CHARIDHAM
Browsing Category

ରାଜ୍ୟ

ଅଣ୍ଡର-୧୭ ମହିଳା ବିଶ୍ୱକପ: କଳିଙ୍ଗ ଷ୍ଟାଡିୟମରେ ପ୍ରାଧାନ୍ୟ ବିସ୍ତାର କଲା ଆମେରିକା, ୮-୦ ହାରିଲା ଭାରତ

ଭୁବନେଶ୍ୱର: ଆଜିଠାରୁ ଅଣ୍ଡର-୧୭ ମହିଳା ଫୁଟବଲ ବିଶ୍ୱକପ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଭାରତ ଏହାର ପ୍ରଥମ ମୁକାବିଲାରେ ଆମେରିକାଠାରୁ ୮-୦ ପରାଜୟର ସମ୍ମୁଖୀନ ହୋଇଛି। ଆମେରିକା ସମ୍ପୂର୍ଣ୍ଣ ମ୍ୟାଚରେ ପ୍ରାଧାନ୍ୟ…

ଲେଡି ବ୍ଲାକମେଲରକୁ ନେଇ ଓଡ଼ିଶାରେ ହଇଚଇ: ଏପରି ପ୍ରତିିକ୍ରିୟା ଦେଲେ ଅର୍ଚ୍ଚନାଙ୍କ ଓକିଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ପୋଲିସ ଯେତେ ଘାଣ୍ଟୁଛି, ସେତେ ତଥ୍ୟ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା…

କଳିଙ୍ଗ ଷ୍ଟାଡିୟମରେ ସୁର ରାଉତରାୟଙ୍କୁ ଅପମାନ: ୧୭ ବର୍ଷରୁ କମ୍ ଫୁଟବଲ୍ ବିଶ୍ୱକପ ଦେଖିବାକୁ ଯାଇଥିବା ବେଳେ ବାହୁ ଭିଡ଼ି ବାହାର କରିଦେଲେ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ସୁର ରାଉତରାୟଙ୍କୁ ଅପମାନ। ବାହୁ ଭିଡି ବାହାର କରି ଦେଇଥିବା ଅଭିଯୋଗ କଲେ ସୁର ରାଉତରାୟ। ୧୭ ବର୍ଷରୁ କମ୍ ଫୁଟବଲ୍ ବିଶ୍ୱକପ୍ ମ୍ୟାଚ୍ ଦେଖିବାକୁ ଯାଇଥିବା ବେଳେ ସୁରଙ୍କ ସହିତ ଏଭଳି…

ଦୈତାରୀ ମହାପାତ୍ରଙ୍କ ପୁସ୍ତକ ‘କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ’ ରାଜ୍ୟପାଳଙ୍କ ହାତରେ ଉନ୍ମୋଚିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶିଷ୍ଟ ଲେଖକ ପଣ୍ଡିତ ଦୈତାରୀ ମହାପାତ୍ରଙ୍କ ଦ୍ଵାରା ଓଡିଆ ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଲିଖିତ ପୁସ୍ତକ ‘କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ’ ରାଜ୍ୟପାଳ ଗଣେଶୀ…

Welcome Back Odisha Bhaskar: ସତ୍ୟର ହେଲା ଜୟ, ପୁଣି ଟ୍ରାକକୁ ଫେରିଲା ଓଡ଼ିଶାର ନମ୍ବରୱାନ୍ ଡିଜିଟାଲ ମିଡ଼ିଆ

‘ସତ୍ୟର କେବେ ବି ପରାଜୟ ହୁଏ ନାହିଁ ।’ ଏକଥା ଆଜି ନୁହେଁ, କାହିଁ କେତେ ଯୁଗରୁ ପ୍ରମାଣିତ ହୋଇସାରିଛି । ଠିକ୍ ଏଭଳି କିଛି ଘଟିଛି ଓଡ଼ିଶାର ନମ୍ବର ୱାନ୍ ଡିଜିଟାଲ ମିଡ଼ିଆ ‘ଓଡ଼ିଶା ଭାସ୍କର’ ସହ । ଖୁବ୍ କମ୍ ସମୟ ମଧ୍ୟରେ…

ଖୋଲିଲା ଅର୍ଚ୍ଚନାଙ୍କ ବ୍ଲାକ୍ ସିକ୍ରେଟ୍: ଯୁବତୀଙ୍କୁ ପାନୀୟରେ ନିଶା ଦେଲେ, ନଗ୍ନ ଭିଡିଓ ଶୁଟ୍ କଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ବ୍ଲାକମେଲର ଅର୍ଚ୍ଚନାଙ୍କ କୁହୁକ ପେଡ଼ିରୁ ନୂଆ ନୂଆ ତଥ୍ୟ ବାହାରିବାରେ ଲାଗିଛି । ତେବେ ଏହା ମଧ୍ୟରେ ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ଚାକିରି…

ଶରୀର ଆକାରରେ ମୁଣ୍ଡ ତିନି ଗୁଣ: ଚିକିତ୍ସା ପାଇଁ ବାଧକ ସାଜୁଛି ଅର୍ଥ

ଅସ୍ୱାଭାବିକ ଭାବେ ବଢୁଛି ଶିଶୁର ମୁଣ୍ଡ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସ୍ୱାମୀ ମୂଲ ଲାଗିଲେ ପରିବାର ଚଳେ । ପରିବାର କହିଲେ ସ୍ତ୍ରୀ ଅନୁପମା ଓ ଛଅ ମାସର ପୁଅ ଶିବୁ । ଏମିତି ଅଭାବ ଅନାଟନ ଭିତରେ ଦଇବ ଦାଉ…

(Video) ସ୍ୱାମୀର ଗୁପ୍ତାଙ୍ଗ କାଟି ହତ୍ୟା କଲା ସ୍ତ୍ରୀ: ଗିରଫ ପରେ ଦେଖାଉଛି ଡେମୋ

ସ୍ତ୍ରୀ କାଟିଲା ସ୍ୱାମୀର ଗୁପ୍ତାଙ୍ଗ । ଦ୍ୱିତୀୟ ସ୍ତ୍ରୀ କାଟିଲା ସ୍ୱାମୀର ଗୁପ୍ତାଙ୍ଗ । ଆଉ ଏବେ ପୋଲିସକୁ ଗୋଟି ଗୋଟି କରି ଦେଖାଉଛି କେମିତି କାଟିଥିଲା ସ୍ୱାମୀର ଗୁପ୍ତାଙ୍ଗ । ହଁ ଆଜ୍ଞା, ଇଏ ହେଉଛି ସେଇ ସ୍ତ୍ରୀ…

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ସମସ୍ୟା: ଗ୍ରାମାଞ୍ଚଳ ପାଇଁ ଲାଗୁହେବ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବାଧ୍ୟତାମୂଳକ କରାଯାଇଥିଲା । ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ବିକ୍ରି ହୋଇଥିବା ସମସ୍ତ…

ପ୍ରତି ୫ କିମି ବ୍ୟବଧାନରେ ଖୋଲିବ ଗୋଟିଏ ପୋଷ୍ଟ ଅଫିସ: ଘରୁ ଆସି ଚିଠି ନେବେ ଡାକ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଡିଜିଟାଲର ଜମାନା ଆସିଯାଇଛି । ତେଣୁ ଏହି ସମୟରେ ଡାକସେବାକୁ ଅଧିକ କ୍ରିୟାଶୀଳ ଓ ବ୍ୟବସ୍ଥିତ କରିବା ନିହାତି ଜରୁରୀ । ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ରାଜ୍ୟରେ…