Browsing Category

ରାଜ୍ୟ

ଭୁବନେଶ୍ୱର ତାରିଣୀ ବସ୍ତ୍ରାଳୟ ସିଲ୍, ଦୋକାନୀ ସହ ଗ୍ରାହକଙ୍କଠାରୁ ଆଦାୟ ହେଲା ଫାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କରୋନା ପ୍ରକୋପ ଏବେ ବି ଜାରି ରହିଥିବା ବେଳେ ତାରିଣୀ ବସ୍ତ୍ରାଳୟ ସିଲ୍ ହୋଇଛି । ପ୍ରବଳ ଗହଳି ପାଇଁ ତାରିଣୀ ବସ୍ତ୍ରାଳୟକୁ ସିଲ୍ କରିଛି ବିଏମସି । କୋଭିଡ ନିୟମ…

ମାଟ୍ରିକ୍ ରେଜଲ୍ଟକୁ ନେଇ ଅସନ୍ତୋଷ, କିନ୍ତୁ ବୋର୍ଡ କହିଲା – ‘ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନି’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିନା ପରୀକ୍ଷାରେ ସ୍ୱତନ୍ତ୍ର ମୂଲ୍ୟାୟନ ଆଧାରରେ ପ୍ରକାଶ ପାଇଛି ଚଳିତବର୍ଷର ମାଟ୍ରିକ୍ ରେଜଲ୍ଟ । ପାସ୍ ହାର ଭଲ ଥିଲେ ବି ଅନେକ ସ୍ଥାନରେ ରେଜଲ୍ଟକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।…

ଆସନ୍ତାକାଲି ସରିଯିବ ଟିକା: କେନ୍ଦ୍ରକୁ ଅତିରିକ୍ତ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ମାଗିଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ତୃତୀୟ ଲହରର ଓ ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ତେଣୁ କରୋନା ଟିକାକରଣର ସୁପରିଚାଳନା ନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି ।…

କ୍ରାଇମ ବ୍ରାଞ୍ଚ ADG ଭାବେ ଦାୟିତ୍ୱ ନେଲେ IPS ସଂଜୀବ ପଣ୍ଡା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରାଇମବ୍ରାଞ୍ଚ ADG ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି IPS ସଂଜୀବ ପଣ୍ଡା । ଦାୟିତ୍ୱ ଗ୍ରହଣ କରିବା ପରେ ସେ ତଦନ୍ତ ପ୍ରକ୍ରିୟାରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ଗୁରୁତ୍ୱ…

ଭିସୁଟର କୁଳପତି ହେଲେ ବଂଶୀଧର ମାଝୀ

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଛନ୍ତି । ସେଠାକାର ନୁତନ କୁଳପତି ଭାବରେ ନିଯୁକ୍ତ ହୋଇଛନ୍ତି ପ୍ରଫେସର୍ ବଂଶୀଧର ମାଝୀ । ଶ୍ରୀ ମାଝୀଙ୍କୁ…

ଭଦ୍ରକରୁ ‘ଅଗ୍ନି ପ୍ରାଇମ-୧’ର ସଫଳ ପରୀକ୍ଷଣ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଦ୍ରକ(ଓଡ଼ିଶା ଭାସ୍କର): ଭଦ୍ରକ ଧାମରା ଅବଦୁଲ କଲାମ ଦ୍ୱୀପରୁ ଆଜି ସକାଳ ୧୦ଟା ୫୫ ମିନିଟରେ ଅଗ୍ନି ଶୃଙ୍ଖଳାର ଏକ ନୂଆ ମିସାଇଲ ଅଗ୍ନି ପ୍ରାଇମ-୧ର ସଫଳ ପରୀକ୍ଷଣ ହୋଇଛି । ୪ ନମ୍ବର ଲଞ୍ଚ ପ୍ୟାଡ୍ରୁ ଅଗ୍ନି ପ୍ରାଇମ-୧…

ରାଜ୍ୟରେ କୋହଳ ହେବ ’କରୋନା’ କଟକଣା! ଜାଣନ୍ତୁ କେମିତି…

ଭୁବନେଶ୍ଵର(ଓଡ଼ିଶା ଭାସ୍କର): କମିନି ସଂକ୍ରମଣ କି ହଟନି ଆଶଙ୍କା। କିନ୍ତୁ ମିଳିପାରେ କଟକଣାରୁ ଆଶ୍ଵସ୍ତି। ଏନେଇ ସଂକେତ ପ୍ରଦାନ କରିଛନ୍ତି ଡିଏମଇଟି ସିବିକେ ମହାପାତ୍ର। ରାଜ୍ୟରେ ଗୋଟିଏ ଥରରେ ସବୁ ଅଞ୍ଚଳରେ ମହାମାରୀ…

ଜମାକାରୀଙ୍କ ୨୦ ଲକ୍ଷ ହେଲା ଆତ୍ମସାତ୍ କଲେ ପୋଷ୍ଟ ମାଷ୍ଟର, ଡାକଘରେ ବି ସୁରକ୍ଷିତ ନୁହେଁ ଟଙ୍କା

ଜଗତସିଂହପୁର(ଓଡ଼ିଶା ଭାସ୍କର): ଡାକଘରେ ବି ସୁରକ୍ଷିତ ନୁହେଁ ଆପଣଙ୍କ କଷ୍ଟୋପାର୍ଜିତ ଟଙ୍କା । କିଛି ଜମାକାରୀଙ୍କ ୨୦ ଲକ୍ଷ ଟଙ୍କା ହଡ଼ପ କରି ଫେରାର ହୋଇଯାଇଛନ୍ତି ଜଣେ ପୋଷ୍ଟ ମାଷ୍ଟର । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା…

କଟକ: ମାଟ୍ରିକ୍‌ ଫଳ ବାହାରିଲା, ଅସନ୍ତୋଷ ବଢ଼ିଲା

କଟକ(ଓଡ଼ିଶା ଭାସ୍କର): ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ସ୍ଵତନ୍ତ୍ର ମୂଲ୍ୟାୟନ କରାଗଲା। ଆଉ ମାଟ୍ରିକ୍‌ ପରୀକ୍ଷା ଫଳ ବାହାରିଲା। ପାସ୍‌ ହାର ବି ଖୁବ୍‌ ଭଲ ରହିଲା ବୋଲି ସାଧାରଣରେ ଚର୍ଚ୍ଚା ହେଲା। କିନ୍ତୁ ଏହାକୁ…

ଅମ୍ରିତ ଓ ଅଭିଷେକ ECMO ଚିକିତ୍ସା ପାଇଁ ଯାଇଥିଲେ ରାଜ୍ୟ ବାହାରକୁ, ଜାଣନ୍ତୁ କେମିତି ଅଛନ୍ତି ସେମାନେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଦିନକୁ ଦିନ କରୋନାର ନୂଆ ଭାରିଆଣ୍ଟ ସହ ତୃତୀୟ ଲହରକୁ ନେଇ ରାଜ୍ୟବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି । ତେବେ କରୋନାରେ ସଂକ୍ରମିତ ହେବା ପରେ ଅନେକ ଗୁରୁତର ରୋଗୀ ଖର୍ଚ୍ଚାନ୍ତ…