Browsing Category
ରାଜ୍ୟ
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ମାଓ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବେ । ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ମାଓ ମୁକାବିଲା ନେଇ…
ନଦୀ ମଝିରେ ଗଜ: ଉପରକୁ ଉଠିପାରୁନି ହାତୀ, ଦଉଡ଼ିରେ ବାନ୍ଧି ଦିଆଗଲା କଦଳୀ
କଟକ(ଓଡ଼ିଶା ଭାସ୍କର): ମୁଣ୍ଡୁଳୀ ବ୍ୟାରେଜରେ ଫସି ରହିଛି ହାତୀ । ତାକୁ ଉଦ୍ଧାର କରିବା ପାଇଁ ବନ ବିଭାଗ କର୍ମଚାରୀଙ୍କ ଜୋରଦାର ଉଦ୍ୟମ ଜାରି ରହିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନି । କୂଳରେ ପହଞ୍ଚିବା ପରେ ବି…
ସ୍ୱାମୀ ବାହାଘର ଅଟକାଇବା ପାଇଁ ଡିସିପି ଅଫିସର ଦ୍ୱାରସ୍ଥ ହେଲେ ମହିଳା, ମାସେ ତଳେ ହୋଇଥିଲା ବିବାହ
କେନ୍ଦୁଝର(ଓଡ଼ିଶା ଭାସ୍କର): "ମତେ ନ୍ୟାୟ ଦିଅ, ମୋ ସ୍ୱାମୀର ବାହାଘର" । ମାସକ ତଳେ ବିବାହ କରି ସାତ ଜନ୍ମ ପର୍ଯ୍ୟନ୍ତ ସାଥୀ ହୋଇ ରହିବାକୁ ଦେଇଥିବା ପ୍ରତିଶ୍ରୁତି ପାଣି ଫୋଟକା ପରି ମିଳେଇ ଯାଇଛି । ସ୍ୱାମୀ ବାହାଘର…
୧୨ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର !
ଭୁବନେଶ୍ୱର (ଓଡ଼ିଶା ଭାସ୍କର): କାଲିର ଘୂର୍ଣ୍ଣିବଳୟ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ…
ଭୁବନେଶ୍ୱର କୋର୍ଟ ପରିସର ୩ ଦିନ ସିଲ୍, ଜାଣନ୍ତୁ କାହିଁକି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର କୋର୍ଟ ପରିସରକୁ ୩ ଦିନ ପାଇଁ ସିଲ୍ କରାଯାଇଛି । କୋଭିଡ ସ୍ରଂକମଣ ଯୋଗୁଁ ସିଲ୍ ହୋଇଥିବା ସୂଚନା ମିଳିଛି । କୋଭିଡ ପଜିଟିଭ୍ ଚିହ୍ନଟ ହେବାରୁ ୨୬ ତାରିଖ ଯାଏଁ ଏହାକୁ…
‘ଅପରେସନ୍ ଗଜ ଉଦ୍ଧାର’ ମୁଣ୍ଡଳି ଅଭିମୁଖେ ବରିଷ୍ଠ ଅଧିକାରୀ
ଆଠଗଡ଼(ଓଡ଼ିଶା ଭାସ୍କର): ମହାନଦୀ ପାର ହେଉଥିବା ବେଳେ ମୁଣ୍ଡଳିଠାରେ ଫସିଛି ହାତୀ । ମହାନଦୀରେ ପ୍ରଖୋର ସ୍ରୋତ ଥିବାରୁ ୮ ହାତୀ ଭାସିଯାଇ ନୂଆଶାସନ ନିକଟରେ ଅଟକିଛନ୍ତି ଓ ଆଉ ଦୁଇଟି ହାତୀ ଭାସି ଯାଇ ଅନନ୍ତପୁର ଠାରେ…
ଆଜି ରାଜ୍ୟରେ ୬ କରୋନା ରୋଗୀଙ୍କ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…
ଆଜି ରାଜ୍ୟରେ ୫୩୯କରୋନା ପଜିଟିଭ୍: ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
ମହାନଦୀରେ ଫସିଲା ହାତୀ, ଦେଖନ୍ତୁ ଭିଡିଓ
ଆଠଗଡ଼(ଓଡ଼ିଶା ଭାସ୍କର): କଟକ ମୁଣ୍ଡଳୀରେ ମହାନଦୀ ପାଣିରେ ଫସିଛି ହାତୀ । ନଦୀପାର ହେଉଥିବା ଘଟିଛି ଏହି ଅଭାବନୀୟ ଘଟଣା । ମହାନଦୀରେ ୭ଟି ହାତୀ ଭାସିଯାଇଥିବା ସୂଚନା ମିଳିଛି । ଗୋଟିଏ ହାତୀ ଛୁଆ ମୁଣ୍ଡଳୀ ବ୍ରିଜ…
ଦୂର୍ଗାପୂଜା ପାଇଁ ବିଏମ୍ସିର ଗାଇଡ୍ଲାଇନ୍: ପୂଜାମଣ୍ଡପକୁ ଶ୍ରଦ୍ଧାଳୁଙ୍କୁ ବାରଣ, ଭସାଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଦଶହରା ପୂଜା ପାଳନ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଉପରେ ସମ୍ପୂର୍ଣ୍ଣ କଟକଣା…