CHARIDHAM
Browsing Category

ରାଜ୍ୟ

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍: ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ…

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ । ଡ୍ରାଇଭରର ଆଖି ଲାଗି ଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି । ବସରେ ପାଖାପାଖି ୫୦ ଜଣ ଯାତ୍ରୀ ଥିବା ବେଳେ ୨୦ ରୁ ଅଧିକ ଲୋକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି ।  …

ଗ୍ରାମାଞ୍ଚଳରେ ବଢ଼ୁଛି ମୁଖ ଗହ୍ୱର କର୍କଟ! ଦାନ୍ତ ଡାକ୍ତରଙ୍କ ଘୋର ଅଭାବ, ଗରିବଙ୍କୁ ମିଳୁନି ଉପଯୁକ୍ତ ଚିକିତ୍ସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ ଦାନ୍ତ ଡାକ୍ତରଙ୍କ ଘୋର ଅଭାବ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ରିପୋର୍ଟ ମୁତାବକ, ପ୍ରତି…

ଚର୍ଚ୍ଚାରେ ଧାମନଗର ଉପ ନିର୍ବାଚନ : ସ୍ୱାଧୀନରୁ ଲଢ଼ି ପାରନ୍ତି ରାଜେନ୍ଦ୍ର ଦାସ

ଭୁବନେଶ୍ୱର:ଧାମନଗର ଉପନିର୍ବାଚନ ପାଇଁ ୩ଦଳ ତାଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ।ତେବେ ଯୋଦ୍ଧା ଲଢ଼ିବା ପାଇଁ ପ୍ରସ୍ତୁତ । ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ହେବା ପରେ ଆସନ୍ତା ନଭେମ୍ବର ୩…

ଲକ୍ଷ୍ମୀପୂଜା ଭସାଣି ସମୟରେ ଅଘଟଣ: କେନାଲରେ ଭାସିଯାଇ ୩ ନିଖୋଜ…

ଚୌଦ୍ୱାର: ଜଗତପୁର ପଟାମୁଣ୍ଡାଇ ନାଳରେ ଭାସିଯାଇ ୩ ଜଣ ନିଖୋଜ ଅଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରୀ ରହିଛି । ଏହି ଅପରେସନରେ ଓଡ୍ରାଫ୍ ଟିମ୍ , ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ସାସମିଲ ଆଦି…

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ; ୨ଯାତ୍ରୀବାହି ଟ୍ରେନ୍ ବାତିଲ

ସମ୍ବଲପୁର: ସର୍ଲା ୟାର୍ଡଠାରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ବିଳମ୍ବିତ ରାତିରେଏପରି ଘଟଣା ଘଟିଥିବା ଜଣାପଡିଛି । ତେବେ ଏହି ମାଲବାହୀ ଟ୍ରେନର ୪ ଟି ବଗି ଲାଇଚ୍ୟୁତ ହୋଇଥିବା ସୂଚନା ମିଳିଛି । ତେବେ ଏହି…

ଆଇନଜୀବୀଙ୍କୁ ଆକ୍ରମଣ: କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ ରହିବ । ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓକିଲ ସଂଘ…

ଧାମନଗର ଉପନିର୍ବାଚନ: ଅବନ୍ତୀ ଦାସ ହେଲେ BJD ପ୍ରାର୍ଥୀ

ଧାମନଗର(ଓଡ଼ିଶା ଭାସ୍କର): ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଧାମନଗର ନିର୍ବାଚନୀ ମଣ୍ଡଳ ପାଇଁ ପୁଣି ଆରମ୍ଭ ହୋଇଛି ରାଜନୀତି । ଧାମନଗର ଉପନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା…

ଧାମନଗର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ବାଛିଲା ଦଳ ?

ଧାମନଗର: ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ଧାମନଗର ନିର୍ବାଚନୀ ମଣ୍ଡଳ ପାଇଁ ପୁଣି ଆରମ୍ଭ ହୋଇଛି ରାଜନୀତି । ଧାମନଗର ଉପନିର୍ବାଚନ ପାଇଁ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆଜି ପ୍ରାର୍ଥୀ…

ମହାବାତ୍ୟା ଗୁଜବ କି: ଏନେଇ IMDଙ୍କ ସୂଚନା…

ଭୂବନେଶ୍ୱର: ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖକୁ ଓଡିଶା କେବେ ବି ଭୁଲିପାରିବ ନାହିଁ । ଏହି ଦିନ ପ୍ରକୃତି ରଚିଥିଲା ତାର କରାଳ ତାଣ୍ଡବ । ଯେଉଁଥିରେ ଚାଲିଯାଇଥିଲା ହଜାର ହଜାର ଜୀବନ । ପାରାଦୀପରେ ଲ୍ୟାଣ୍ଡଫଲ…

(Video) ନର୍ସ ଦିଦିଙ୍କର ଗୋଟିଏ ଭୁଲ୍ ଇଞ୍ଜେକସନ କରିଦେଲା ମାଆର କୋଳ ଶୂନ୍ୟ, ଆଖି ବୁଜିଦେଲା ୬ ବର୍ଷର ପୁତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମାନ୍ୟ ଭୁଲ୍ ପାଇଁ ଚାଲିଗଲା ଗୋଟିଏ ୬ ବର୍ଷର ନିରୀହ ଶିଶୁର ଜୀବନ । ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସଙ୍କର ଏହି ଭୁଲ୍ ପାଇଁ ଆଜି ଗୋଟିଏ ମାଆ ତା’ର ସନ୍ତାନକୁ ହରାଇଛି । ଚିକିତ୍ସା…