Browsing Category

ରାଜ୍ୟ

କରୋନା ଆତଙ୍କ ମଧ୍ୟରେ ଆସିଲା ଆଶ୍ୱସ୍ତିକର ଖବର: ଘାତକ ହେବନି ତୃତୀୟ ଲହର, ନୂଆ ଭାରିଏଣ୍ଟ ନଆସିଲେ ସ୍ୱାଭାବିକ ରହିବ ସ୍ଥିତି

କାନ୍‌ପୁର : କରୋନାର ତୃତୀୟ ଲହରକୁ ନେଇ ଥିବା ଆତଙ୍କ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । କାନ୍‌ପୁର ଆଇଆଇଟିର ଆକଳନ ଅନୁସାରେ ଦ୍ୱିତୀୟ ଲହର ଭଳି ଘାତକ ହୋଇନପାରେ କରୋନାର ତୃତୀୟ ଲହର । ନୂଆ ଭାରିଏଣ୍ଟ…

ଆଜି ଆସିବ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡ୍‌ଲାଇନ୍‌: ପାର୍ବଣ ପାଇଁ ଲାଗିବ କି ସ୍ୱତନ୍ତ୍ର କଟକଣା ?

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ମଙ୍ଗଳବାର ଆସିବ ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ୍‌ । ଅଗଷ୍ଟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ର ଅବଧି ବୁଧବାର ସକାଳ…

କାର-ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ସାଲେପୁର (ଭାସ୍କର ନ୍ୟୁଜ୍): କନ୍ଦରପୁର ଥାନା ଅନ୍ତର୍ଗତ ଫକୀରପଡା ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍‌ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ବାଇକ୍ ଚାଳକ ମୃତ୍ୟୁ ଘଟିଛି । ପଛରେ…

ବାଇକ୍‌ରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ମାଡ଼ି ବସିଲା ପୋଲିସ : ୨୫ କେଜ ଗଞ୍ଜେଇ ସହ ବାଇକ୍ ଜବତ, ଜଣେ ଗିରଫ

ଦାରିଙ୍ଗବାଡ଼ି (ଭାସ୍କର ନ୍ୟୁଜ୍):  ଏକ ବାଇକ୍‌ରେ ୨୫ କିଲେରୁ ଅଧିକ ଓଜନର ଗଞ୍ଜେଇକୁ ବ୍ରହ୍ମପୁର ଚୋରାଚାଲାଣ ବେଳେ ଯୁବକଙ୍କୁ ଧରିଲା ଦାରିଙ୍ଗବାଡ଼ି ପୋଲିସ। ଗଞ୍ଜେଇ ଓ ବାଇକ୍ ଜବତ ହୋଇଛି। ଅଭିଯୁକ୍ତ ଅଜିତ…

ଓଡ଼ିଆ ଡାକ୍ତରଙ୍କୁ ଜାତୀୟ ବୀର ସମ୍ମାନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାର ଡାକ୍ତର କାର୍ତ୍ତିକେଶ୍ୱର ଜେନାଙ୍କୁ ଜାତୀୟ ବୀର ସମ୍ମାନରେ ସମ୍ମାନିତ କରାଯାଇଛି । କରୋନା କାଳରେ ଅପୂର୍ବ ବୀରତ୍ୱର ନିଦର୍ଶନ ଦେଖାଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ସମ୍ମାନ…

ମତ ବଦଳେଇଲେ ତାରା; ନିରଞ୍ଜନ ମୋ ବଡଭାଇ

ଭୁବନେଶ୍ୱର (ଓଡ଼ିଶା ଭାସ୍କର):କୋରାପୁଟ ବିଧାୟକ ତାରା ପ୍ରସାଦ ବାହିନୀପତି ନରମି ଯାଇଛନ୍ତି । କିଛିଦିନ ତଳେ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଅଯୋଗ୍ୟ ବୋଲି କହିଥିଲେ । ଏହାକୁ ନେଇ ବେଶ ହଟଚମଟ ହୋଇଥିଲା ।…

ବ୍ରିଜ ନିକଟରୁ ଯୁବତୀଙ୍କ ଗଳିତ ମୃତ ଦେହ ଉଦ୍ଧାର; ହତ୍ୟା ସନ୍ଦେହ

ଗଞ୍ଜାମ (ଓଡ଼ିଶା ଭାସ୍କର): ପୋଲ କଡ଼ରୁ ଯୁବତୀଙ୍କ ମୃତଦେହ ଠାବ । ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ପରିଚୟ ମିଳିପାରିନାହିଁ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୌଲାଭଞ୍ଜ ଘୋଡ଼ାହାଡ଼ ବ୍ରିଜ୍‌ ନିକଟରୁ ଠାବ ହୋଇଛି…

ରାଜ୍ୟରେ ଆଉ ୬୭ ମୃତ୍ୟୁର ହିସାବ ଦେଲେ ସରକାର

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଇଛୁ କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍…

ରାଜ୍ୟରୁ ପୁଣି ବାହାରିଲେ ୬୦୯ ଆକ୍ରାନ୍ତ, ଜାଣନ୍ତୁ କେତେ ଶିଶୁ ପଜିଟିଭ୍

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…

ରାଜଧାନୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା, ସାମାନ୍ୟ ବଚସାରୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମାନ୍ୟ ବଚସାରୁ ରାଜଧାନୀ ଭୁବନେଶ୍ୱରରେ ହୋଇଛି ବୀଭତ୍ସ ହତ୍ୟାକାଣ୍ଡ ଗତ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଖଣ୍ଡଗିରି ଥାନା ରଘୁନାଥ…