Browsing Category

ରାଜ୍ୟ

ବ୍ରାଣ୍ଡେଡ୍ ମଦ ନାଁରେ ବିଷ ଛାଡୁଥିଲେ ବଜାରକୁ, ବନ୍ଧାହେଲେ ୪ ଜଣ

ବାଲେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଧରାପଡ଼ିଲା ନକଲି ମଦ କାରଖାନା । ଠାବ ହେଲା ପେଟି ପେଟି ଡୁପ୍ଲିକେଟ୍ ମତ ବୋତଲ । ଏଥିସହ ବୋତଲ, ଠିପି, ଷ୍ଟିକର୍ ଆଦି ସରଞ୍ଜାମ ମିଳିଛି । ବ୍ରାଣ୍ଡେଡ୍ କମ୍ପାନି ନାଁରେ ବଜାରକୁ…

କାଠପୋଲକୁ ୭୪ ବର୍ଷ ହେଲା ଭରସା କରିଛନ୍ତି ୬୦ ପରିବାର

କୋରାପୁଟ(ଓଡ଼ିଶା ଭାସ୍କର): ଗାଁକୁ ଘେରିଛି ପାହାଡ଼ିଆ ନାଳ ଓ ନଦୀ । ଅନ୍ୟଦିନେ ଯେମିତି ସେମିତି ଚଳିଯାଉଥିଲେ ବି ବର୍ଷାଦିନ ଆସିଲେ ଆଦିମ ମଣିଷ ପରି ଜୀବନ ବିତାଉଛନ୍ତି ଗାଁଲୋକେ । ଘର କହିଲେ ଧାଡ଼ି ହୋଇ ରହିଥିବା କେତେଟି…

ସମ୍ବଲପୁର ଜିଲ୍ଲା ଗସ୍ତରେ ଅରୁଣ ସାହୁ: ୫୦ କୋଟି ଯାଆଁଳ ଉତ୍ପାଦନ ଟାର୍ଗେଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୃଷି ମନ୍ତ୍ରୀ ଅରୁଣ ସାହୁ ଶୁକ୍ରବାର ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିଛନ୍ତି । ମନ୍ତ୍ରୀ ଶ୍ରୀ ସାହୁ ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ମତ୍ସ୍ୟ ଓ ପଶୁପାଳନ ବିଭାଗର ସମୀକ୍ଷା କରିଛନ୍ତି…

ରାଜ୍ୟରେ ଟିକାକରଣ ବାବଦରେ ପିଏମ୍-ସିଏମ୍ ବୈଠକରେ ନୂଆ ପ୍ରସ୍ତାବ ରଖିଲେ ନବୀନ, ଜାଣନ୍ତୁ କ’ଣ କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ପିଏମ-ସିଏମ ବୈଠକରେ ଯୋଗଦେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ରାଜ୍ୟର ଉପକୂଳ ଅଞ୍ଚଳରେ ଏବେ ବି କରୋନା ସଂକ୍ରମଣ ବଢ଼ୁଥିବାରୁ ଟିକା…

ଆସନ୍ତା ୨୦ରେ ବିକ୍ଷୋଭ କରିବ ବିଜେଡ଼ି, ଜାଣନ୍ତୁ କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାନ କିଣାକୁ ନେଇ ବିଜେପିର ଆକ୍ଷେପ ପରେ ଦୃଢ଼ ପ୍ରତିକ୍ରିୟା ରଖିଛି ବିଜେଡି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଚିତ ଜବାବ ରଖିଛି ବିଜୁ ଜନତା ଦଳ । ଏହା ସହ ଜୁଲାଇ ୨୦ରେ ଏଫସିଆଇ…

ସେକ୍ରେଟାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପେକ୍ସ ସେକ୍ରେଟାରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ଚାରଭଟ୍ଟା ଓ ଡୁବୁଲା ପ୍ରାଇମେରି ଏଗ୍ରିକଲଚର କୋ-ଅପରେଟିଭ୍ ସୋସାଇଟି (ପେକ୍ସ)…

୨୧ରେ ଆସୁଛି ଲଘୁଚାପ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୧ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ…

ସରିଲା ମାଟ୍ରିକ୍ ଅଫଲାଇନ୍ ଆବେଦନ, ଜାଣନ୍ତୁ କେବେ ହେବ ପରୀକ୍ଷା?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରିଯାଇଛି ମାଟ୍ରିକ୍ ଅଫଲାଇନ୍ ଆବେଦନ ପ୍ରକ୍ରିୟା । ଫର୍ମପୂରଣ ପ୍ରକ୍ରିୟା ଗତ ୫ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ମଧ୍ୟରେ ସମାପ୍ତ ହୋଇଛି । ତେବେ ଆସନ୍ତା ୩୦ ତାରିଖରୁ ପରୀକ୍ଷା ଆରମ୍ଭ…

ଜଳେଶ୍ୱରରୁ ପିସ୍ତଲ ଓ ଗୁଳି ଜବତ, ଜଣେ ଗିରଫ

ବାଲେଶ୍ୱର(ଓଡ଼ିଶା ଭାସ୍କର): ଜଳେଶ୍ୱର ଥାନା ଉତ୍ତରପଡ଼ା-ଖଳାବାଡ଼ିଆ ଅଞ୍ଚଳରୁ ପିସ୍ତଲ ଓ ୨ ରାଉଣ୍ଡ ଗୁଳି ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଜଣେ ଯୁବକକୁ ମଧ୍ୟ ପୋଲିସ୍ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ଚନ୍ଦ୍ରକାନ୍ତ…

ଚଳିତ ମାସରେ ୧୦୩ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ କାରଣରୁ ପୂର୍ବରୁ ହିଁ ଜଟିଳ ପରିସ୍ଥିତି ଲାଗି ରହିଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଚଳିତ ମାସରେ ୧୦୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି…