Browsing Category

ରାଜ୍ୟ

ଏଣିକି ଲାଇସେନ୍ସ ପାଇଁ ଲଟେରି: ହଜାରେ ମଦଦୋକାନ ପାଇଁ ୧୯ ହଜାର କଲେ ଆବେଦନ

ଭୁବନେଶ୍ୱର, ୨ା୪ (ଓଡିଶା ଭାସ୍କର): ରାଜ୍ୟ ସରକାର ମଦ ବ୍ୟବସାୟକୁ ବ୍ୟବସ୍ଥିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପୂର୍ବରୁ ୧୫ ବର୍ଷ ଧରି ମଦ ଦୋକାନଗୁଡ଼ିକର ନବୀକରଣ କରାଯାଉଥିଲା । ଫଳରେ ୨୦୦୫ ମସିହା ପରଠାରୁ…

ଗୁଡ୍ ଫ୍ରାଇଡେ ପାଳନ ନେଇ ବିଏମସି ଜାରିକଲା କଟକଣା, ଜାଣନ୍ତୁ କେତେଜଣଙ୍କୁ ମିଳିଲା ଅନୁମତି

ଭୁବନେଶ୍ୱର, ୨ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ତେଣୁ ଆଜି ଗୁଡ୍ ଫ୍ରାଇଡେ ପାଳନ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ କଟକଣା ଜାରି କରାଯାଇଛି । ତେଣୁ…

ରାଜଧାନୀରେ ହେବ ଦୈନିକ ୧୦ ହଜାର ଟିକାକରଣ, ଏନେଇ କଣ କହିଲେ ବିଏମସି କମିଶନର

ଭୁବନେଶ୍ୱର, ୨ା୪ (ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ୨ ଲକ୍ଷ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ଏଥିସକାଶେ ୨୪ଟି ସରକାରୀ ଓ ୩୧ଟି ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ଦୈନିକ…

ନୃଶଂସତାର ସୀମା ଟପିଲା: ସ୍ତ୍ରୀ ଓ ଦୁଇ ଝିଅଙ୍କୁ ହାଣିଲା ସ୍ୱାମୀ

ଢେଙ୍କାନାଳ, ୨ା୪ (ଓଡିଶା ଭାସ୍କର): ଢେଙ୍କାନାଳରେ ଜିଲ୍ଲାରେ ଜଣେ ଯୁବକଙ୍କର ନୃଶଂସତାର ସୀମା ଟପିଛି । ପ୍ରାଣବନ୍ଧୁ ରାଉତ ନାମକ ଜଣେ ଯୁବକ ନିଜର ସ୍ତ୍ରୀ ଓ ଦୁଇ ଝିଅଙ୍କୁ ହାଣିଛନ୍ତି । ତାଙ୍କର ଫାର୍ସା ଚୋଟରେ ଦୁଇ…

ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର, ୨ା୪ (ଓଡିଶା ଭାସ୍କର): ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ । ଉପରାଷ୍ଟ୍ରପତି ଦିନ ୧୧ଟା ୧୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଅପରାହ୍ଣରେ କଟକ ଶାରଳା ଭବନ ଯାଇ ଆଦି କବି…

ବଢୁଛି କରୋନା! ଆଜି ଭୁବନେଶ୍ୱରରେ ୫୨ ଆକ୍ରାନ୍ତ, ୧୩ ସୁସ୍ଥ

ଭୁବନେଶ୍ୱର, ୧ ।୪(ଓଡିଶା ଭାସ୍କର): କରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସୁସ୍ଥ ହୋଇଛନ୍ତି । ୫୨ ପଜିଟିଭ ମଧ୍ୟରୁ…

ଉତ୍କଳ ବିଶ୍ବବିଦ୍ୟାଳୟର ବିକାଶ ପାଇଁ ବର୍ଷକର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର 1/4 : ଉତ୍କଳ ବିଶ୍ବବିଦ୍ୟାଳୟ ର ଉନ୍ନତି ପାଇଁ ନିଜର ଏକ ବର୍ଷର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ନିଜର ଦରମା ରାଜ୍ୟପାଳ ତଥା ଉତ୍କଳ ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ…

ସାବଧାନ୍! ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ଜାଣନ୍ତୁ କେଉଁ କେଉଁ ଜିଲ୍ଲା?

ଭୁବନେଶ୍ୱର, ୧ ।୪(ଓଡିଶା ଭାସ୍କର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ୧୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବାଲେଶ୍ୱର, ଭଦ୍ରକ,…