Browsing Category

ରାଜ୍ୟ

ଆଜିଠୁ ଖୋଲିବ ସ୍କୁଲ: ଜାଣନ୍ତୁ ଗଣଶିକ୍ଷା ବିଭାଗର ଗାଇଡଲାଇନ

ଭୁବନେଶ୍ୱର: ୧୧ ଦିନିଆ ଖରା ଛୁଟି ପରେ ଆଜିଠୁ ଖୋଲିବ ସ୍କୁଲ । ଆଜିଠୁ ଛାତ୍ରଛାତ୍ରୀଙ୍କର କ୍ଲାସ ରୁମ ପାଠପଢ଼ା ଆରମ୍ଭ ହେବ । ଦିନ ୧୦ଟାରୁ ଅପରାହ୍ଣ ୪ଟା ଯାଏଁ ସ୍କୁଲ ଚାଲିବ । ୯ଟା ୩୦ରୁ ଅପରାହ୍ଣ ୪ଟା ୩୦ ପର୍ଯ୍ୟନ୍ତ…

୩ ସନ୍ତାନର ଜନନୀ ପ୍ରେମିକ ସହ ଫେରାର, ଲୋକ ଲଜ୍ଜ୍ୟା ସହି ନପାରି ଘର ଭିତରେ ଝୁଲିପଡିଲେ ସ୍ୱାମୀ

ବୋଲଗଡ଼, (ଭାସ୍କର ନ୍ୟୁଜ୍‌) : ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ପୋଡ଼ ପାଟଣା ଗ୍ରାମର ସ୍ୱର୍ଗତ ମହେନ୍ଦ୍ର ସେଠୀଙ୍କ ପୁଅ ପଙ୍କଜ ସେଠୀ ବୟସ (୪୭) ଗତ କାଲି ନିଜ ଘରେ ପତ୍ନୀ ବିନା ଆତ୍ମହତ୍ୟା କରିଛନ୍ତି ।…

ସମ୍ପର୍କରେ ରକ୍ତ ଛିଟା, ପାରିବାରିକ କଳହକୁ କେନ୍ଦ୍ରକରି ସାନଭାଇର ଗୁଳିମାଡ଼ରେ ବଡ଼ଭାଇ ଗୁରୁତର

ଖଲ୍ଲିକୋଟ,(ଭାସ୍କର ନ୍ୟୁଜ୍‌) :  ଖଲ୍ଲିକୋଟ ଥାନା ଅନ୍ତର୍ଗତ ପିତାପଡ଼ା ଗାଁରେ ପାରିବାରିକ କଳହକୁ କେନ୍ଦ୍ରକରି ସାନଭାଇର ଗୁଳିମାଡ଼ରେ ବଡ଼ଭାଇ ବୀରେନ ଦଳେଇ ଗୁରୁତର ହୋଇଛନ୍ତି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ୪ଟି…

ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ସରିଲା ପ୍ରଥମ ଭୂଇଁ ନିର୍ମାଣ, ଦ୍ରୁତ ଗତିରେ ଚାଲିଛି ଖଦୀଓରା ନିର୍ମାଣ କାର୍ଯ୍ୟ

ପୁରୀ,  (ଭାସ୍କର ନ୍ୟୁଜ୍‌) : ଆସନ୍ତା ଜୁଲାଇ ୧ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏଥିନେଇ ପ୍ରସ୍ତୁତି ପର୍ବ ଜୋର୍‌ ଧରିଛି । ସେପଟେ ଶ୍ରୀନହର ସମ୍ମୁଖସ୍ଥ ରଥଖଳାରେ…

ତାତିରୁ ମିଳବି ତ୍ରାହି: ଆସନ୍ତା ୨ ଦିନ ମଧ୍ୟ ରାଜ୍ୟର ଅନ୍ୟ ଅଞ୍ଚଳକୁ ପ୍ରବେଶ କରିବ ମୌସୁମୀ ବାୟୁ, ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ…

ଭୁବନେଶ୍ୱର,  (ଭାସ୍କର ନ୍ୟୁଜ୍‌) : ଶେଷରେ ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି । ହେଇ ଆସିବ, ପୁଣି ଆସିବନି ଏପରି ଆଶଙ୍କା ଭିତରେ ଗୁରୁବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି । ଏନେଇ ଭାରତୀୟ ପାଣିପାଗ…

ପୁଣି ଯୌତୁକ ପାଇଁ ବଳି ପଡିଲା ନବବଧୂ: ହତ୍ୟା ନା ଆତ୍ମହତ୍ୟା?

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିଲଙ୍ଗରେ ରହୁଥିବା ମିନାକ୍ଷୀ ବେହେରା ଯୌତୁକ ନିର୍ଯାତନାରେ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମିନାକ୍ଷୀ ୬ ଜୁନ ୨୦୨୧ ମସିହାରେ ଚନ୍ଦନପୁରର କାଶୀନାଥ ବେହେରାଙ୍କୁ ବୈଦିକ…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ବଦଳିଲେ ବିଏମସି କମିଶନର

ଭୁବନେଶ୍ୱର: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ଏବଂ ଜନସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୂଯାୟୀ, ଆଇଏଏସ ଅଫିସର କେ.ସୁଦର୍ଶନ…

ଛୋଟ କାରଣରୁ ଭାଇ ପାଲଟିଲା ଭଗାରୀ: ଶୋଇଥିବା ବେଳେ ଭାଇକୁ ମାରିଲା ଗୁଳି

ଗଞ୍ଜାମ: ଦିନକୁ ଦିନ ଦେଶ ତଥା ରାଜ୍ୟରେ ବଢୁଛି ଅପରାଧ । ବୋମାମାଡ, ଗୁଳିମାଡ ସହିତ ଅପହରଣ ଏବଂ ଦୁଷ୍କର୍ମ ଭଳି ଘଟଣା ଏବେ ବିଭିନ୍ନ ସ୍ଥାନରେ ବ୍ୟାପିଚାଲିଛି । ସେହିଭଳି ଏକ ଘଟଣା ଦେଖିବାକୁ ମଳିଛି ଗଞ୍ଜାମ ଜିଲ୍ଲା…

ବାରବାଟୀ ଟି-୨୦ ପାସ୍ କେଳେଙ୍କାରୀ; ମୁହଁ ଖୋଲିଲା ଓସିଏ

କଟକ(ଓଡ଼ିଶା ଭାସ୍କର): ଗତ ରବିବାର ବାରବାଟୀଠାରେ ଅନୁଷ୍ଠିତ ଟି-୨୦ ମ୍ୟାଚରେ ହୋଇଥିବା ପାସ୍ କେଳେଙ୍କାରୀକୁ ନେଇ ଆଜି ମୁହଁ ଖୋଲିଛି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) । ଓସିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ…

ତାତିରୁ ମିଳିବ ତ୍ରାହି: ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଛୁଇଁବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମୌସୁମୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି…