
Browsing Category
ରାଜ୍ୟ
୨୦୨୪ ନିର୍ବାଚନ:ଫସଲ ଅମଳ କରିବା ପ୍ରସ୍ତୁତ ହେଲାଣି ରାଜ୍ୟ ବିଜେପି;ସଙ୍କେତ ଦେଲେ ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର: ଆଗାମୀ ୨୦୨୪ ନିର୍ବାଚନ ପାଇଁ ଜୋର ସୋର ଚାଲିଛି ବିଜେପିର ପ୍ରସ୍ତୁତି । ବିଜେଡିକୁ କିପରି ଧରାଶାୟୀ କାରି ହେବ ତାହାକୁ ନେଇ ବିଜେପି ତାର ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ତେବେ ବିରୋଧୀ ଦଳ ନେତା…
୨୨ ରୁ ହେବ ପାଠପଢା: ସୂଚନା ଦେଲେ ମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ୨୨ ତାରିଖରୁ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ ପାଠପଢା ଆରମ୍ଭ । ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସାଢେ ୩ ଲକ୍ଷ ପିଲା ନାମ ଲେଖାଇ ସାରିଥିବା ବେଳେ ୨୨ ରୁ ଆରମ୍ଭ ହେବ…
ଭୁବନେଶ୍ୱର ସାଲିଆସାହିରେ ବଡ଼ ଧରଣର ଚଢ଼ାଉ, ଜାଣନ୍ତୁ କ’ଣ କହିଲେ DCP ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସାଲିଆସାହି ବସ୍ତିରେ ବଡ଼ ଧରଣର ଚଢ଼ାଉ ହୋଇଛି । ଚଢ଼ାଉରେ ସାମିଲ ହୋଇଛନ୍ତି ନିଜେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ । ମାଦକ ଦ୍ରବ୍ୟ କାରବାର ସୁରାକ ପାଇ…
ରାଜନୀତିକ ଚାନ୍ଦା ଉପରେ ନିର୍ବାଚନ ଆୟୋଗଙ୍କ ଅଙ୍କୁଶ: ନଗଦ ଉପରେ ରହିବ ନିୟନ୍ତ୍ରଣ
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ରାଜନୀତିକ ଦଳଙ୍କ ପାଇଁ ନଗଦ ଚାନ୍ଦାର ସୀମା ୨୦ ହଜାର ଟଙ୍କାରୁ କମାଇ ୨ ହଜାର ଟଙ୍କା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହା ସହ ସମୁଦାୟ ନଗଦ ସୀମା ୨୦ ପ୍ରତିଶତ କିମ୍ବା ୨୦ କୋଟି ଟଙ୍କା…
ଜାତୀୟ ରାଜପଥରେ ଓଲଟିଲା ଟୁରିଷ୍ଟ ବସ୍: ୧୯ ଆହତ
ଯାଜୁପର: ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସାହାପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟିଲା ଯାତ୍ରୀବାହୀ ଟୁରିଷ୍ଟ ବସ୍ । ୟୁପିର ଏକ ଘରୋଇ ବସ୍ ୮୦ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଇଥିଲା ।…
ଦାଦାବଟି ରୋକିବାକୁ କମିଶନରେଟ୍ ପୋଲିସର ତତ୍ପରତା: ଡିସିପି କହିଲେ ହ୍ୱାଟ୍ସଆପ୍ ରେ ଜଣାନ୍ତୁ ଅଭିଯୋଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା । ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ତରଫରୁ ଅନେକ ପଦକ୍ଷେପ ନିଆଯାଉଛି ।
ଏହିକ୍ରମରେ ଭୁବନେଶ୍ୱରରେ…
ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣା: ସିଲ୍ ହେଲା ଲକ୍ଷ୍ୟ ଫାଉଣ୍ଡେସନ
ଭୁବନେଶ୍ୱର : ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣାରେ ନିଆଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ଯାଁଳା ସ୍ଥିତ ନିଶା ନିବାରଣ କେନ୍ଦ୍ର ସିଲ୍ ହୋଇଥିବା ଜଣାପଡିଛି । ଲକ୍ଷ୍ୟ ଫାଉଣ୍ଡେସନକୁ…
ତୁଚ୍ଛ ପାଲଟିଲା ସଂପର୍କ: ବାପା-ମା’ଙ୍କୁ ପୋଡ଼ି ମାରିବାକୁ ପୁଅର ଉଦ୍ୟମ…
ଭୋଗରାଇ: ସଂପର୍କ ପାଲଟିଲା ହୀନ... ବାପା- ମା'ଙ୍କୁ ପୋଡ଼ି ମାରିବାକୁ ପୁଅ କଲା ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଲେଶ୍ୱର ଭୋଗରାଇ ବ୍ଲକ୍ ଗୋଛିଦା ତେଘରି ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ।…
ନୂଆ କର୍ମକର୍ତ୍ତା ଘୋଷଣା କଲା BJD: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ
ବ୍ରହ୍ମପୁର, (ଓଡ଼ିଶା ଭାସ୍କର): କୁକୁଡାଖଣ୍ଡି ବ୍ଲକ୍ ବିଜେଡିର ନୂତନ କର୍ମକର୍ତ୍ତାଘୋଷଣା କରାଯାଇଛି । ବିଜେଡି ବ୍ଲକ୍ ସଭାପତି ଭାବେ ଡେଙ୍ଗାପଦର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୀତାରାମ ସାହୁଙ୍କୁ ମନୋନୀତ କରାଯାଇଛି ।…
ସରିଲା ଶେଷକୃତ୍ୟ: ପଞ୍ଚଭୂତରେ ବିଲିନ ହେଲେ ଟାଣୁଆ ନେତା ବିଷ୍ଣୁ ସେଠୀ
ତିହିଡି: ପଞ୍ଚଭୂତରେ ବିଲୀନ ହେଲେ ଧାମନଗର ବିଧାୟକ ବିଷ୍ଣୁ ସେଠୀ । ଜନ୍ମମାଟୀ ତିହିଡି ମଙ୍ଗରାଜପୁରରେ ସମ୍ପନ୍ନ ହେଲା ଶେଷକୃତ୍ୟ । ବିଳମ୍ବିତ ରାତିରେ ପୁଣ ସୂର୍ଯ୍ୟବଂଶୀ ସୂରଜ ବାପାଙ୍କୁ ଦେଲେ ମୁଖାଗ୍ନି । ତେବେ…