Browsing Category

ରାଜ୍ୟ

ସୋସିଆଲ ମିଡିଆ ପାଇଁ ସମୟ ଅଛି, କିନ୍ତୁ କୋର୍ଟକୁ ଆସିବାକୁ ବର୍ଷାଙ୍କ ପାଖରେ ସମୟ ନାହିଁ: ଅନୁଭବ

କଟକ: କଟକ ଏସଡ଼ିଜେଏମଙ୍କ ଅଦାଲତରେ ବର୍ଷାଙ୍କ ପକ୍ଷରୁ ରୁଜୁ ମାମଲାରେ ମଧ୍ୟସ୍ତତା ପାଇଁ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି କୋର୍ଟ ଆଜି ପହଂଚିଥିଲେ । ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନାସିବାରୁ ମଧ୍ୟସ୍ଥତା…

ଏସୟୁସିଆଇ ନେତା ଧୃତିରାଜଙ୍କ ପରଲୋକ

ଭୁବନେଶ୍ୱର:(ଓଡିଶା ଭାସ୍କର) ବରିଷ୍ଠ କମ୍ୟୁନିଷ୍ଟ ନେତା ଧୃତିରାଜ ଦାସଙ୍କର ଆଜି ପରଲୋକ ଘଟିଛି । ଏସୟୁସିଆଇ(କମ୍ୟୁନିଷ୍ଟ) ନେତା ଧୃତିରାଜ ଅପରାହ୍ନ ୨.୪୫ରେ କୋଲକାତା ହାର୍ଟ କ୍ଲିନିକ୍ ଓ ହସ୍ପିଟାଲରେ ଇହଲୀଳା ସମ୍ବରଣ…

ଓମ୍‌ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ କୋଭିଡ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓମ୍‌ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏଥିରେ ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦକୁ ସର୍ବାଧିକ ୬୦୦୦ ଟଙ୍କା…

ମହାପ୍ରଭୁଙ୍କ ‘ସ୍ନାନଯାତ୍ରା’ ସୁରୁଖୁରୁରେ ଚାଲିଛି, ଲାଗିଛି କଡ଼ା କଟକଣା

ପୁରୀ(ଓଡ଼ିଶା ଭାସ୍କର): ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ସୁରୁଖୁରୁରେ ଚାଲିଛି । ପବିତ୍ର ଜ୍ୟୋଷ୍ଠ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦିବ୍ୟ ଦୁର୍ଲଭ ହାତୀବେଶରେ ସଜ୍ଜିତ ହୋଇଛନ୍ତି ।…

ନକଲି ଔଷଧ କାରବାରର ମାଷ୍ଟରମାଇଣ୍ଡ ଗିରଫ

କଟକ(ଓଡ଼ିଶା ଭାସ୍କର): ନକଲି ଔଷଧ କାରବାର ମାମଲାର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଗିରଫକୁ ଆଜି ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ ଏସଟିଏଫ୍ । ମୁଖ୍ୟ ଅଭିଯୁକ୍ତ ହେଉଛି ଶିବ ଜେନା । ତାକୁ ଗିରଫ କରାଯାଇ କଟକ…

ମିସ୍ ସୁପରନୋଭା ପିଜଣ୍ଟ ଟାଇଟଲ୍ ଜିଣିଲେ ସମ୍ବଲପୁରୀ ଝିଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚମକିଲେ ଓଡିଆ ଝିଅ । ସମ୍ବଲପୁର ଝିଅ ମିମାଂଶା ପ୍ରିୟଦର୍ଶିନୀ ରଥ ମିସ୍ ସୁପରନୋଭା ପେଜଅଣ୍ଟରେ ପ୍ରଥମ ରନର୍ସଅପ୍ ହୋଇ ରାଜ୍ୟ ପାଇଁ ଗର୍ବ ଗୌରବ ଆଣିଛନ୍ତି । ତେବେ ଏହି ପ୍ରତିଯୋଗିତା ୩୧…

ଚାନ୍ଦିପୁରରେ ‘ନିର୍ଭୟ’ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ ‘ନିର୍ଭୟ’ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଲଞ୍ଚପ୍ୟାଡ-୩ରୁ ୧୦ଟା ୪୩ରେ ‘ନିର୍ଭୟ’ର ପରୀକ୍ଷଣ ହୋଇଥିବା ସୂଚନା ମିଳିଛି । ତେବେ ଦୂରଗାମୀ…

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: କାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ ରେଜଲ୍ଟ । କଟକ ବୋର୍ଡ କାର୍ଯ୍ୟାଳୟରେ କାଲି ଅପରାହ୍ନ ୪ଟାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ।…

ସ୍ନାନ ବେଦୀରେ ଶ୍ରୀଜିଉଙ୍କର ଚାଲିଛି ମହାସ୍ନାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ନାନ ବେଦୀକୁ ବିଜେ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । କରୋନା କଟକଣାରେ ଆୟୋଜିତ ହେଉଛି ସ୍ନାନଯାତ୍ର । ସମ୍ପୂର୍ଣ୍ଣ ରୀତିନୀତି ସହ ଆଗେଇ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି । ବିନା…

ଓଡ଼ିଶାରୁ ଆଜି ୪୪ ଜଣଙ୍କ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ ?

ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ସେହିପରି…