Browsing Category
ରାଜ୍ୟ
ଗଛ ପାଲିଟିଛି ବ୍ରିଜ, ବିପଦ ସଙ୍କୁଳ ପୋଲ ଉପରେ ଲୋକେ ଯାତାୟତ କରୁଥିବାର ଦେଖନ୍ତୁ ଦୃଶ୍ୟ
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାର୍ଲବା ପଞ୍ଚାୟତର ତବାରସିଂ ଓ ପୁତିସାହି ଗ୍ରାମକୁ ସଂଯୋଗ କରୁଥିବା ଏକ ନଦୀ ଉପରେ ଏଭଳି ଛାତି ଥରା ଘଟଣା ଦେଖିବାକୁ ମିଳିଛି । ଏହି ବିପଦ ସଙ୍କୁଳ ଝୁଲା ପୋଲ ଦେଇ ସେହି ଅଞ୍ଚଳର…
ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ କହିଲେ
ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବଲାଙ୍ଗୀର ଟିଟିଲାଗଡ଼ରେ ଆଜି ପହଞ୍ଚି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହିତ ଭିତ୍ତିପ୍ରସ୍ତର…
ଘର ଭିତରୁ ମା ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର
ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ଘର ଭିତରୁ ମା ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ୨୮ ବର୍ଷୀୟା ମହିଳାଙ୍କ ସମେତ ୫ ଓ ୩ ବର୍ଷର ଦୁଇ ଝିଅଙ୍କ ମୃତଦେହ ଠାବ କରାଯାଇଛି । ଝାରସୁଗୁଡ଼ା ବ୍ରଜରାଜନଗର ଗଙ୍ଗାନଗର ଫାଟକପଡ଼ା…
ନିଜର ଉପସ୍ଥିତ ବୁଦ୍ଧି ପାଇଁ ଯୁବକଙ୍କ ଜୀବନ ବଞ୍ଚିଲା, ଗିରଫ ହେଲେ ହାଇୱେ ଲୁଟେରା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ହାଇୱେ ଲୁଟେରାଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ଲୁଟୋରଙ୍କ ପ୍ରାଦୃର୍ଭାବ ଯୋଗୁଁ ଜନସାଧାରଣ ଘରୁ ବାହାରିବାକୁ ଡରୁଛନ୍ତି । ମାତ୍ର ବାଲିଚନ୍ଦ୍ରପୁରର ଜଣେ ଯୁବକ ନିଜର…
ମାତ୍ର ୧୨୦୦ ଟଙ୍କା ପାଇଁ ମହିଳାଙ୍କୁ କଲେ ଲଣ୍ଡା, ସାମ୍ନାକୁ ଆସିଲା ଭିଡିଓ
ପଟ୍ଟାମୁଣ୍ଡାଇ(ଓଡ଼ିଶା ଭାସ୍କର): ଟଙ୍କା ପାଇଁ ଲୋକମାନେ ନିଜ ମଣିଷପଣିଆକୁ ବି ଭୁଲି ଯାଆନ୍ତି, ଯାହାର ଏକ ଦୃଶ୍ୟ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦେଖିବାକୁ ମିଳିଛି । ମାତ୍ର ୧୨୦୦ ଟଙ୍କା ପାଇଁ ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ…
ଆଜି ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି: ଚିହ୍ନଟ ହେଲେ ୭୩୪ ପଜିଟିଭ୍: ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ଆଜି କରୋନା…
ବଢ଼ୁଛି ଜଳସ୍ତର, ବିପଦ ସଙ୍କେତ ଉପରେ ଜଳକା
ଜଳେଶ୍ୱର(ଓଡ଼ିଶା ଭାସ୍କର) : ବର୍ଷା ଯୋଗୁଁ ଜଳସ୍ତର ପୁଣି ବଢ଼ିବାରେ ଲାଗିଛି । ବିପଦ ସଙ୍କେତ ଉପରେ ରହିଛି ଜଳକା ନଦୀର ଜଳସ୍ତର । ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଏବେ ଜଳସ୍ତର ୭.୧୮ ମିଟର ରହିଛି ।…
ଦଶମରେ ଗଣିତ ନଥିଲେ ଯୁକ୍ତଦୁଇରେ ବିଜ୍ଞାନ ଓ ବାଣିଜ୍ୟ ପଢ଼ିପାରିବେ ନାହିଁ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନୂଆ ନିୟମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ଗଣିତ ବିଷୟ ପଢ଼ିନଥିଲେ ଯୁକ୍ତ ଦୁଇରେ ବିଜ୍ଞାନ ଓ ବାଣିଜ୍ୟ ପଢ଼ିପାରିବେ ନାହିଁ । ବର୍ତ୍ତମାନ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମଲେଖା ଜାରି ରହିଥିବା ବେଳେ…
ପୋଖରୀରେ ବୁଡ଼ି ୨ ଶିଶୁଙ୍କ ଗଲା ଜୀବନ
ଭବାନୀପାଟଣା(ଓଡ଼ିଶା ଭାସ୍କର): ଡ୍ରେନରେ ଭାସି ୧୦ମ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ଦିନ କେଇଟା ବିତିଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଘଟଣା । ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ ହୋଇଛି । ବିଶ୍ୱନାଥପୁର ଥାନା…
ବଢୁଛି ହୀରାକୁଦ ଜଳସ୍ତର,୧୨ଟି ଗେଟ ଦେଇ ଜଳ ନିଷ୍କାସିନ ଜାରି
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି । ଜଳ ସ୍ତର ବଢୁଥିବାରୁ ମଙ୍ଗଳବାର ଦିନ ମୋଟ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ଜଳ ସ୍ତର ୬୨୯ ଦଶମିକ୍ ୫୨ ଫୁଟ୍ ରହିଥିବା…