Browsing Category
ରାଜ୍ୟ
ବର୍ଷା କମିଛି ସତ, କିନ୍ତୁ ଏବେ ବି ରହିଛି ବନ୍ୟାର ଆଶଙ୍କା: ଆଞ୍ଚଳିକ ପାଣିପାଗ କେନ୍ଦ୍ର
ଭୁବନେଶ୍ୱର: ସାରା ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପର ପ୍ରଭାବ । ଗତ କିଛି ଦିନରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଆଜି ପାଗରେ ସାମାନ୍ୟ ସୁଧାର ଆସିଛି । ଆଜି ପ୍ରବଳ ବର୍ଷାରୁ ଟିକିଏ ନିସ୍ତାର ପାଇଛନ୍ତି ରାଜ୍ୟବାସୀ…
(Video) ପ୍ରଦୀପ ପାଣିଗ୍ରାହୀଙ୍କ ପତାକା ଉତ୍ତୋଳନକୁ ବିରୋଧ: ଧସ୍ତାଧସ୍ତି ହେଲେ ବିଜେଡିକର୍ମୀ-ବିଧାୟକ
ଗଞ୍ଜାମ: ବିଧାୟକଙ୍କୁ ବିରୋଧ... ସ୍ୱାଧୀନତା ଦିବସ ପାଳନବେଳେ ନିଜ ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି କର୍ମୀଙ୍କ ବିରୋଧ । ପ୍ରଦୀପଙ୍କୁ ବିରୋଧ ପ୍ରଦର୍ଶନ କରିବା ସହ ଠେଲାପେଲା କରିଥିଲେ…
ସମୁଦ୍ରରେ ଭାସିଗଲେ ୨, ଗୁରୁତର ଅବସ୍ଥାରେ ଜଣେ ଉଦ୍ଧାର
ପୁରୀ: ସମୁଦ୍ରରେ ଗାଧୋଇବାବେଳେ ବୁଡ଼ିଗଲେ ୨ ଯୁବକ । ଦିଗବାରିଣୀ ଖୁଣ୍ଟ ନିକଟସ୍ଥ ସମୁଦ୍ରରେ ଗାଧୋଇବାବେଳେ ବୁଡ଼ି ୨ ଜଣ ନିଖୋଜ ହୋଇଯାଇଛନ୍ତି ।
ମିଳିଥିବା ସୂଚନା ଅନୂଯାୟୀ, ଦୁଇବନ୍ଧୁ ବୁଲିବାକୁ ଆସି ଏଠାରେ…
୧୭ ରେ ଆସିବ ଆଉ ଏକ ଲଘୁଚାପ! ବନ୍ୟା ପରିସ୍ଥିତିକୁ ଜଟିଳ କରିବ ବର୍ଷା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଆଜି ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହେବ। ଧୀରେ ଧୀରେ ଏହା ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରୁ ଦୂରେଇଯିବ। ଫଳରେ ରାଜ୍ୟରେ ବର୍ଷାର…
‘ମା’ତୁଝେସଲାମ୍’:ସହିଦ ପରିବାରଙ୍କୁ ସମ୍ମାନ ଜଣାଇଲା ଓଡ଼ିଶାଭାସ୍କର
ଭୁବନେଶ୍ୱର: ଆମର ପ୍ରିୟଜନ୍ମଭୂମି ଭାରତର ସ୍ୱାଧୀନତା ପ୍ରାପ୍ତିକୁ ୭୫ ବର୍ଷ ପୂରି ଯାଇଛି । ଏହି ଅବସରରେ ସାରା ଦେଶରେ ପାଳିତ ହେଉଛି ‘ଆଜାଦୀ କା ଅମୃତମହୋତ୍ସବ’ । ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ହୋଇଛି ଉତ୍ସବମୁଖର,…
ବନ୍ୟା ପାଇଁ ପୁରୀ ସତର୍କ
ପୁରୀ: ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାକୁ ନେଇ କଡା ପଦକ୍ଷେପ ନିଆଯାଇଛି । ସବୁ ବ୍ଲକର ବିଡିଓ ଓ ତହସିଲଦାରଙ୍କ ସହ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି। ତେବେ ଦୟା, ଭାର୍ଗବୀ, କୁଶଭଦ୍ରା ଡିଭିଜନର ଯନ୍ତ୍ରୀଙ୍କୁ ଆଲର୍ଟ…
ଦେଶର ପ୍ରଗତିରେ ଯୋଡି ହେବାକୁ ଆହ୍ୱାନ ଦେଲେ ନବୀନ
ଭୁବନେଶ୍ୱର: ଆଜି ଭାରତ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ । ଆଜି ଏହି ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଡକୋ ପ୍ରଦର୍ଶନୀ ପଡିଆରେ ରାଜ୍ୟବାସୀଙ୍କୁ ଉଦବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ…
କାହିଁକି ୧୬ ହଜାର ବିବାହ କରିଥିଲେ ଶ୍ରୀକୃଷ୍ଣ? ଜନ୍ମ ହୋଇଥିଲେ ଦେଢ଼ ଲକ୍ଷରୁ ଅଧିକ ପୁଅ
ଭୁବନେଶ୍ୱର: ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରିବାକୁ ଆଉ କିଛି ଦିନ ବାକି ରହିଛିି । ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମଥୁରା-ବୃନ୍ଦାବନ ସମେତ ଅନେକ ସ୍ଥାନରେ…
ପଦର୍ଶନୀ ପଡିଆରେ ମୁଖ୍ୟମନ୍ତ୍ରୀ: ଜାତୀୟ ପତାକା ଉତ୍ତୋଳନ ପରେ ଅବିଭାଷଣ
୭୬ ତମ ସ୍ୱାଧିନତା ଦିବସ ଅସରରେ ପଦର୍ଶନୀ ପଡିଆରେ ତ୍ରିରଙ୍ଗା ଉଡାଇଲେ ସୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ଉତ୍ସବରେ ପତକା ଉତ୍ତୋଳନ ମୁଖ୍ୟ ମନ୍ତ୍ରୀ । ପତାକା ଉତ୍ତୋଳନ…
ମହାନଦୀର ବନ୍ୟାପାଣିରେ ନଜର ଆସିଲା ବିଶାଳ କୁମ୍ଭୀର: ଲୋକେ ଛାନିଆ
କଟକ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏସବୁ ଭିତରେ ହୀରାକୁଦର ଉପରମୁଣ୍ଡରେ ଓ ତଳମୁଣ୍ଡରେ ବର୍ଷା ଜାରି ରହିଛି । ହୀରାକୁଦ ଡ୍ୟାମରୁ ପ୍ରତି ସେକେଣ୍ଡରେ ୫ ଲକ୍ଷ ୪୦ ହଜାର କ୍ୟୁସେକ୍ ଜଳ…