Browsing Category
ରାଜ୍ୟ
ସେପ୍ଟେମ୍ବର ପୂର୍ବରୁ DL ଓ LL ପାଇଁ କରିହେବନି ଆବେଦନ
ଭୁବନେଶ୍ୱର, ୧୩ା୬(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ପୂର୍ବରୁ ଡ଼ିଏଲ ଓ ଏଲଏଲ ପାଇଁ ଆବେଦନ କରିହେବ ନାହିଁ । ପୁରୁଣା ଆବେଦନକାରୀଙ୍କୁ ଜୁଲାଇରୁ ନୂଆ ସ୍ଲଟ ମିଳିବା ନେଇ ସୂଚନା ମିଳିିଛି । ଅଢ଼େଇ ଲକ୍ଷ ଆବେଦନକାରୀଙ୍କୁ ନୂଆ…
ସପ୍ତାହକ ଭିତରେ ୪ଟି ବାଘଛାଲ ଜବତ, ୩ ଗିରଫ
ଭୁବନେଶ୍ୱର, ୧୩ା୬(ଓଡ଼ିଶା ଭାସ୍କର): ସପ୍ତାହକ ଭିତରେ ୪ଟି ବାଘଛାଲ ଜବତ ହୋଇଥିବା ନେଇ ସୂଚନା ରହିଛି । ଆଜି ନୟାଗଡ଼ ରଣପୁର ଅଞ୍ଚଳରୁ ୨ଟି କଲପତରିଆ ବାଘଛାଲ ଜବତ କରାଯାଇଛି । ୨ଟି ବାଘ ଛାଲ ଜବତ ସହ କ୍ରାଇମବ୍ରାଞ୍ଚ…
ରାଜ୍ୟରେ ଆଜି ସର୍ବାଧିକ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୧୩ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୨୨୫ କରୋନା…
ଆଜିଠୁ ପୁଣି ୪୮ ଘଂଟିଆ ସଟଡାଉନ୍
ଭୁବନେଶ୍ୱର, ୧୩/୬(ଓଡ଼ିଶା ଭାସ୍କର):
ଆଜିଠୁ ପୁଣି ରାଜ୍ୟର ୧୧ ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ୍ । କେବଳ ଜରୁରୀକାଳୀନ ସେବା ଜାରି ରହିବ। ଜୁନ ମାସଟି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଓ ସଂକ୍ରମଣ ରୋକିବା ପାଇଁ ସପ୍ତାହ…
କଟକରୁ ନୂଆ ୯୨ ପଜିଟିଭ୍ ଚିହ୍ନଟ
କଟକ,୧୨ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାରି ମଧ୍ୟରେ ଆଜି ସକାଳେ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ୯୨ ଜଣ ନୂଆ ପଜିଟିଭ୍ କେସ୍ ସାମନାକୁ ଆସିଛି ।…
ନିଶ୍ଚିତକୋଇଲିରୁ ନୂଆ ୨୬ ପଜିଟିଭ୍ ଚିହ୍ନଟ
ସାଲେପୁର,୧୨ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାରି ମଧ୍ୟରେ ଆଜି ସକାଳେ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ୨୬ ଜଣ ନୂଆ ପଜିଟିଭ୍ କେସ୍ ସାମନାକୁ…
ବରିଷ୍ଠ ରାଜନେତା ତୁଲସୀ ଅଗ୍ରୱାଲଙ୍କୁ କରୋନା
ଭୁବନେଶ୍ୱର,୧୨ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ ଏବେ କରୋନା ହୁ ହୁ ହୋଇ ମାଡିଚାଲିଛି । ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ଜାତୀୟ କାର୍ଯ୍ୟନିର୍ବାହୀ ତଥା ବିଶିଷ୍ଠ ରାଜନେତା ତୁଲସୀ ଅଗୱାଲ କରୋନା…
କଂଗ୍ରେସ ଭବନ ଆଗରେ ପୋଲିସ ଛାଉଣି, ହେଲେ କାହିଁକି?
ଭୁବନେଶ୍ୱର,୧୨ ।୬(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ରହିଥିବା କଂଗ୍ରେସ ଭବନ ଆଗରେ ବ୍ୟାପକ ପୋଲିସ ଛାଉଣି ହୋଇଛନ୍ତି । ମୁଖପାତ୍ର କମିଟିକୁ ନେଇ ବିଶୃଙ୍ଖଳା ଆଶଙ୍କାରେ ପୋଲିସ ମୁତୟନ ହୋଇଥିବା ଜଣାପଡିଛି ।…
ସଟଡାଉନରେ ଖୋଲାରହିବ ଢାବା, ଜାଣନ୍ତୁ କେଉଁଠି
ଭୁବନେଶ୍ୱର,୧୨ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ ଏବେ କରୋନା ମାମଲା ବଢି ବଢି ଚାଲିଛି । କରୋନାର ମୁକାବିଲା କରିବା ପାଇଁ ସଟଡାଉନ୍ ଓ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଏବେ ସେଥିରେ କିଛି ନିୟମ ସଂଶୋଧନ…
ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ ପରେ ୟୁନିଟ୍-୧ ସିଲ୍
ଭୁବନେଶ୍ୱର,୧୨ ।୬(ଓଡିଶା ଭାସ୍କର): ରଜ ପର୍ବ ପାଇଁ ଆଉ ମାତ୍ର ୨ ଦିନ ଥିବା ବେଳେ ଦୋକାନ ବଜାରରେ ଗହଳି ବଢିଚାଲିଛିି । କିନ୍ତୁ କରୋନା ସଙ୍କଟ ସମୟରେ ସାମାଜିକ ଦୂରତା ନମାନିବାରୁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଓ…