Browsing Category
ରାଜ୍ୟ
ଆସନ୍ତାକାଲିଠାରୁ ଖୋଲିବ ନବମ ଓ ଏକାଦଶ: ସ୍କୁଲ ଖୋଲିବା ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, ୭ା୨ (ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ । କରୋନା ମହାମାରୀ କାରଣରୁ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରାୟତଃ ବନ୍ଦ ରହିଥିଲା । କରୋନାରେ ଧିରେଧିରେ ସୁଧାର…
ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲା: ସମ୍ପାଦକଙ୍କ ସମେତ ୫ ଗିରଫ
ଭୁବନେଶ୍ୱର, ୭ା୨ (ଓଡିଶା ଭାସ୍କର): ଭୁବନେଶ୍ୱରର ଭିନ୍ନକ୍ଷମ ତାଲିକ କେନ୍ଦ୍ରରେ ଯୌନ ନିର୍ଯାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ କଟକର ଜଣେ ରାଣୀ…
ଧରାପଡ଼ିଲା ଶ୍ୱଶୂର-ବୋହୂଙ୍କ ଅନୈତିକ ସମ୍ପର୍କ: ବିରୋଧ କରିବାରୁ ଶାଶୂଙ୍କୁ ରାସ୍ତାରୁ ହଟାଇଦେଲେ
ମହାକାଳପଡ଼ା, ୭ା୨ (ଓଡିଶା ଭାସ୍କର): ଶ୍ୱଶୂର ଓ ବୋହୂଙ୍କ ମଧ୍ୟରେ ଚାଲିଥିଲା ଅନୈତିକ ପୀରତି । ଏକଥା ଜାଣିବା ପରେ ବିରୋଧ କରିବାର ଫଳ ଶାଶୂଙ୍କୁ ଭୋଗିବାକୁ ପଡ଼ିଛି । ସେମାନେ ଶାଶୂଙ୍କୁ ମାଡ଼ ମାରିବା ସହ ବିଷ ପିଆଇ…
ବଜେଟ୍ ନେଇ କ’ଣ ପ୍ରତିକ୍ରିୟା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ୱର, ୭ା୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ ବଜେଟ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରେସମିଟରେ ନିଜର ପ୍ରତିକ୍ରିୟା ଜଣାଇଛନ୍ତି । କେନ୍ଦ୍ର ସରକାର ବଜେଟରେ ମଣିଷ…
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୬୨୦କୁ ବୃଦ୍ଧି
ଭୁବନେଶ୍ୱର, ୭ା୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୭୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୩ ଓ ସ୍ଥାନୀୟ ଅଞ୍ଚଳରୁ ୨୯…
ଶ୍ରୀମନ୍ଦିର ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇଲେ ସେବାୟତ, ଏନଏମଏଙ୍କୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ
ପୁରୀ, ୭ା୨ (ଓଡିଶା ଭାସ୍କର): ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଙ୍କୁ କରାଯାଇଛି ଅପମାନ । ଜୀବନ୍ତ ଠାକୁର ବିରାଜମାନ କରୁଥିବା ଶ୍ରୀମନ୍ଦିରକୁ ଏକ ସ୍ମାରକୀ ଭାବେ ବିବେଚନା କରିବା…
ତିନିଦିନରେ ଦୁଇଟି ଶବ: ଘାଟିକିଆରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର
ଭୁବନେଶ୍ୱର, ୭ା୨ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରୁ ଜଣେ ଅଜଣା ଯୁବକଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ଘାଟିକିଆ ନିକଟରେ ଥିବା ହନୁମାନ ମନ୍ଦିର ପାଖରେ ଝୁଲି ରହିଥିବା ଅବସ୍ଥାରେ ଶବ ଜବତ…
କୋରାପୁଟ ଗସ୍ତରେ ପୋଲିସ ଡିଜି
ଭୁବନେଶ୍ୱର, ୭ା୨ (ଓଡିଶା ଭାସ୍କର): ଆଜି କୋରାପୁଟରେ ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ଅଭୟ । ଏହି ଅବସରରେ ସେ ଆଇନ ଶୃଙ୍ଖଳା ଓ ମାଓ ଗତିବିଧି ନେଇ ଆଲୋଚନା କରିବେ । ସେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ରେଞ୍ଜ…
୪ ଡକାୟତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ
ଭୁବନେଶ୍ୱର, ୭ା୨ (ଓଡିଶା ଭାସ୍କର): କମିଶନରେଟ୍ ପୋଲିସ ୪ ଜଣ ଡକାୟତଙ୍କୁ ଗିରଫ କରିଛି । ପୋଲିସର ଉପଯୁକ୍ତ ରଣନୀତି ଫଳରେ ଏକ ବଡ଼ଧରଣର ଡକାୟତି ଯୋଜନା ପଣ୍ଡ ହୋଇଛି । ଡକାୟତଙ୍କ ଠାରୁ ସୁନା ଗହଣା, ଏୟାର ପିସ୍ତଲ ଓ…
ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ।
ମାଲକାନଗିରି ,7/2: ମାଲକାନଗିରି ଜିଲ୍ଲା ର ତରଲାକୋଟା ନିକଟରେ ମର୍ମତୁଦ ସଡକ ଦୁର୍ଘଟଣା । ଏହି ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର । ସୂଚନା ଅନୁଯାଇ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତରଗତ ତରଲାକୋଟା ଛକ…