
Browsing Category
ରାଜ୍ୟ
Video: ଆଇବିଏମର ନୂତନ କ୍ଲାଏଣ୍ଟ ଇନୋଭେସନ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୫୦୦ କର୍ମଚାରୀଙ୍କୁ ମିଳିବ ନିଯୁକ୍ତି
ଭୁବନେଶ୍ୱର: ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଓଡ଼ିଶା ଧୀରେ ଧୀରେ ଆଗକୁ ପାଦ ବଢ଼ାଉଛି । ଆଜି ଭୁବନେଶ୍ୱରରେ O-Hubରେ ଆଇବିଏମ୍ର କ୍ଲାଏଣ୍ଟ ଇନୋଭେସନ ସେଣ୍ଟର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
ବିରଜାଙ୍କ ଦର୍ଶନ ପରେ ଚାଲିଗଲା ଜୀବନ: ବେଆଇନ ପାର୍କିଙ୍ଗ ପାଇଁ ଦୁର୍ଘଟଣା, ୨ ମୃତ
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କୁ ଦର୍ଶନ ସାରି ଫେରୁଥିବା ସମୟରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି ।…
ପ୍ରସିଦ୍ଧ ଶୈବପୀଠ ବାବା ନୀଳକଣ୍ଠେଶ୍ୱର ମନ୍ଦିର: ଏଠାରେ ପୂଜାର୍ଚ୍ଚନା କରିଲେ ବନ୍ଧ୍ୟା ଦୋଷରୁ ମିଳେ ମୁକ୍ତି
ରାଜ୍ୟରେ ଦେବଦେବ ମହାଦେବଙ୍କର ଅନେକ ରହସ୍ୟରେ ଭରା ଶୈବପୀଠ ମାନ ରହିଛି । ପ୍ରଭୁ ଭୋଳାନାଥ ନିଜ ଭକ୍ତଙ୍କ ନିମନ୍ତେ ଅନେକ ରୂପରେ ଅନେକ ବେଶରେ ଆର୍ବିଭୁତ ହୋଇଛନ୍ତି । ବାବାଙ୍କ ଏକ ଅନନ୍ୟ ପୀଠ ରହିଛି ଉପାନ୍ତ ଅଞ୍ଚଳ…
ଅନୁମତି ବିନା ବାଣ ଦୋକାନ ମନା: କଟକ ଡିସିପି
କଟକ:ଆଉ କିଛିଦିନ ପରେ ଦେଶ ତଥା ରାଜ୍ୟରେ ପାଳିତ ହେବ ଆଲୋକର ପର୍ବ ଦୀପାବଳି । ଯାହାକୁ ନେଇ ବର୍ତ୍ତମାନ ଚଳଚଞ୍ଚଳ ହୋଇଛି ଗାଁ ଠାରୁ ସହର । ଏହାରି ମଧ୍ୟରେ ବାଣ ଦୋକାନରେ ମଧ୍ୟ ଭିଡ ଜମୁଥିବା ଜଣାପଡିଛି । ତେବେ ଏହି…
BBSR Youth BJDର ନୂଆ ସଦସ୍ୟଙ୍କୁ ନିଯୁକ୍ତି: ଉପସଭାପତି, ସମ୍ପାଦକ, ସାଧାରଣ ସମ୍ପାଦକ, ମିଡ଼ିଆ ସଂଯୋଜକଙ୍କୁ ମିଳିଲା ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ନୂଆ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ଯୁବ ବିଜେଡି ପକ୍ଷରୁ ଜିଲ୍ଲା ସ୍ତରୀୟ ଯୁବ ନେତାଙ୍କ ନାମ ଘୋଷଣା କରାଯାଇଛି । ୧୯ ଜଣ…
ଓଡିଶାରେ ଆରମ୍ଭ ହେବ 5G ସେବା: ଭୁବନେଶ୍ୱର ସମେତ ୮୦ ପ୍ରତିଶତ ଅଞ୍ଚଳରେ ହେବ ଉପଲବ୍ଧ
ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଏକ ବଡ ଖୁସି ଖବର ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୫ଜି ସେବାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଏବଂ ଉତ୍ସାହକୁ ସେ ଆହୁରି ବଢାଇ ଦେଇଛନ୍ତି । ଏଣିକି ଓଡିଶାରେ ମଧ୍ୟ…
ନବୀନଙ୍କ ଦିପାବଳୀ ଗିଫ୍ଟ: ହଟିଲା ଚୁକ୍ତିଭିତ୍ତିକ ନିଯୁକ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିଜର ଜନ୍ମଦିନ ଅବସରରେ ରାଜ୍ୟବାସୀଙ୍କୁ ଦିପାବଳୀ ଉପହାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୫୭ ହଜାରରୁ ଅଧିକ ଠିକା କର୍ମଚାରୀ ନିୟମିତ ହେବେ । ରାଜ୍ୟରୁ…
କାର୍ତ୍ତିକ ମାସରେ ମହଙ୍ଗା ମାଡ଼; ହୁଁ ହୁଁ ହେଇ ବଢୁଛି ପରିବା ଦର
ଭାସ୍କର ନ୍ୟୁଜ: ପରିବା ବଜାରରେ ଲାଗିଛି ନିଆଁ । ପଟ୍ଟାମୁଣ୍ଡାଇ ଲଗାତର ଭାବେ ବର୍ଷା ଲାଗି ରହିଥିବା ବେଳେ ପନିପରିବା ଚାଷ ପ୍ରଭାବିତ ହୋଇଛି ଆଉ ଯାହାର ପ୍ରଭାବ ସିଧାସଳଖ ପଡିଛି ପରିବା ବଜାର ଉପରେ ।ପଟ୍ଟାମୁଣ୍ଡାଇ…
ଏ ନବୀନଙ୍କ ଓଡିଶା; ୭୬ତମ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ନବୀନ ପଟ୍ଟନାୟକ ଏହି ନାମ ଓଡିଶାରବାସୀ ଙ୍କୁ ଭଲ ଭାବେ ଜଣା। ଓଡିଶାର ଜନ କଲ୍ୟାଣ ପାଇଁ ସେ ରାଜ୍ୟ ରାଜନୀତିରେ ପାଦ ଦେଲେ। ସେତେବେଳେ କେହି ଜାଣିନ ଥିଲା ଏହି ବ୍ୟକ୍ତି ଅପ୍ରତିଦ୍ଵନ୍ଦ୍ଵୀ, ଅପରାଜୟ ଏବଂ…
ଗାଡିରେ ଲଗାଇ ପାରିବେନି ବିକଟାଳ ହର୍ଣ୍ଣ: ଧରା ପଡିଲେ ଗଣିବେ ମୋଟା ଅଙ୍କର ଜରିମାନା
ଭୁବନେଶ୍ୱର: ଟ୍ରାଫିକ ରୁଲ ବହିରେ ଯୋଡି ହେଉଛି ନୂଆ ଫର୍ଦ୍ଦ । ଏଣିକି ବାଳୁଙ୍ଗା ଗୋଷ୍ଠୀଙ୍କୁ ଲାଗିବ ଶକ୍ତ ଝଟକା । ଗାଡିରେ ଲାଗି ପାରିବନି କୌଣସି ବିକଟାଳ ଶବ୍ଦ । ନଚେତ ପଡିଯିବ ଖୁବ ମହଙ୍ଗା । ଯାନବାହନରେ ଏବେ…