Browsing Category

ରାଜ୍ୟ

ଲଭ୍ ସେକ୍ସ ଆଉ ଧୋକା: ଗର୍ଭବତୀ କରି ଚମ୍ପଟ ମାରିଲା ପ୍ରେମିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଭ୍, ସେକ୍ସ ଆଉ ଧୋକା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ସିମୁଳିଆରେ । ଗର୍ଭବତୀ କରି ପ୍ରେମିକ ଜଣକ ଚମ୍ପଟ ମାରିଥିବା ବେଳେ ଆତ୍ମହୁତି ଉଦ୍ୟମ କରିଛନ୍ତି ଯୁବତୀ ।…

ୟୁଟ୍ୟୁବ ବଦଳାଇଲା ଭାଗ୍ୟ, ଲକ୍ଷାଧିକ ଟଙ୍କାର ମାଲିକ ସମ୍ବଲପୁରର ଆଦିବାସୀ ଯୁବକ

ଭୁବନେଶ୍ୱର,ସମ୍ବଲପୁର(ଓଡ଼ିଶା ଭାସ୍କର): ଏମିତ ବି ବଦଳେ ଭାଗ୍ୟ । ୟୁଟ୍ୟୁବର୍ ରୁ ଏବେ ଲକ୍ଷାଧିକ ଟଙ୍କାର ମାଲିକ ହୋଇଛନ୍ତି ଓଡ଼ିଶାର ଜଣେ ଯୁବକ । ତେବେ ସେ କୌଣସି ଜଣାଶୁଣା ଚେହେରା କି ସେଲିବ୍ରେଟି ନଥିଲେ, ସାଧାରଣ…

ଏଣିକି କଲେଜ ଆସିବେ ସବୁ ଷ୍ଟାଫ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଧିରେ ଧିରେ କମିବାରେ ଲାଗିଛି । ଏହାରି ମଧ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନର ସମସ୍ତ ଟିଚିଂ ଓ ନନ୍ ଟିଚିଂ ଷ୍ଟାଫଙ୍କୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ…

ପ୍ରିୟଦର୍ଶିନୀକୁ ମାରି ଅଜଣା ପୁରୁଷ କରୁଥିଲା ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ । କିନ୍ତୁ ପୂରା ସସ୍ପେନ୍ସ । କିଏ କାହିଁକି ମାରିଲା ପ୍ରିୟଦର୍ଶିନୀଙ୍କୁ? ସମାନ ଘରୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ପୁରୁଷ ଜଣଙ୍କ କିଏ?…

ବିପଦରେ ପ୍ରିଣ୍ଟ ମିଡିଆର ଭବିଷ୍ୟତ? ବଢ଼ିଚାଲିଛି ଡିଜିଟାଲର ପ୍ରାଧାନ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଡିଜିଟାଲର ପ୍ରଧାନ୍ୟ ବଢ଼ିବାରେ ଲାଗିଛି । ଶିକ୍ଷା, ସ୍ୱାସ୍ଥ୍ୟ, ବିଜିନେସ୍, ଗଣମାଧ୍ୟମ, ପରିବହନ ଆଦି ବିଭିନ୍ନ କ୍ଷେତ୍ର ବିଶେଷ ଭାବେ ଅନଲାଇନ୍ ଉପରେ ପ୍ରାୟତଃ…

ରାଜଧାନୀରେ ହତ୍ୟାକାଣ୍ଡ: ଘରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ସହ ଜଣେ ପୁରୁଷ ଗୁରୁତର ଅବସ୍ଥାରେ ଠାବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ରାଜଧାନୀରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସାମନାକୁ ଆସିଛି । ଭୁବନେଶ୍ୱର ଭୀମଟାଙ୍କୀ ଫେଜ୍-୧ରେ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ଘର ଭିତରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତ ଦେହ…

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଜାଣନ୍ତୁ କାହିଁକି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିବା…

୭ ତାରିଖରୁ ରାଜ୍ୟବ୍ୟାପି ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତୈଳଦର ବୃଦ୍ଧିକୁ ନେଇ ରାଜ୍ୟବ୍ୟାପି ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ କରିବ କଂଗ୍ରେସ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା…

ରାଜ୍ୟରେ କରୋନାକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ, ଆଜି ୨୮୦୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ…

ଭୁବନେଶ୍ୱରରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍, କୋଭିଡ୍ ସ୍ଥିତିର କରିବେ ସମୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ପହଞ୍ଚିଲା କୋଭିଡ୍ କେନ୍ଦ୍ରୀୟ ଟିମ୍ । ଏଠାରେ ଟିମ୍ କୋଭିଡ୍ ସ୍ଥିତି ସମୀକ୍ଷା କରିବେ । ଏଥିସହ ଯେଉଁ ଜିଲ୍ଲାରେ ସଂକ୍ରମଣର ମାତ୍ରା ଅଧିକ ରହିଛି ସେହି ସବୁରେ କୋଭିଡ୍ ସ୍ଥିତି…