Browsing Category

ରାଜ୍ୟ

(Video) ଚାଲିଥିଲା ଜନଶୁଣାଣି, ବିଷ ପିଇଦେଲେ ଦିବ୍ୟାଙ୍ଗ…

ଜନଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ କରିବାକୁ ଆସିଥିବା ଜଣେ ଦିବ୍ୟାଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଗଂଜାମ ଜିଲ୍ଲାରେ ଘଟିଛି । ଗଂଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଆରକ୍ଷୀ…

ନୟାଗଡ଼ର ଇଷ୍ଟଦେବ ଶ୍ରୀ ଲଡ଼ୁବାବା: ଜାଣନ୍ତୁ ମନ୍ଦିରର ଅପୂର୍ବ ରହସ୍ୟ, ଅଦ୍ଭୁତ ମହିମା

ନୟାଗଡ: ନୟାଗଡ଼ ଜିଲ୍ଲାରେ ଥିବା ଦ୍ୱାଦଶ ଶୈବ ପୀଠ ମଧ୍ୟରୁ ଶରଣକୂଳ ଲଡ଼ୁକେଶ ମହେଶ ବା ଲଡୁ ବାବାଙ୍କ ମନ୍ଦିର ହେଉଛି ଅନ୍ୟତମ । ଇତିହାସରୁ ଜଣାଯାଏ ରଣପୁରର ନରେନ୍ଦ୍ର ରାଜବଂଶୀ ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି…

ନବି ମୁମ୍ବାଇ ମହାନଗର ନିଗମର 61 ଲକ୍ଷ ଟଙ୍କା ଛାଡ଼ କଲେ ଓଡ଼ିଶା ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନବୀ ମୁମ୍ୱାଇ ମହାନଗର ନିଗମର ଡାକ୍ତର ଓ ନର୍ସମାନଙ୍କ ମୁମ୍ୱାଇ ସ୍ଥିତ ଓଡ଼ିଶା ଭବନରେ ରହଣୀ ବାବଦ 61 ଲକ୍ଷ 5 ହଜାର ଟଙ୍କା ଦେୟକୁ ଓଡ଼ିଶା ସରକାର…

ଆରଆଇଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ମାଫିଆ, ବେଆଇନ ପଥର ବ୍ଲାଷ୍ଟିଂ ଓ ଚୋରା ଚାଲାଣର ତଦନ୍ତ ପାଇଁ ଯାଇଥିବା ବେଳେ ଆକ୍ରମଣ

ବାଲେଶ୍ୱର: ବଢି ଚାଲିଛି ଚୋରା ପଥର ମାଫିଆଙ୍କ ଦୌରାତ୍ମ୍ୟ, ନୀଳଗିରି ବାଘମରା ଗାଁରେ ଆରଆଇଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି ମାଫିଆ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ସୂଚନା ଅନୂଯାୟୀ,…

ପାର୍ଥ ଚାଟାର୍ଜୀ ସୁସ୍ଥ ଥିବା ନେଇ କହିଲା ଏମ୍ସ, ଚିକିତ୍ସା ପାଇଁ କୋଲକାତାରୁ ଆଣିଥିଲା ଇଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗ ଏସଏସସି ଘୋଟାଲା ମାମଲାରେ ଗିରଫ ହୋଇଥିବା ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ପାଇଁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଛି । ଏମ୍ସରେ ତାଙ୍କର…

ଗାଁ ର ପ୍ରଥମ କଲେଜ ଯାଇଥିବା ଝିଅ ହେଲେ ୧୫ ତମ ରାଷ୍ଟ୍ରପତି, ଶପଥ ଗ୍ରହଣ ଅବସରରେ କହିଲେ ଦୌପଦୀ ମୁର୍ମୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତକୁ ଆଜି ପ୍ରଥମ ଆଦିବାସୀ ରାଷ୍ଟ୍ରପତି ମିିଳିଛି । ଦ୍ରୌପଦୀ ମୁର୍ମୁୁ ଆଜି ଭାରତର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି । ତାଙ୍କୁ ମୁଖ୍ୟ ବିଚାରପତି ଏନ.ଭି. ରମଣା ରାଷ୍ଟ୍ରପତି…

ରାଜ୍ୟରେ ପ୍ରତିଷ୍ଠା ହେବ ୧୨ଟି ଇସ୍ପାତ କାରଖାନା: ଜାଣନ୍ତୁ କେଉଁଠି କେଉଁଠି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରତିଷ୍ଠା ହେବ ନୂଆ ଇସ୍ପାତ କାରଖାନା । ଆଉ ୧୨ଟି ନୂଆ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ । ସୁନ୍ଦରଗଡ଼ରେ ସର୍ବାଧିକ ୩ଟି ଇସ୍ପାତ କାରଖାନା ହେବ । ସେହିପରି ଯାଜପୁରରେ…

ବ୍ରହ୍ମପୁର: ଜିଲ୍ଲାପାଳ, ଏସ୍‌ପିଙ୍କ ଆଗରେ ବିଷ ପିଇ ଯୁବକ ଗୁରୁତ୍ତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଚାଲିଥିବା ବେଳେ ଜଣେ ଦିବ୍ୟଙ୍ଗ ଅଭିଯୋଗକାରୀ ବିଷ ପିଇଦେଇଛନ୍ତି। ଜମି ଡିମାର୍କେସନ ପାଇଁ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ୍ । ସୁପ୍ରିମକୋର୍ଟରୁ ପ୍ରଶାନ୍ତଙ୍କୁ ଜାମିନ୍ ମିଳିଛି । ଏନେଇ ଆଇନଜୀବୀ ମାନସ ଚାନ୍ଦ ସୂଚନା ଦେଇଛନ୍ତି । ଜାମିନ୍…

Video: ଶପଥଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମସ୍ତେ ସ୍ବାଗତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା

ନୁଆଦିଲ୍ଲୀ: ଭାରତର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ। ସଂସଦର ସେଣ୍ଟ୍ରାଲ ହଲ୍ରେ ତାଙ୍କୁ ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ଏନଭି. ରମଣା ଶପଥ ଏବଂ ଗୋପନିୟତା ପାଠ କରାଇଥିଲେ। ଶପଥ ପାଠ…