Browsing Category
ରାଜ୍ୟ
ଜଗତସିଂହପୁର ଓ ପାରାଦୀପ ପାଇଁ ବିଜେଡି ପକ୍ଷରୁ ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଗତସିଂହପୁର ଓ ପାରାଦୀପ ପାଇଁ ବିଜେଡି ପକ୍ଷରୁ ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଘୋଷଣା ହୋଇଛି । ଅଧ୍ୟକ୍ଷ ପଦ ପାଇଁ ବିଜେଡି ପକ୍ଷରୁ ଜଗତସିଂହପୁରରେ ରାଜଶ୍ରୀ ମହାପାତ୍ରଙ୍କ ନାମ ଘୋଷଣା…
କଲେଜ୍ ପ୍ରିନ୍ସିପାଲ୍ ଙ୍କ ଘରେ ଭିଜିଲାନ୍ସ ରେଡ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲାର ଜଣେ କଲେଜ୍ ପ୍ରିନ୍ସିପାଲ୍ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବିଶ୍ୱନାଥପୁରର ହୀରାନୀଳା କଲେଜ୍ ଅଧ୍ୟକ୍ଷ ରମେଶ ସାହୁଙ୍କ ଘରେ ରେଡ୍ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି…
ଗ୍ୟାସ୍ ଟ୍ୟାଙ୍କର୍କୁ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆହତ ଡ୍ରାଇଭରକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ
ଗଞ୍ଜାମ, (ଭାସ୍କର ନ୍ୟୁଜ) : ଗଞ୍ଜାମ ଥାନା ୧୬ ନଂ ଜାତୀୟ ରାଜପଥ ଜୟଶ୍ରୀ ଛକ ଠାରେ ଗତ ସନ୍ଧ୍ୟାରେ ଏକ ହାଇଡ୍ରୋ କ୍ଲୋରିଂ ଏସିଡ଼ି ଭର୍ତ୍ତି ଗ୍ୟାସ ଟାଙ୍କରକୁ ଏକ ଦଶ ଚକିଆ ଟ୍ରକ ନଂ (ଏନ୍ଏଲ୍- ୦୨-ଏନ୍ -୪୮୪୩)…
ଖୁବ୍ଶୀଘ୍ର ପ୍ରକାଶ ପାଇବ ସମେଟିଭ୍-୧ ପରୀକ୍ଷା ଫଳ, ବୋର୍ଡର ୱେବ୍ସାଇଟ୍ରେ ହେବ ଉପଲବ୍ଧ
କଟକ (ଭାସ୍କର ନ୍ୟୁଜ୍): ଗତ ଜାନୁଆରୀରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀର ସମେଟିଭ୍ ଆସେସ୍ମେଣ୍ଟ- ୧ ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ଫଳ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ । ଏହି…
ମାର୍ଚ୍ଚ ୨୮-୨୯ ସର୍ବଭାରତୀୟ ଧର୍ମଘଟ, ୧୨ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇବେ ଶ୍ରମିକ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କ ଆହ୍ୱାନ କ୍ରମେ ୧୨ ଦଫା ଦାବି ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଦେଶବ୍ୟାପୀ ମାର୍ଚ୍ଚ ୨୮-୨୯ ଦୁଇଦିନ ଧରି ସାଧାରଣ ଧର୍ମଘଟର ସଫଳତା ପାଇଁ ରବିବାର…
ବିଏମ୍ସି ନିର୍ବାଚନ କସରତ: ଆଜି ନାମାଙ୍କନ ଦାଖଲର ଅନ୍ତିମ ଦିନ, ଏବେ ବି ଦ୍ବନ୍ଦରେ ଆଶାୟୀ ପ୍ରାର୍ଥୀ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ପୌର ନିର୍ବାଚନ ନାମାଙ୍କନ ଦାଖଲକୁ ଆଉ ମାତ୍ର ୨୪ ଘଣ୍ଟାରୁ କମ୍ ସମୟ ବାକି ଥିବାବେଳେ ଆଶାୟୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି । ବହୁ ଆଶାୟୀ ନେତା ଓ ବିଧାୟକଙ୍କ…
ଚାକିରି ଛାଡିବା ସହିତ ଅନ୍ୟକୁ ଦେଉଛନ୍ତି ରୋଜଗାର: ସ୍ୱାବଲମ୍ବୀ ବନାଇଛି ଥାଇଲାଣ୍ଡ ବରକୋଳି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଶା ମାଟିରେ ଥାଇଲାଣ୍ଡ ଫଳ । ଆପଣ ଦେଖୁଥିବା ଏ କେଉଁ ସେଓ ନୂହେଁ ଏ ହେଉଛି ବରକୋଳି । ଯାହାକୁ ଥାଇଲ୍ୟାଣ୍ଡ ବରକୋଳି କୁହାଯାଉଛି । ଆକାର ଯେମିତି ସ୍ୱାଦ ବି ସେମିତି । ଯାଜପୁର ବଡ଼ଚଣା…
ପୁଣି ଥରେ ମନେ ପଡ଼ିଲା ମୁଣ୍ଡୁଳୀ: ମହାନଦୀରେ ଫସିଲେ ଦୁଇ ହାତୀ
ପୁଣି ମହାନଦୀରେ ଫସିଲେ ଗଜରାଜ । ନଦୀ ପାର ବେଳେ ସ୍ରୋତରେ ଭାସିଗଲେ ଗଜରାଜ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନରାଜ ବ୍ୟାରେଜ ନିକଟରେ । ରବିବାର ସକାଳୁ ଚନ୍ଦକା ଅଞ୍ଚଳରୁ ହାତୀ ପଲ ମହାନଦୀ ପାର କରୁଥିବାବେଳେ ମହାନଦୀର…
ଥାନାଠୁ ମାତ୍ର ୧୦୦ ମିଟର ଦୂରରେ ଖୁଲମଖୁଲା ଚାଲିଛି ଧଳା ଜହର ଡିଲ: ଦେଖନ୍ତୁ ଭାଇରାଲ ଭିଡିଓ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ବଢିଚାଲିଛି ଅପରାଧ । କିଏ କେମିତି ଉପାୟରେ ଅପରାଧ କରୁଛି ତାର ପତା ମିଳୁନି । ହେଲେ ଆପଣ ଜାଣି ହୁଏତ ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ଥାନା ଠୁ ମାତ୍ର ୧୦୦ ମିଟର ଦୂରରେ ଚାଲିଛି…
ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନୀବନ, କହିଲେ ଏମିତି…
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ୟୁକ୍ରେନ ଉପରେ ଋଷର ଆକ୍ରମଣ ଯୁଦ୍ଧ ବିଭୀଷିକା ମଧ୍ୟରେ ସେଠାରେ ଫସିଥିବା ଭାରତୀୟ ତଥା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରଛନ୍ତି ଭାରତ ସରକାର । ସେପଟେ…