Browsing Category
ରାଜ୍ୟ
ସିବିଆଇ ଅଫିସରେ ପୁଣିହାଜର ହେଲେ ମହିମାଙ୍କ ବଡପୁଅ
ଭୁବନେଶ୍ୱର: ପୁଣି ହାଜର ହେଲେ ମହିମା ମିଶ୍ରଙ୍କ ବଡ ପୁଅ । ସିବିଆଇ ଅଫିସରେ ପୁଣି ହାଜର ହୋଇଛନ୍ତି ଶିଳ୍ପପତି ମହିମା ମିଶ୍ରଙ୍କର ବଡପୁଅ ଚନ୍ଦନ ମିଶ୍ର । ଆଜି ସକାଳେ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଥିଲା…
(Video ) ଅସରାଏ ବର୍ଷାରେ ବୁଡ଼ିଲା ‘ମୋ ବସ୍’: ପହଁରି ପହଁରି ଜୀବନ ବଞ୍ଚାଇଲେ ଯାତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହୋଇଛି । ଗୁରୁବାର ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଭୁବନେଶ୍ୱର ଉପକଣ୍ଠ ଜଟଣୀ ନିକଟରେ…
ପ୍ରକାଶ ପାଇବ +୨ କଳା ରେଜଲ୍ଟ: ତାରିଖ ଘୋଷଣା କଲା ମାଧ୍ୟମିକ ଶିକ୍ଷା ପରିଷଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ବାହାରି ସାରିଥିବା ବେଳେ ଏବେ କଳା ଫଳାଫଳକୁ ଚାହିଁବସିଛନ୍ତି ଛାତ୍ରଛାତ୍ରୀ । ଏହାରି ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବାର ତାରିଖ ଘୋଷଣା ହୋଇଛି । ଚଳିତ ମାସ…
ଶାହାଙ୍କ ଗସ୍ତ ପାଇଁ ନିୟୋଜିତ ହେବେ କେତେ ପ୍ଲାଟୁନ ପୋଲିସ ଫୋର୍ସ, ଜାଣନ୍ତୁ……..
କଟକ: ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହାଙ୍କ ପାଇଁ ସୁରକ୍ଷାର ଛାଉଁଣି । ତେବେ ଶାହାଙ୍କ ଏହି ଗସ୍ତ ରେ ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,ମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ତାଙ୍କ…
କାଲି ଲଘୁଚାପ ! ଭୁବନେଶ୍ୱର ଓ କଟକରେ ହେଉଛି ଲଗାଣ ବର୍ଷା, ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କାଲିଠୁ ବଢ଼ିବ ବର୍ଷାର ପରିମାଣ । ଆସନ୍ତାକାଲିଠାରୁ ଲଘୁଚାପ ହେବାର ସମ୍ଭାବନା ରହିଛି । ୬ରୁ ୧୦ ଯାଏଁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…
ଇତିହାସ ରଚିଲା ଏସସିବି ମେଡିକାଲ: ପ୍ରଥମଥର ପାଇଁ ବ୍ଲାକ ଫଙ୍ଗସ ପ୍ଲାଷ୍ଟିକ ସର୍ଜରି ସଫଳ
କଟକ: ଓଡିଶା ଇତିହାସରେ ପ୍ରଥମ ଥର ପାଇଁ କଟକର ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫଳ ହୋଇଛି ବ୍ଲାକ ଫଙ୍ଗସ ପ୍ଲାଷ୍ଟିକ ସର୍ଜରି । ବ୍ରହ୍ମପୁରୁର ଏମ୍.ମେନକା ମାରାତ୍ମକ ରୋଗ ବ୍ଲାକ୍ ଫଙ୍ଗସର ଶିକାର ହୋଇଥିଲେ ।…
ମୁକୁଳିଲେ ବାପା,ବନ୍ଧା ହେଲେ ପୁଅ
ଭୁବନେଶ୍ୱର: ଗିରଫ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କର ପୁଅ ଚର୍ଚ୍ଚିତ ମିଶ୍ର । ସକାଳ ୪ଟାରୁ ସିବିଆଇ ଅଫିସରେ ହାଜର ହୋଇଥିଲେ ଚର୍ଚ୍ଚିତ । ଏହାପରେ ତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଥିଲ । ଏହାପରେ ତାଙ୍କୁ ଗିରଫ…
ଆଜି ଠାରୁ ୪ଦିନିଆ ଦିଲ୍ଲୀଗସ୍ତରେ ନବୀନ
ଭୁବନେଶ୍ୱର: ଦେଶ ତାର ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ତେବେ ଏହି ପରିପ୍ରେକ୍ଷୀ ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେଯୋଗଦେବାକୁ ପୁଣି ଥରେ ଦିଲ୍ଲୀ ଗସ୍ତ ରେ ଯିବେ ବିଜେଡି ସୁପ୍ରିମୋ ତଥା ମାନ୍ୟବର…
ଖୁସିଖବର: ହୃଦଘାତ ହୋଇଥିବା ବ୍ୟକ୍ତିଙ୍କୁ ବଞ୍ଚାଇବ କିମସ୍ ଡାକ୍ତରଙ୍କ ସଞ୍ଜିବନୀ ଗ୍ୟାଜେଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ହୃଦଘାତ ବା ହାର୍ଟ ଆଟାକ୍ ହୋଇଥିବା ରୋଗୀଙ୍କୁ ବଞ୍ଚାଇବା ସହଜ ହେବ । ସ୍ଥାନ, କାଳ ଓ ସମୟ ଭିତ୍ତିରେ ଅନେକ ବ୍ୟକ୍ତି ହୃଦଘାତର ସମ୍ମୁଖୀନ ହୋଇଥାନ୍ତି । ସେମାନଙ୍କୁ ଉପଯୁକ୍ତ ସମୟରେ…
(Video) ଖେଳ ଶିକ୍ଷକଙ୍କ ଅସରନ୍ତି ସମ୍ପତ୍ତି: ୬ କୋଠା, ମାର୍କେଟ କମ୍ପେକ୍ସ ସହ ଜବତ ହେଲା…
ବ୍ରହ୍ମପୁର(ଓଡ଼ିଶା ଭାସ୍କର) : ବୃତ୍ତିରେ ଜଣେ ଖେଳ ଶିକ୍ଷକ । କିନ୍ତୁ ଅମାପ ସମ୍ପତ୍ତିର ଅଧିକାରୀ । ସମ୍ପତ୍ତି ଦେଖିଲେ ଆଖି ଖୋସି ହୋଇଯିବ । ୬ଟି କୋଠା ସାଙ୍ଗକୁ ମାର୍କେଟ୍ କମ୍ପେ୍ଲକ୍ସ, ଦାମୀ କାର୍, ଅମାପ ସୁନା…