Browsing Category

ରାଜ୍ୟ

ଧାର୍ମିକ ପୀଠ ପଞ୍ଚଲିଙ୍ଗେଶ୍ୱରର ରହସ୍ୟ ଏବଂ ଲୋକକଥା

ଓଡ଼ିଶା ଭାସ୍କର: ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ମଧ୍ୟରୁ ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଅନ୍ୟତମ । ବାଲେଶ୍ୱରର ନୀଳଗିରି ପର୍ବତମାଳାରେ ଅବସ୍ଥିତ ଏହି ଶୈବପୀଠର ଭିନ୍ନ ରହସ୍ୟ ରହିଛି । ୫ଟି ଶିବଲିଙ୍ଗ ଥିବାରୁ…

ଭାରତରେ କରୋନାର ଚତୁର୍ଥ ଲହର! ୧୨ ହଜାର ଟପିଲା ଦୈନିକ ସଂକ୍ରମଣ, ଓଡ଼ିଶାରେ ବି ସାଙ୍ଘାତିକ ପରିସ୍ଥିତି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଲଗାତାର ନୂଆ ମାମଲା ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ, ୨୪ ଘଣ୍ଟାରେ ୧୨…

ଆଜିଠୁ ଶିମିଳିପାଳ ବନ୍ଦ: ଜାଣନ୍ତୁ କେତେ ମାସ ପାଇଁ

ମୟୂରଭଞ୍ଜ(ଓଡ଼ିଶା ଭାସ୍କର): ପର୍ଯ୍ୟଟକଙ୍କ ପାଇଁ ଆଜି ଠାରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ । ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବନ୍ଦ ରହିବ ଶିମିଳିପାଳ । ଏନେଇ ଉତ୍ତର ଶିମିଳିପାଳ ବନାଞ୍ଚଳ ବନଖଣ୍ଡ…

ପୁଣି ଘନେଇଲା ବର୍ଷା-ଅନୁଭବ ବିବାଦ: EDର ଦ୍ୱାରସ୍ତ ହେଲେ ଅନୁଭବ, ଲଗାଇଲେ ସାଂଘାତିକ ଅଭିଯୋଗ

କଟକ(ଓଡ଼ିଶା ଭାସ୍କର): ଥମିବାର ନାଁ ନେଉନି ଷ୍ଟାର୍ ଦମ୍ପତ୍ତୀ ଅନୁଭବ ଏବଂ ବର୍ଷାଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ। ଏବେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଇଡିରେ ଫେରାଦ ହୋଇଛନ୍ତି ଅନୁଭବ। ଭିନ୍ନ…

ସ୍ନାନ ପୁର୍ଣିମା ପରେ କାହିଁକି ଅଣସର ପିଣ୍ଡିରେ ବିଜେ କରନ୍ତି ଚତୁର୍ଦ୍ଧା ମୂରତି

ଓଡ଼ିଶା ଭାସ୍କର: ମହାପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା ଜୁଲାଇ ୧, ୨୦୨୨ ରେ ଅନୁଷ୍ଠିତ ହେବ। ଏହାର ୧୫ ଦିନ ପୂର୍ବରୁ ଅର୍ଥାତ୍ ସ୍ନାନ ପୁର୍ଣିମାରେ ସ୍ନାନମଣ୍ଡପରେ ୧୦୮ ସ୍ୱର୍ଣ୍ଣ କଳସୀ ଜଳରେ ସ୍ନାନ ପରେ ଚତୁର୍ଦ୍ଧା…

ରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ଅଙ୍କକଷା: ଏନ୍‌ଡିଏ ପ୍ରାର୍ଥୀ ଚୟନ ପାଇଁ ଚାଲିଛି ମାନସ ମନ୍ଥନ, ୟୁପିଏ ପ୍ରାର୍ଥୀ ପାଇଁ ବିରୋଧୀ ଏକାଠି

ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଫଳରେ ବୁଧବାର ଠାରୁ ଏହି ପଦବୀ ଲାଗି ନାମାଙ୍କନ ପତ୍ର ଦାଖଲ ପ୍ରକିୟା ଆରମ୍ଭ ହୋଇଛି…

ଖଣ୍ଡିମଙ୍ଗଳପୁର ଗାଁରୁ ୧୩ ବସ୍ତା ଭାଙ୍ଗ ଜବତ କଲା ଅବକାରୀ ବିଭାଗ: ଜଣେ ଅଟକ ,ଜଣେ ଫେରାର

ଡେଲାଙ୍ଗ, (ଭାସ୍କର ନ୍ୟୁଜ୍‌) : ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିଶଲ ପଞ୍ଚାୟତ ଅଧୀନ ଖଣ୍ଡିମଙ୍ଗଳପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରୁ ଅବକାରୀ ପୋଲିସ ୧୩ ବସ୍ତା ଭାଙ୍ଗ ଜବତ କରିଥିବା ନେଇ ସୂଚନା ମିଳିଛି । ପ୍ରାପ୍ତ ଖବର…

ମୋବାଇଲ୍ ଲାଇଟ୍‌ରେ ଅଟୋ ଚଲାଉଥିଲେ, ବ୍ୟାରିକେଟ୍ ଚଢ଼ି ଓଲଟିଲା: ୨ ଜଣ ଆହତ

ଲକ୍ଷ୍ମୀପୁର, (ଭାସ୍କର ନ୍ୟୁଜ୍‌) : ଅଟୋରୁ ପଡି ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ କୁଟିଙ୍ଗା ପଞ୍ଚାୟତ ଅନ୍ତର୍ଗତ ମିନାପାଇ ଗ୍ରାମର ରମେଶ ୱଡେକା । ଖବର ନେବାରେ ଜଣା ପଡିଛିକି ଲକ୍ଷ୍ମୀପୁର ଠାରୁ…

୧୨ ଘଣ୍ଟା ପାଇଁ ବନ୍ଦ ରହିବ ଓଡ଼ିଶାର ଏହି ସହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସପିଙ୍କ ବଦଳି ଦାବିରେ ବାଲେଶ୍ୱର ସହରରେ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ସୂଚନା ମିଳିଛି । ବାର୍ ଆସୋସିଏସନ୍, ସିଭିଲ…

ହରିଶଙ୍କର ଝରଣା କୂଳରେ ମାର୍‌ପିଟ୍‌ ଘଟଣା: ୧୦ ଯୁବକ ଥାନାରେ ଅଟକ

ଖପ୍ରାଖୋଲ, (ଭାସ୍କର ନ୍ୟୁଜ୍‌): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଝରଣା କୂଳରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଚିକିତ୍ସା ପାଇଁ ବଲାଙ୍ଗିର ଡାକ୍ତର ଖାନା ପଠା ଯାଇଥିବା ଜଣା…