Browsing Category

ରାଜ୍ୟ

ସ୍ନାନଯାତ୍ରା ପାଇଁ ୧୫୦ ଦଇତାପତି !

ପୁରୀ, ୨୫ା୫(ଓଡ଼ିଶା ଭାସ୍କର): ପୁରୀ ସ୍ନାନଯାତ୍ରା ପହଣ୍ଡିରେ ଏଥର ଦଇତାପତି ସେବାୟତଙ୍କ ସଂଖ୍ୟା କମିବ । ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡିରେ ୧୫୦ଜଣ ଦଇତାପତି ସେବକ ରହିବେ । ଜଗନ୍ନାଥଙ୍କ ପାଇଁ ୬୦, ବଳଭଦ୍ରଙ୍କ ପାଇଁ…

ଆଜି ଚିହ୍ନଟ ହୋଇଥିବା ୧୦୩ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର, ୨୫ା୫(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ତଥ୍ୟ ଦେଇଛନ୍ତି ସରକାର । ଯାଜପୁରର ଚିହ୍ନଟ ହୋଇଥିବା ଜଣକ ସୁରତ ଫେରନ୍ତା ଓ ସେ କ୍ୱାରେଣ୍ଟିନରେ ଥିଲେ ।…

ମୁଖ୍ୟମନ୍ତ୍ରୀଙ୍କ ଇଦ୍ ଶୁଭେଚ୍ଛା

ଭୁବନେଶ୍ୱର, ୨୫ା୫(ଓଡ଼ିଶା ଭାସ୍କର): ଆଜି ପବିତ୍ର ଇଦ ଅବସରରେ ମୁସଲମାନମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି ନବୀନ । ସାମାଜିକ…

ଦିଲ୍ଲୀ ଏୟାରପୋର୍ଟରୁ ୮୦ ବିମାନ ବାତିଲ୍, ଭୁବନେଶ୍ୱରରୁ ୫

ଓାରା ଦେଶରେ ଆଜିଠାରୁ ଘରୋଇ ବିମାନ ଉଡାଣ ଆରମ୍ଭ ହୋଇଛି । କିନ୍ତୁ କିଛି ଯାତ୍ରୀଙ୍କୁ ପ୍ରଥମ ଦିନରେ ହିଁ ନିରାଶ ହେବାକୁ ପଡିଛି । ମଧ୍ୟରାତ୍ରିରେ ବହୁ ଯାତ୍ରୀ ବିମାନବନ୍ଦରରେ ପହଞ୍ଚିଥିଲେ ବି ଶେଷ ସମୟରେ ଉଡାଣ ବାତିଲ…

ରାଜ୍ୟରେ ଆଉ ୧୦୩ କରୋନା ପଜିଟିଭ୍

ଭୁବନେଶ୍ୱର,୨୫ ।୫(ଓଡିଶା ଭାସ୍କର): ରାଜ୍ୟରେ ଆଜି ଆଉ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଛି । ଏବେ ୮୮୧ ଜଣ ଚିକିିତ୍ସାଧୀନ ଅବସ୍ଥାରେ…

ଆଜିଠୁ ଉଡ଼ିବ ଘରୋଇ ବିମାନ

ଭୁବନେଶ୍ୱର, ୨୫/୫(ଓଡିଶା ଭାସ୍କର):  କରୋନା ପାଇଁ ଦେଶ ଓ ରାଜ୍ୟ ଲକ ଡାଉନ ରହିଛି। ଏନେଇ ସମସ୍ତ ପ୍ରକାର ଯାନବାହାନ ଚଳାଚଳ ବନ୍ଦ ଥିଲା । ରେଳ, ବିମାନ ସେବା ମଧ୍ୟ ବନ୍ଦ ଥିଲା। କିନ୍ତୁ ଏହାକୁ ଧୀରେ ଧୀରେ ସ୍ୱାଭାବିକ…

କାଲିଠାରୁ କଟକରେ ମିଳିବ ଅନଲାଇନ ମଦ

କଟକ,୨୪/୫(ଓଡିଶା ଭାସ୍କର): କାଲିଠୁ କଟକରେ ମଦର ହୋମ୍‌ ଡେଲିଭରି ଆରମ୍ଭ ହେବ। ସକାଳ ୭ରୁ ଦିନ ୧ଟା ଯାଏ ଅର୍ଡର ରଖିବେ ମଦ ଦୋକାନି । ଏହା ସହ ଦିନ ୧ରୁ ସଂଧ୍ୟା ୬ଟା ଯାଏ ଘରେ ପହଞ୍ଚାଇବେ ମଦ। ସ୍ବିଗି ଓ ଜୋମାଟୋରେ ମଦ…

କାଲି ରାଜ୍ୟରେ ଗଡ଼ିବନି ଘରୋଇ ବସ୍‌

ଭୁବନେଶ୍ୱର,୨୪/୫(ଓଡିଶା ଭାସ୍କର): କାଲି ରାଜ୍ୟରେ ଗଡ଼ିବନି କୌଣସି ଘରୋଇ ବସ୍‌। ଏନେଇ ଘରୋଇ ବସ୍‌ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, 'ସରକାର ଆମ ସହ ବସ୍‌…

କଟକ ପରେ ବ୍ରହ୍ମପୁରରେ ହେବନି ଅନଲାଇନ ମଦ ବିକ୍ରି

ବ୍ରହ୍ମପୁର,୨୪/୫(ଓଡିଶା ଭାସ୍କର): କଟକ ପରେ ପରେ ବ୍ରହ୍ମପୁରରେ ହେବନି ଅନଲାଇନ ମଦ ବିକ୍ରି। ଏନେଇ ନିଷ୍ପତ୍ତି ନେଇଛି ବ୍ରହ୍ମପୁର ମଦ ବ୍ୟବସାୟୀ ସଂଘ। ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛି ସଂଘ। ଲକ୍‌ ଡାଉନ୍‌…