଁ…
ବାଣ ଟ୍ରାଜେଡି:୨ ବାଣୁଆଙ୍କ ନାଁରେ ମାମଲା,୧୧ ଜଣଙ୍କୁ ଅଟକ
କେନ୍ଦ୍ରାପଡା: ବାଲିଆ ବାଣ ବିସ୍ଫୋରଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଫଳରେ ୨ ବାଣୁଆଙ୍କ ନାମରେ ମାମଲା ରୁଜୁ ହୋଇଛି । ତେବେ ଏହି ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଆଇସିୟୁ ରେ ଥିବା ବେଳେ ଅନ୍ୟଜଣେ…
ରାଜଧାନୀର ରାଜରାସ୍ତାରେ ଗାଈଗୋରୁ ବୁଲି ପାରିବେନି: ନିୟମ ନ ମାନିଲେ ମାଲିକ ଦେବେ ଜରିମାନା, BMCର ନିର୍ଦ୍ଦେଶନାମା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ହକି ବିଶ୍ୱକପ । ଏହାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ରାଜଧାନୀ ଭୁବନେଶ୍ୱରରେ ଗାଈଗୋରୁ ବୁଲି…
ସ୍ୱାସ୍ଥ୍ୟ ବିଭାଗର ବଡ଼ ନିଷ୍ପତ୍ତି: ଡାକ୍ତରଙ୍କ ଡବଲ୍ କ୍ଷମତା ହଟିଲା, ଗୋଟିଏ ଦାୟିତ୍ୱରେ ରହିବେ ମେଡିକାଲ କଲେଜର ପ୍ରଫେସର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ସରକାରୀ ମେଡିକାଲ କଲେଜଗୁଡ଼ିକରେ ପ୍ରଫେସରମାନେ ଏକାଧିକ ପଦବୀରେ ରହି କ୍ଷମତା ଉପଭୋଗ କରିପାରିବେ ନାହିଁ । ପୂର୍ବରୁ ଦୀର୍ଘବର୍ଷ…
୨୬୫୯ଟି ଅଣଶିକ୍ଷକ ପଦବୀ ପାଇଁ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି: ନିଯୁକ୍ତି ପାଇବେ ୪ ହଜାର ନିୟମିତ କମ୍ପ୍ୟୁଟର ଶିକ୍ଷକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟରେ ୭୫୪୦ଟି ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ପ୍ରକାଶ ପାଇବ ଆଉ ଏକ ବିଜ୍ଞପ୍ତି । ତୃତୀୟ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମାପ୍ତ…
ବୟସ୍କ ବାପା ମାଙ୍କୁ ହଇରାଣ କରି ପାରିବେ ନାହିଁ ପୁଅ ବୋହୂ ଓ ଝିଅ : ଓଡ଼ିଶା ହାଇକୋର୍ଟ
କଟକ: ବୟସ୍କ ପିତା ମାତାଙ୍କୁ ହଇରାଣ କରି ପାରିବେ ନାହିଁ ପୁଅ ବୋହୂ ବା ଝିଅ । ବରିଷ୍ଠ ନାଗରିକ ମାନଙ୍କୁ କୌଣସି ପରିସ୍ଥିତିରେ ନିର୍ଯ୍ୟାତନା ଦିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ ସଂଜୀବ…
ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍, ଅର୍ଚ୍ଚନା ନାଗ ମାମଲାକୁ ନେଇ ଗୃହରେ ବିରୋଧୀଙ୍କ ହଙ୍ଗାମା
ଭୁବନେଶ୍ୱର: ଶୀତକାଳୀନ ଅଧିବେଶନରେ ୨୦୨୨-୨୩ ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ସରକାର। ଏଥିରେ ୧୬ ହଜାର ୮୦୦ କୋଟି ଟଙ୍କାର ବ୍ୟବ ବରାଦ କରାଯାଇଛି। ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ପଂଚାୟତ ରାଜ ମନ୍ତ୍ରୀ ପ୍ରଦୀପ…
ଧାମନଗରବାସୀଙ୍କ ବିକାଶ ପ୍ରସଙ୍ଗ ଗୃହରେ ଉଠାନ୍ତୁ, ଆଶା ପୂରଣ କରନ୍ତୁ: ବିଧାୟକ ସୂର୍ଯ୍ୟଙ୍କୁ ଖୋଲା ଚିଠି
ଭୁବନେଶ୍ୱର: ବାପାଙ୍କ ପରେ ଏବେ ପୁଅଙ୍କ ସ୍ଵରରେ ଗୁଞ୍ଜି ଉଠିବ ବିଧାନସଭାର ଗୃହ। ନିଜ ନିର୍ବାଚନ କ୍ଷେତ୍ରର ବିକାଶ ପାଇଁ ଶାଣିତ ସ୍ଵରରେ ନିଜର ଦାବି ଉଠାଇବେ। ବାପାଙ୍କ ପରି ନିଜ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ…
ଜିଲ୍ଲାପାଳଙ୍କ ନାଁରେ ପିଏଙ୍କ ସଂଗୀନ ଅଭିଯୋଗ
ଖୋର୍ଦ୍ଧା: ଚାକିରୀ କ୍ଷେତ୍ରରେ କିଏ ବଡ ପଦବୀରେ ଥାଆନ୍ତି ତ କିଏ ଛୋଟ ପଦବୀରେ ରହିଥାନ୍ତି । ତେବେ ବ ଡ ପଦବୀ ଲୋକେ ଯଦି ଛୋଟ ପଦବୀର ଲୋକଙ୍କୁ ଅବ୍ୟହାର କରିବେ ତେବେ ଲୋକେ ଚାକିରୀରେ ରହିବେ କିପରି । ଏମିତି ଏକ…
ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ, ଦୁଇ ମାଓବାଦୀ ନିହତ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପାହଡ଼ରେ ଗୁଳି ବିନିମୟ ରହିଥିବା ଜାରି ରହିଛି । ଏହି ଘଟଣାରେ ୨ ମାଓବାଦୀଙ୍କ ପ୍ରାଣହାନୀ ଘଟିବାର ବି ଖବର ମିଳିଛି । ଏହି ଘଟଣା ପାଇ ସ୍ଥାନୀୟ ପୋଲିସ ଅଧିକାରୀ…