Browsing Category

ରାଜ୍ୟ

ନାବାଳିକାକୁ ଅପହରଣ, ୪ ଖାଇଲେ ପ୍ରବଳ ଛେଚା

ନୟାଗଡ଼, ୧୬ା୧୨(ଓଡ଼ିଶା ଭାସ୍କର): ନୟାଗଡ଼ ଭାପୁର ବଜାରରୁ ନାବାଳିକାକୁ ଅପହରଣ କରାଯାଇଥିବା ଘଟଣା ଘଟିଥିଲା । ଏନେଇ ସ୍ଥାନୀୟ ଲୋକେ ଜାଣିବା ପରେ ୪ଅପହରଣକାରୀଙ୍କୁ ନିସ୍ତୁକ ମାଡ଼ ମାରି ଆହତ କରିଛନ୍ତି । ଅପହରଣକାରୀ…

ଦୁଷ୍କର୍ମକାରୀଙ୍କୁ ୭ବର୍ଷ ଜେଲ୍ ଓ ଜୋରିମାନା

ଗଞ୍ଜାମ, ୧୬ା୧୨(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟ ହେଉ କିମ୍ବା ଦେଶ ସବୁଠାରେ ଦୁଷ୍କର୍ମ, ଅପହରଣ, ହତ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗଞ୍ଜାମ ଦିଗପହଣ୍ଡି ଥାନା ଅଞ୍ଚଳରେ ଏକ ନାବାଳିକାକୁ ଦୁଷ୍କର୍ମ…

ନନ୍ଦନକାନନରେ ଆଉ ଏକ ଆନାକୋଣ୍ଡା ଗୁରୁତର

ବାରଙ୍ଗ, ୧୬ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆଉ ଏକ ଆନାକୋଣ୍ଡା ସାପ ଗୁରୁତର ଅଛି ବୋଲି ସୂଚନା ମିଳିଛି । ହଳଦିଆ ଆନାକୋଣ୍ଡାର ଚିକିତ୍ସା କରୁଛନ୍ତି ପ୍ରାଣୀ ଚିକିତ୍ସକ । ସେହି…

୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ରାୟଗଡା,୧୬ ।୧୨(ଓଡିଶା ଭାସ୍କର): ରାୟଗଡା ଜିଲ୍ଲା ଟିକିରି ଥାନା ପୋଡକଣାର ଛେଳିଆ ମାଝୀ ହତ୍ୟା ଘଟଣାର ରାୟ ଆଜି ପ୍ରକାଶ ପାଇଛି । ଏହି ଘଟଣାରେ ସମ୍ପୃକ୍ତ ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜିଲ୍ଲା…

କ୍ଷମା ମାଗିଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ

ଭୁବନେଶ୍ୱର,୧୬ ।୧୨(ଓଡିଶା ଭାସ୍କର): ହୀରାକୁଦ ନିଷିଦ୍ଧାଞ୍ଚଳରେ ୩ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ ଘଟଣା ଏବେ ତେଜିବାରେ ଲାଗିଛି । ଫଳରେ କ୍ଷମା ମାଗିଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ । ସେ କହିଛନ୍ତି ଯେ, ମୁଁ…

୨୩ରେ ଚୂଡାନ୍ତ କୁନ୍ଦୁଲି ରିପୋର୍ଟ

କୋରାପୁଟ,୧୬ ।୧୨(ଓଡିଶା ଭାସ୍କର): କୋରାପୁଟ ଜିଲ୍ଲାର କୁନ୍ଦୁଲି ମାମଲାରେ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ ହୋଇଛି । ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ଆଉ ସପ୍ତାହେ ସମୟ ମାଗିଲା ଏସଆଇଟି । ଡିସେମ୍ବର ୨୩ରେ ରିପୋର୍ଟ…

ନାଗରିକତା ସଂଶୋଧନ ଆଇନକୁ ନେଇ ଓଡ଼ିଶାରେ ବି ବିରୋଧ

କଟକ, ୧୬ା୧୨(ଓଡ଼ିଶା ଭାସ୍କର): ନାଗରିକତା ସଂଶୋଧନ ଆଇନକୁ ନେଇ ଓଡ଼ିଶାରେ ମଧ୍ୟ ବିରୋଧ ଦେଖାଦେଇଛି । ଆଇନକୁ ବିରୋଧ କରିଛି କଟକର ମୁସଲିମ ସୁରକ୍ଷା ମଞ୍ଚ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ…

୪ଘଣ୍ଟା ଧରି ଅଟକିଛି ଏୟାର ଇଣ୍ଡିଆ ବିମାନ

ଭୁବନେଶ୍ୱର, ୧୬ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଅଟକି ରହିଥିବା ସୂଚନା ମିଳିଛି । ୪ଘଣ୍ଟା ଧରି ଏୟାର ଇଣ୍ଡିଆ ବିମାନଟି ଅଟକିଛି । ଭୁବନେଶ୍ୱର ଦିଲ୍ଲୀ ଯାଇଥିବା ଏ-୧୦୭୮ ବିମାନ…

ନିଲମ୍ବିତ ହେଲେ ୨ ପିଇଓ

ବାଲେଶ୍ୱର,୧୬ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି । ସରକାରୀ ଯୋଜନାର ଅର୍ଥ ହେରାଫେର କରିଥିବା ୨ ପିଇଓଙ୍କ ନାମରେ ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକର ସମ୍ପୃକ୍ତ…

ଅଧାକେଜି ପ୍ଲାଷ୍ଟିକ୍ ବଦଳରେ ମିଳିବ ଆହାର

ଭୁବନେଶ୍ୱର,୧୬ ।୧୨(ଓଡିଶା ଭାସ୍କର): ଏଣିକି ଅଧାକେଜି ପ୍ଲଷ୍ଟିକ୍ ବଦଳରେ ମିଳିବ ଗୋଟିଏ ଆହାର । ରାଜଧାନୀ ଭୁବନେଶ୍ୱରର ୧୧ଟି ଆହାର କେନ୍ଦ୍ରରେ ଆଜି ଆରମ୍ଭ ହୋଇଛି ଏହି ଯୋଜନା । ବିଏମସି, ୟୁଏନଡିପି ଓ କୋକାକୋଲାର…