
Browsing Category
ରାଜ୍ୟ
ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ: ସମସ୍ତ ଜିଲ୍ଲାପାଳ, ଏସପି, ସିଡିଏମଙ୍କୁ ଚିଠି, ନିର୍ଦ୍ଦେଶନାମା ଜାରି କଲା ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କାର୍ଯ୍ୟରତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଶାରୀରିକ ଭାବେ ଆକ୍ରମଣ କରାଯାଉଛି । ନିକଟରେ ରାଜ୍ୟର ଅନେକ ସ୍ଥାନରୁ ଏଭଳି ଅଭିଯୋଗ ସବୁ ଆସୁଛି । ତେବେ ଡାକ୍ତରଙ୍କ ଉପରେ…
ଶିକ୍ଷକଙ୍କ ଝାଡୁ ମାରିବା ଭିଡିଓ ଭାଇରଲ ଘଟଣା: DEOଙ୍କ କାର୍ଯ୍ୟାଳୟ ସଫା କରି ପ୍ରତିବାଦ କଲେ ଶିକ୍ଷକ..
ନବରଙ୍ଗପୁର: ଝାଡୁ ମାରି ମାରି ଶିକ୍ଷକମାନେ ପହଞ୍ଚିଛନ୍ତି ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ । ଶିକ୍ଷକ ମହାସଂଘ ଏକଜୁଟ ହୋଇ ନିଆରା ଢଙ୍ଗରେ ଝାଡୁ ଧରି କରିଛନ୍ତି ପ୍ରତିବାଦ । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ…
ଶିକ୍ଷୟତ୍ରୀ ଓ ଅଭିଭାବକ ମୁହାଁମୁହିଁ: ପିଲାଙ୍କ ମାରପିଟକୁ ନେଇ ପ୍ରଧାନ ଶିକ୍ଷୟତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ
ଢେଙ୍କାନାଳ: ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଙ୍କ ମାରପିଟ ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶିକ୍ଷୟତ୍ରୀ ଓ ଅଭିଭାବକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସହରର ଖମାରସାହି ଆଶ୍ରମ ବିଦ୍ୟାଳୟରେ । ସ୍କୁଲର…
ରାଜଧାନୀରେ ଉଦଘାଟିତ ହେଲା ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ୯ଟି ପ୍ରମୁଖ ସ୍ୱାସ୍ଥ୍ୟ ସେବା ପାଇବେ ୨୦ ହଜାର ଜନତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲୋକାର୍ପିତ ହୋଇଛି । ଏଥିରେ ୯ଟି ପ୍ରମୁଖ ସ୍ୱାସ୍ଥ୍ୟ ସେବା ମିଳିବା ସହ ଏହାଦ୍ୱାରା ୨୦ ହଜାର ସ୍ଥାନୀୟ…
ଜୁନିଅର ମାଇନିଂ ଅଫିସର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲା OSSC, ଦରମା ୨୫,୩୦୦
ଭୁବନେଶ୍ୱର: ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ବଡ ଖବର। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ଓଡ଼ିଶା ଖଣି ନିର୍ଦ୍ଦେଶକଙ୍କ ଅଧୀନରେ ଜୁନିଅର ମାଇନିଂ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।…
Amazonର ମଡେଲ୍ ଅଂଶିକା: ଅନ୍ତର୍ଜାତୀୟ ସ୍ତରରେ ଗୌରବ ଆଣିଲେ ଓଡିଆ ଝିଅ
ଭୁବନେଶ୍ୱର: ଆମାଜନର ମଡେଲ ହେଲେ ଓଡିଶା ଝିଅ । ଅନ୍ତର୍ରାଷ୍ଟ୍ରୀୟ କମ୍ପାନୀ "ଆମାଜନ"ର ମଡେଲ ଭାବେ ଚୟନ ହେଲେ ସମ୍ବଲପୁର ବାମରାର ସମ୍ବଲପୁରର କୁନି ଝିଅ ଅଂଶିକା । ବାମରା ବ୍ଲକ ଗୋବିନ୍ଦପୁର ପଣ୍ଡରିପଥର ଗ୍ରାମର ୮…
OSSCରେ ବମ୍ପର ନିଯୁକ୍ତି ସୁଯୋଗ: ୩୬ ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର: ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ଓଡ଼ିଶା ଅର୍ଥନୈତିକ ଏବଂ ପରିସଂଖ୍ୟାନ ବିଭାଗ ଅଧୀନରେ ଅନୁସନ୍ଧାନକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି…
ଦୁର୍ଗାପୂଜାରେ ବ୍ୟାଣ୍ଡ ଓ ଡିଜେ ଉପରେ କଟକଣା: ଜାଣନ୍ତୁ କ’ଣ ରହିଛି ସରକାରଙ୍କ ପୂଜା ଗାଇଡଲାଇନ
ଭୁବନେଶ୍ୱର: ବାଜିବନି ବାଜା କି ହେବନି ରୋଷଣୀ । ଏଥର ଦଶହରାରେ ଡିଜେ ଉପରେ ବି ଲାଗିଛି ରୋକ । ବ୍ୟାଣ୍ଡ-ବାଜା ଏବଂ ଡିଜେ ଇତ୍ୟାଦି ଉପରେ କଟକଣା ଲଗାଇଛନ୍ତି ସରକାର । ଏଥି ସହିତ ଲାଉଡ ସ୍ପିକର ବଜାଇବା ଉପରେ ମଧ୍ୟ…
ହକି ଇଣ୍ଡିଆର ସଭାପତି ହେଲେ ଦିଲ୍ଲୀପ ତିର୍କୀ, ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ
ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ହକି ଇଣ୍ଡିଆ (ଏଚଆଇ) ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବରେ ଦିଲ୍ଲୀପ ହକି ଇଣ୍ଡିଆର ସଭାପତି ଦାୟିତ୍ୱ ପାଇଛନ୍ତି। ସଭାପତି ପଦ…
ଦଳୀୟ ନେତା ଏବଂ ମନ୍ତ୍ରୀଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଦଳୀୟ ନେତା ଏବଂ ମନ୍ତ୍ରୀଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱରେ ଦେଲେ ମୁଖ୍ୟମନ୍ତ୍ରୀ। ଅଶୋକ ପଣ୍ଡା ହେଲେ ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ।…