
Browsing Category
ରାଜ୍ୟ
ଗଣଶିକ୍ଷା ବିଭାଗର ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଝଟକା: ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ
ଭୁବନେଶ୍ୱର, ୪ା୫ (ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ବିଜ୍ଞପ୍ତି ରଦ୍ଦ ହୋଇଛି । ଗଣଶିକ୍ଷା ବିଭାଗ ତରଫରୁ ନିଆଯାଇଥିବା ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଦେଇଥିବା ଜଣାପଡ଼ିଛି । ୨୦ରୁ କମ୍…
ଆସନ୍ତାକାଲିଠୁ ଓଡ଼ିଶାରେ ଲକଡାଉନ୍: ଦୋକାନ ଆଗରେ ଅସମ୍ଭାଳ ଭିଡ଼
ଭୁବନେଶ୍ୱର, ୪ା୫ (ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଲାଗୁ ହେବାକୁ ଯାଉଛି ଲକଡାଉନ୍ । ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ ଜାରି ରହିବ । ଏହି ୧୪ ଦିନିଆ ଲକଡାଉନ ସମୟରେ କରୋନା…
ଲକଡାଉ୍ନରେ ମିଳିପାରେ ଅନଲାଇନ୍ ମଦ !
ଭୁବନେଶ୍ୱର ୦୪ ।୦୫ (ଓଡ଼ିଶା ଭାସ୍କର) : ଲକଡାଉନ୍ ସମୟରେ ଅନ୍ଲାଇନ୍ରେ ମିଳିପାରେ ଗ୍ରାହକଙ୍କୁ ମଦ । ଏନେଇ ଅବକାରୀ ବିଭାଗ ପକ୍ଷରୁ ବ୍ଲ୍ୟୁ-ପ୍ରିଣ୍ଟ୍ ପ୍ରସ୍ତୁତ କରାଯଉଛି । ଏନେଇ ଅବକାରୀ କମିଶନଙ୍କ ଅଧକ୍ଷତାରେ ଏକ…
ଲସି ପିଇ ୨ ଜଣଙ୍କ ମୃତ୍ୟୁ: ଦୁଇ ଗିରଫ
ମାଲକାନଗିରି, ୪ା୫ (ଓଡିଶା ଭାସ୍କର): ଲସି ପିଇ ୨ ଜଣଙ୍କ ମୃତ୍ୟୁ ଘଟିଛି । ଗତ ୧ ତାରିଖରେ ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକରେ ଲସି ପିଇ ଶତାଧିକ ଅସୁସ୍ଥ ହୋଇଥିଲେ । ଲସି ପିଇ ଅସୁସ୍ଥ ହୋଇଥିବା ଜଣେ ନାବାଳିକାଙ୍କ…
ରାଜ୍ୟର ୧୨୩ଟି କେନ୍ଦ୍ରରେ ଆଜି ଟିକାଦାନ, ଜାଣନ୍ତୁ କେଉଁଠି ହେବନି ?
ଭୁବନେଶ୍ୱର,୪ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖିି ରାଜ୍ୟର ୧୨୩ଟି କେନ୍ଦ୍ରରେ ଆଜି କୋଭିଡ ଟିକାକରଣ ହେବ । ୧୧ଟି ଜିଲ୍ଲାରେ…
ଓଡିଶାରେ ଚିନ୍ତା ବଢାଉଛି କରୋନା: ଆଜି ୮୨୧୬ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୪ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ରାଜ୍ୟରେ ଆଜି ୮ ହଜାର ୨୧୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବଧିକ ୧୨୭୧ କରୋନା ଆକ୍ରାନ୍ତ…
ଥାନା ଭିତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା
ବ୍ରହ୍ମପୁର,୩ ।୫(ଓଡିଶା ଭାସ୍କର): ବ୍ରହ୍ମପୁର ଜିଲ୍ଲା ଗୋଳନ୍ଥରା ଥାନା ଭିତରେ ଆତ୍ମହତ୍ୟା କରିଛନ୍ତି ଜଣେ ଅଭିଯୁକ୍ତ ଯୁବକ । ଅଭିଯୁକ୍ତ ଜଣକ ବେକରେ ବେଲ୍ଟ ଗୁଡାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଥାନା ପରିସର…
ରବିବାରକୁ ଛାଡି ଅନ୍ୟ ସବୁଦିନ ଟିକା
ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ଟିକାକରଣକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା…
ଖୁସି ଖବର : ଓଡ଼ିଶାରେ ଆଜି ୬୪୮୮ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୩।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬୪୮୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…
ଲକ ଡାଉନ ପାଇଁ ମଦ ଦୋକାନ ଆଗରେ ଭିଡ଼
ଭୁବନେଶ୍ୱର, ୦୩/୦୫: ରାଜ୍ୟରେ କୋଭିଡ ସଂକ୍ରମଣ ବୁୃଦ୍ଧି ପାଇବାରେ ଲାଗିଛି ୮୦୦୦ରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ତେବେ ରାଜ୍ୟ ସରକାର ଏହି କୋଭିଡର ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ୧୪ ଦିନିଆ…