Browsing Category

ରାଜ୍ୟ

କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ଘଟିଛି । ଭବାନୀପାଟଣା ସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ…

ଓଡ଼ିଶାରେ ୧୦୧୧ କରୋନା ପଜିଟିଭ ଚିହ୍ନଟ: ଚାଲିଗଲା ଜଣଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

(Video) ପ୍ରକୃତି କ’ଣ ଅନ୍ୟ କୌଣସି ହିରୋଇନଙ୍କ ସହ ମୁଁ ଆଉ ଫିଲ୍ମ କରିବି ନାହିଁ: ଦେଖନ୍ତୁ ବାବୁସାନ୍ ତୃପ୍ତିଙ୍କ ଉଦ୍ଦେଶ୍ୟରେ କ’ଣ କହୁଛନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଷ୍ଟାର ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଲଭ ଷ୍ଟୋରୀକୁ ନେଇ ଆଜି ସାରା ଓଡ଼ିଶା କମ୍ପୁଛି । ଏହା ମଧ୍ୟରେ ଦୁହିଁଙ୍କର ଏକାଧିକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ…

ରାଜ୍ୟରେ ପ୍ରବଳ ବର୍ଷା: ଆଜିପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଆଜି ପାଇଁ…

ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସ୍ଥାପନ ହେବ ବିଜ୍ଞାନ କେନ୍ଦ୍ର, ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସ୍ଥାପନ ହେବ ବିଜ୍ଞାନ କେନ୍ଦ୍ର । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ସ୍ଥାପନ କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।…

୨ ମାସର ଗର୍ଭବତୀ ପତ୍ନୀକୁ ଛାଡି ସ୍ୱାମୀ ଫେରାର, ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

ବୌଦ୍ଧ: ଫେସବୁକରୁ ହେଲା ପ୍ରେମ ଆଉ ତାପରେ ବିବାହ । ବେଶ୍ ହସ ଖୁସିରେ ଚାଲିଥିଲା ତାଙ୍କ ସଂସାର । କିନ୍ତୁ ସ୍ତ୍ରୀ କ’ଣ ଜାଣିଥିଲା ଯାହା ହାତ ଧରି ବାଟ ଚାଲିବାର ସ୍ୱପ୍ନ ସେ ଦଖିଥିଲା, ସେ ମଣିଷଟି ତାକୁ ଏମିତି ଦିନେ…

(Video) ‘ଆପଣା ସୁନା ତ ଭେଣ୍ଡି କହିବା କାହାକୁ’: ବାବୁସାନ-ପ୍ରକୃତିଙ୍କ ଲଭ୍ ଷ୍ଟୋରୀକୁ ନେଇ କ’ଣ କହିଲେ ଉତ୍ତମ ମହାନ୍ତି, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ଲଭ୍ ଷ୍ଟୋରୀକୁ ନେଇ ଆଜି ସୋସିଆଲ ମିଡ଼ିଆ ହଲଚଲ ହୋଇଯାଇଛି । ଦୁହିଁଙ୍କର କିଛି ଭିଡିଓ ଏହା ମଧ୍ୟରେ ଭାଇରାଲ ହେବାରେ ଲାଗିଛି ।…

ରକ୍ତ ଭଣ୍ଡାରରୁ ଦଲାଲି ଯୁଗ ସରିଲା: ଏଣିକି ମେଡିକାଲର ଆଟେଣ୍ଡାଣ୍ଟମାନେ ଆଣିବେ ରକ୍ତ, ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି ଲେଖିଲେ SCB ଅଧିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଗଣା ରକ୍ତ ଯୋଗାଣ କ୍ଷେତ୍ରରେ ଏସସିବି ପକ୍ଷରୁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଏରିକି ରୋଗୀଙ୍କ ସମ୍ପର୍କୀୟ ନୁହନ୍ତି, ମେଡିକାଲରେ ନିଯୁକ୍ତି ପାଇଥିବା ଆଟେଣ୍ଡାଣ୍ଟମାନେ ରକ୍ତ…

ବୋହୂ ତୃପ୍ତିଙ୍କୁ ଧରି ଥାନାରେ ପହଞ୍ଚିଲେ ବାବୁସାନଙ୍କ ମାଆ: ସମାଧାନ କରାଇବେ କି ଅପରାଜିତା?

ଭୁବନେଶ୍ୱର: ଖାରବେଳ ନଗର ଥାନାରେ ପହଞ୍ଚିଛନ୍ତି ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି । ବୋହୂ ତୃପ୍ତି ମହାନ୍ତିଙ୍କୁ ସାଙ୍ଗରେ ଧରି ଥାନାରେ ପହଞ୍ଚିଛନ୍ତି ବାବୁସାନଙ୍କ ମାଆ । ତୃପ୍ତିଙ୍କ ମାଉସୀ ସଙ୍ଗୀତା ପ୍ରହରାଜ…

(Video) ଆଖିବୁଜି ପିଟି ପକାଇଲେ ଜ୍ୟାମିତି ସାର୍… ଗୁରୁତର ହେଲେ ଛାତ୍ରୀ…

ବାସୁଦେବପୁର: ଜ୍ୟାମିତି ସାରଙ୍କ ମାଡ଼ରେ ଗୁରୁତର ହେଲେ ଛାତ୍ରଛାତ୍ରୀ । ଉତ୍ତର ନଆସିବାରୁ ଆଖିବୁଜା ପିଟି ଚାଲିଲେ ଶିକ୍ଷକ । ମାଡ଼ରେ ଛାତ୍ରୀଙ୍କ ଅବସ୍ଥା ହେଲା ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଲା । ଏଭଳି ଅଭାବନୀୟ…