Browsing Category

ରାଜ୍ୟ

ବଢ଼ିଲା ପିଜି ଏଣ୍ଟ୍ରାନ୍ସ ଆବେଦନ ଅବଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆବେଦନ ଅବଧି ବଢ଼ିଛି । ଜୁଲାଇ ୧୭ ପର୍ଯ୍ୟନ୍ତ ଆବେଦନ ଅବଧି ବଢ଼ାଇଛି ଉଚ୍ଚଶିକ୍ଷା ବିଭାଗ । ସୂଚନା ଅନୁସାରେ, କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆଜି ଆବେଦନ ଅବଧି…

ଭିଜିଲାନ୍ସ ଚଢାଉରେ ଦୁଷ୍ମନ୍ତଙ୍କ ୨୮ଟି ପ୍ଲଟ ଠାବ: ମୂଲ୍ୟ ଦେଢ କୋଟିରୁ ଅଧିକ

ଭୁବନେଶ୍ୱର: ନିମାପଡାର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ପିଠିରେ ବାଜିଛି ଭିଜିଲାନ୍ସର ଛାଟ । ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ସମ୍ପତ୍ତି ଜବତ କରୁଛି ଭିଜିଲାନ୍ସ । ଦୁଷ୍ମନ୍ତଙ୍କ…

ବଲାଙ୍ଗୀର ଦୁର୍ଘଟଣାରେ ଇନ୍ସପେକ୍ଟର ଲିଙ୍କ: ପ୍ରତିକ୍ରିୟା ରଖିଲେ ଏସ. ପି

ବଲାଙ୍ଗୀର: ବଲାଙ୍ଗୀର-ସୋନପୁର ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା କରିଛନ୍ତି ସୋନପୁର ଏସ୍.ପି । କାରରେ ଥିବା ଇନ୍ସପେକ୍ଟର ଘଟଣାସ୍ଥଳରୁ ଡରିଯାଇ ଫେରାର ମାରିଥିବା ପ୍ରକାଶ କରିଛନ୍ତି । ତେବେ ଭୁଲ ଦିଗରୁ ଯାଇ ମାରୁତି…

ବାପା ମାଆଙ୍କ ପାଇଁ ଅଲୋଡା ହେଲା ଶିଶୁ କନ୍ୟା: ଜଙ୍ଗଲରୁ ପିଲାକୁ ଉଦ୍ଧାର କଲା ପୋଲିସ୍

କେନ୍ଦୁଝର: ଏବେ ବି ଲୋକଙ୍କ ମନରେ ଭରି ରହିଛି ପୁଅ-ଝିଅ ଭେଦଭାବ । ଏବେ ବି ଲୋକାମନେ ଝିଅଙ୍କୁ ଅଯୋଗ୍ୟ ଏବଂ ଅଲୋଡା ମନେ କରୁଛନ୍ତି । ବିଭିନ୍ନ ସ୍ଥାନରେ ଶିଶୁକନ୍ୟାଙ୍କୁ ପିଙ୍ଗି ଦିଆଯାଉଥିବାର ଦେକିବାକୁ ମିଳିଥିବା…

ରୁଚିକା ଅତ୍ମହତ୍ୟା ମାମଲା: ନ୍ୟାୟ ପାଇଁ ଲୋୟର ପିଏମଜିରେ ଧାରଣା ଦେଲେ ରୁଚିକାଙ୍କ ମା’

ଭୁବନେଶ୍ୱର: ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ଛାନଭିନ୍ ଜାରି ରହିଥିବା ବେଳେ ନ୍ୟାୟ ପାଇବାକୁ ପରିବାର ଓ ଛାତ୍ରଛାତ୍ରୀମାନେ ଧାରଣା ଦେଉଛନ୍ତି । ତେବେ ଗତକାଲି ଧାରଣାରେ ବସିଥିବା…

ଖୋର୍ଦ୍ଧାରୁ ୨୦୦ ତ’ କଟକରୁ ୧୧୦: ଜାଣନ୍ତୁ ଅନ୍ୟ ଜିଲ୍ଲାରୁ କେତେ ବାହାରିଲେ ପଜିଟିଭ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଆଜିକାଲି ଦୈନିକ କରୋନା ସଂକ୍ରମଣ ୫ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ବଦଳିଲା ରେଳ ଚାଳନାର ନିୟମ: ସାମୟିକ ଏକ୍ସପ୍ରେସ ବଦଳରେ ଗଡିବ ପାସେଞ୍ଜର ଟ୍ରେନ

ଭୁବନେଶ୍ୱର: ସାମୟିକ ଏକ୍ସପ୍ରେସ ବଦଳରେ ଏବେ ଗଡିବ ପାସେଞ୍ଜର ଟ୍ରେନ୍ । ପରିସ୍ଥିତିର ସମୀକ୍ଷା ପରେ ନିଆଯାଇଛି ନିଷ୍ପତ୍ତି । ବିଶାଖାପାଟଣାରୁ ରାୟଗଡା , ପଲସା ଓ କରିଣ୍ଡୁଲକୁ ଗଡୁଥିଲା ୩ ସାମୟିକ ଏକ୍ସପ୍ରେସ ।…

ଆଜି ଶ୍ରୀବିଗ୍ରହଙ୍କ ପବିତ୍ର ନିଳାଦ୍ରୀ ବିଜେ: ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧା ମୁରତୀ

ଓଡ଼ିଶା ଭାସ୍କର: ୧୨ ଦିନର ଲୀଳାଖେଳା ସାରି ଆଜି ନିଳାଦ୍ରି ବିଜେ କରିବେ ଚତୁର୍ଦ୍ଧା ମୁରତୀ । ନବଦିନାତ୍ମକ ଯାତ୍ରା ପରେ ସୁନାବେଶ ଏବଂ ପରେ ଶେଷ ହୋଇଛି ମହାପ୍ରଭୁଙ୍କ ଅଧରପଣା ନୀତି । ଆଜି ରତ୍ନ ସିଂହାସନକୁ ବିଜେ…

ଭିଜିଲାନ୍ସ ଫାଶରେ ଆଉ ଜଣେ ସହକାରୀ ଯନ୍ତ୍ରୀ: ୭ଟି ସ୍ଥାନରେ ରେଡ ଜାରି ରଖିଛି ଡିପାର୍ଟମେଣ୍ଟ

ଭୁବନେଶ୍ୱର: ଠକ ଏବଂ ଠକେଇ ଉପରେ ଭିଜିଲାନ୍ସ ରଖିଛି କଡା ନଜର । ଜଣକ ପରେ ଜଣେ ଅଭଯୁକ୍ତଙ୍କୁ ଟାର୍ଗେଟ କରି କରୁଛି ରେଡ, ଆଉ କଳାଚିଠାର କରୁଛି ପର୍ଦ୍ଦାଫାଶ । ସେହିପରି ଆଉ ଜଣେ ସହକାରୀ ଯନ୍ତ୍ରୀଙ୍କ ଉପରେ ଭିଜିଲାନ୍ସର…

ମଦ୍ୟପ ବରଯାତ୍ରୀଙ୍କ ଆତଙ୍କ : କାମୁଡି ଛିଣ୍ଡାଇ ଦେଲେ କନ୍ୟାଘର ଯୁବକଙ୍କ କାନ, ୩ ଜଣ ଅଟକ

ନିମାପଡ଼ା, (ଭାସ୍କର ନ୍ୟୁଜ୍‌): ନିମାପଡା ଶଗଡା ପଞ୍ଚାୟତକୁ ଆସିଥିବା ବରଯାତ୍ରୀଦଳ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଛନ୍ତି । ଗ୍ରାମର ଜଣେ ବ୍ୟକ୍ତିଙ୍କୁ ମାଡ ମାରିବା ସହ କାନ କାମୁଡି ଛିଣ୍ଡାଇଦେଇଥିବା ଘଟଣାରେ ସଂପୃକ୍ତ…