Browsing Category
ରାଜ୍ୟ
କରୋନା କବଳରେ ଓଡ଼ିଶା, ଆଜି ସର୍ବାଧିକ ରେକର୍ଡ ୫୨ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିସାରିଛି, ଏହା ଆଜିର ମୃତ୍ୟୁ ସଂଖ୍ୟାରୁ ପ୍ରମାଣିତ ହୋଇଛି । ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟତଃ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର…
ବିନା ଲାଇସେନ୍ସରେ ଚାଲିଛି ଡିଷ୍ଟେଲ୍ ୱାଟର୍ କାରଖାନ, ଚଢ଼ଉ କଲା ମାପ ଓଜନ ବିଭାଗ
ମାଲକାନଗିରି (ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ସ୍ଥାନୀୟ ଏମ୍ଭି ୨ ଠାରେ ବେଟେରୀ ଟନିକ୍ ନାମକ ଏକ କମ୍ପାନୀ ଖୋଲାଯାଇ ନକଲି ଡିଷ୍ଟେଲ ୱାଟର ବ୍ୟବସାୟ କାୟା ବିସ୍ତାର କରିଚାଲିଛି । କୌଣସି…
ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ବିନପାଳ, ବାହା ହେବାକୁ ମନା କରିବାରୁ ଦୁଷ୍କର୍ମ ମାମଲାରେ ବନ୍ଧା ହେଲେ…
ମାଲକାନଗିରି (ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା ସଦର ମହକୁମାର ଜଣେ ବନପାଳ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବନପାଳ ଜଣକ ହେଲେ ମୁରଲିଧର ଅନୁଗୁଳିଆ ।
ସୂଚନା…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୯ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜି ସକାଳ ଠାରୁ ୬ ତାରିଖ ସକାଳ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ,…
୬୪ ବର୍ଷରେ ୧୬୪ଥର ରକ୍ତଦାନ, ଜାଣନ୍ତୁ କିଏ ଏହି ବ୍ୟକ୍ତି
ଭୁବନେଶ୍ୱର, (ଓଡ଼ିଶା ଭାସ୍କର ) : ୬୪ ବୟସରେ ୧୬୪ଥର ରକ୍ତଦାନ । ପ୍ଲେଟଲେଟ୍ ବି ୧୯ଥର ଦାନ କରିଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ, ଏଭଳି ବ୍ୟକ୍ତି ସମାଜରେ ନିଃସ୍ୱାର୍ଥ ଭାବେ ତାଙ୍କ କର୍ମ କରି ଚାଲିଛନ୍ତି ।…
ଶ୍ରୀଜୀଉଙ୍କ ଚକାବିଜେ ନୀତି ଅନୁଷ୍ଠିିତ; ସେବାୟତଙ୍କ ଆରଟିପିସିଆର ବାଧ୍ୟତାମୂଳକ
ପୁରୀ: ଘୋଷଯାତ୍ରାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରଥଯାତ୍ରା ପାଇଁ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ । ସେପଟେ ରଥଯାତ୍ରା ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ନିୟମିତ ଭାବରେ ଛତିଶାନିଯୋଗ ବୈଠକ କରାଯାଉଛି । ସେପଟେ ଗତକାଲି…
କରୋନା କଟକଣାକୁ ଫୁ: ସିଲ୍ ହେଲା ଗ୍ରୀନ୍ ଚିଲିଜ୍
ଭୁବନେଶ୍ୱର (ଓଡ଼ିଶା ଭାସ୍କର) : କରୋନା କଟକଣା ଉଲ୍ଲଂଘନ କାରଣରୁ ଆଉ ଏକ ରେଷ୍ଟୁରାଣ୍ଟକୁ ସିଲ୍ କରିଛି ବିଏମସି । ଭୁବନେଶ୍ୱରର ଗୋପବନ୍ଧୁ ନଗର ସ୍ଥିତ ଗ୍ରିନ ଚିଲିଜ୍ ରେଷ୍ଟୁରାଣ୍ଟକୁ ରବିବାର ବିଏମସି ପକ୍ଷରୁ ସିଲ୍ କରି…
ସୌମ୍ୟଙ୍କ ସପକ୍ଷରେ ଭର୍ତ୍ତୃହରି; କହିଲେ ‘ଭିନ୍ନ ମତକୁ ଦିଆଯାଉ ସମ୍ମାନ’
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଜେଡି ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ମତ ପ୍ରକାଶ କରିଛନ୍ତି ପୂର୍ବତନ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ତଥାଗତ ନିଜର ସମ୍ପାଦକୀୟ ସ୍ତମ୍ଭ…
ଭୁବନେଶ୍ୱରରୁ ଆଜି ୨୩୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ପୁଣି ହ୍ରାସ ପାଇବାରେ ଲାଗିଛି । ଭୁବନେଶ୍ୱରରୁ ଆଜି ୨୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୬ ଜଣ ଚିହ୍ନଟ…
ବିଷ୍ଣୁଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଆଜି ଏମ୍ସରେ ଭର୍ତ୍ତି ହୋଇଛନ୍ତି । ସେ କରୋନାରେ ଆକ୍ରାନ୍ତ ହେବାପରେ ଏମ୍ସରେ ଭର୍ତ୍ତି ହୋଇଥିଲେ । ତେବେ ବିଷ୍ଣୁଙ୍କ ଆରୋଗ୍ୟ କାମନା କରିଛନ୍ତି…