Browsing Category

ରାଜ୍ୟ

ଏଥର ଆଗୁଆ ଆସିବ ମୌସୁମୀ, ମେ’ ୧୫ ସୁଦ୍ଧା ଆଣ୍ଡାମାନ ସାଗରରେ ମୌସୁମୀ ବାୟୁ ସକ୍ରିୟ ହେବାର ସମ୍ଭାବନା

ଭୁବନେଶ୍ୱର : ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ମାସ ୧୫ ସୁଦ୍ଧା…

ଘରୋଇ ହସ୍ପିଟାଲରେ ଚାମ୍ବର ଭିତରୁ ଡାକ୍ତରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର , କିଛି ଦିନ ତଳେ କରିଥିଲେ ବିବାହ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ତାଙ୍କ ଚ୍ୟାମ୍ବରରେ ଥିବାବେଳେ ଏହି ମୃତ୍ୟୁ ଘଟିଥିଲା । ତେବେ ଏହାର କାରଣ ସ୍ପଷ୍ଟ…

ରାଜ୍ୟସଭା ନିର୍ବାଚାନ ପାଇଁ ବାଜିଲା ବିଗୁଲ୍ : ଓଡ଼ିଶା ସମେତ ୧୫ ରାଜ୍ୟର ୫୭ଟି ଆସନ ପାଇଁ ହେବ ମତଦାନ, ଜୁନ୍‌ ୧୦ରେ ଭୋଟ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,(ଭାସ୍କର ନ୍ୟୁଜ) ରାଜ୍ୟସଭା ନିର୍ବାଚନ ପାଇଁ ଗୁରୁବାର ଦେଶର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ରାଜ୍ୟସଭାରେ ଖାଲି ପଡ଼ିବାକୁ ଯାଉଥିବା ମୋଟ୍‌ ୫୭ଟି ଆସନ ପାଇଁ ଆସନ୍ତା ଜୁନ୍‌ ୧୦…

ଦାରୁଣ ଦୁଃଖଦାୟକ ଘଟଣା: ମାଆ ଓ ୨ ଛୁଆ ଜୀଅନ୍ତା ଜଳିଗଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ବିଧିର ବିଧାନ କେ କରିବ ଆନ । ଉପରବାଲା ଯାହାକୁ ଚାହିଁବ ତାକୁ ନେଇଯିବ ଆଉ ଯାହାକୁ ଚାହିଁବ ତାକୁ ମାରିଦେବ । ଏପରି ଏକ ଯନ୍ତ୍ରଣାଦାୟକ ଘଟଣା ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ…

ଏସ୍‌ଟିଏଫ୍‌କୁ ବଡ ସଫଳତା: ଖୋର୍ଦ୍ଧାର ଦଧିମାଛଗଡ଼ିଆ ଅଞ୍ଚଳରୁ ଜବତ ହେଲା୧ କେଜି ୪୨ ଗ୍ରାମ୍‌ ବ୍ରାଉନ୍‌ସୁଗର, ୩ ଗିରଫ

ଖୋର୍ଦ୍ଧା (ଭାସ୍କର ନ୍ୟୁଜ୍‌) : ଖୋର୍ଦ୍ଧାର ଦଧିମାଛଗଡ଼ିଆ ଅଞ୍ଚଳରୁ ଏସ୍‌ଟିଏଫ୍‌ ୧ କେଜି ୪୨ ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇ ପଚରା ଉଚରା ଚାଲୁ ରହିଛି । ଜବତ ବ୍ରାଉନ…

ରାଜ୍ୟରେ ବଦଳିଲା ପାଣିପାଗ: କମିଲା ବର୍ଷା.. ବଢ଼ିଲା ତାତି , ୧୫ ତାରିଖଠୁ ଉପରମୁହାଁ ହେବ ପାରଦ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଦୂର ହେଲା ବାତ୍ୟା ଅସାନୀ ଭୟ । ଏହା ଓଡ଼ିଶାକୁ ନ ଆସି ଆନ୍ଧ୍ରରେ ତାଣ୍ଡବ ରଚିଲା ।ଅବପାତରେ ପରିଣତ ହୋଇ ସମୁଦ୍ର ଭିତରକୁ ଚାଲିଗଲା ଅସାନୀ। ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା…

ଏମ୍ସ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ

ଭୁବନେଶ୍ୱର: କୋଭିଡ ମହାମାରୀ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ଦୁର୍ବଳ ନିବେଶ ଏବଂ ଅବହେଳାକୁ ସାମ୍ନାକୁ ଆଣିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକା(ନର୍ସ) ମାନଙ୍କର ଏକ ପ୍ରମୁଖ ଭୂମିକା…

୨୦୨୪ ସାଧାରଣ ନିର୍ବାଚନ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବ ବିଜେପି, ୧୩ ଏବଂ ୧୪ରେ ଗୁରୁତ୍ୱପୁର୍ଣ୍ଣ ବୈଠକ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ରୋଡ୍ ମ୍ୟାପ୍ ପ୍ରସ୍ତୁତି ପାଇଁ ୧୩ ଏବଂ ୧୪ ତାରିଖରେ ବିଜେପି ପକ୍ଷରୁ ବସିବ ଗୁରୁତ୍ୱପୁର୍ଣ୍ଣ ବୈଠକ । କୋର କମିଟିଠାରୁ ଆରମ୍ଭ କରି ଜିଲ୍ଲା ସଭାପତି ଓ ପ୍ରଭାରୀ ଏବଂ ସମସ୍ତ…

ସୁପ୍ରିମକୋର୍ଟକୁ ଯିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା, ବ୍ଲକରୁ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ଗଣଧାରଣା

ଭୁବନେଶ୍ୱର: ସୁପ୍ରିମକୋର୍ଟକୁ ଯିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା । ବେଆଇନ୍ ନିର୍ମାଣକୁ ତୁରନ୍ତ ବନ୍ଦ କରିବା ପାଇଁ ଖୁବ୍ ଶୀଘ୍ର ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରାଯିବ । ଏହା ସଙ୍ଗେ ସଙ୍ଗେ ସାରା ରାଜ୍ୟରେ…

ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ, ଖାଲି ହେଉଥିବା ୩ ଆସନ ପାଇଁ ହେବ ଭୋଟ

ନୁଆଦିଲ୍ଲୀ: ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶା ପାଇଁ ଖାଲି ହେଉଥିବା ୩ ଆସନ ପାଇଁ ଅନୁଷ୍ଠିତ ହେବ ଏହି ନିର୍ବାଚନ । ଏଥି ପାଇଁ ଜୁନ ୧୦ରେ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ…