Browsing Category
ରାଜ୍ୟ
ରାଜ୍ୟରେ ଆଜି ୮୭ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୪।୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୮୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୧ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୬…
ରାଜଧାନୀରେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର
ଭୁବନେଶ୍ୱର,୪ ।୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି । ଭରତପୁର-ଚନ୍ଦକା ନିକଟ ରାସ୍ତାକଡରୁ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କୁ କେହି ହତ୍ୟା…
ବିଧାୟକ ପ୍ରଦୀପଙ୍କୁ ଝାଡପଡା ଜେଲରୁ ନେଲା ପୋଲିସ
ଝାରପଡା,୪ ।୨(ଓଡିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଝାଡପଡା ଜେଲରୁ ଆଜି ବ୍ରହ୍ମପୁର ନେଇଛି ପୋଲିସ । ପ୍ରଦୀପଙ୍କୁ ଏକ ସ୍ପେଶାଲ
ଟିମ୍ ଜେଲରୁ ନେଇଛି । ଏହି ସ୍ପେଶାଲ ଟିମ୍ ପ୍ରଦୀପଙ୍କୁ…
ଝରାଫୁଲ ମାମଲାରେ ସ୍କୁଟର ଜବତ
ଭୁବନେଶ୍ୱର,୪ ।୨(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଜାରି ରହିଛି । ଏହାରି ମଧ୍ୟରେ ଭୁବନେଶ୍ୱର ସୁନ୍ଦରପଦାରୁ ସ୍କୁଟରକୁ ଜବତ କରିଛି ଯାଜପୁର ପୋଲିସ…
ରାଜ୍ୟରେ ଶୀତର ଲହରୀ : ୧୦ ଡିଗ୍ରୀ ତଳେ ୯ ସହରର ତାପମାତ୍ରା
ଭୁବନେଶ୍ୱର,୪ ।୨(ଓଡିଶା ଭାସ୍କର): ରାଜ୍ୟରେ ଶୀତର ଲହରୀ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ସହରର ପାରଦ ୧୦ ଡିଗ୍ରୀ ତଳେ ରହିଛି । ସର୍ବନିମ୍ନ ୩ ଡିଗ୍ରୀ ତାପାମାତ୍ରା ସହ ରାଜ୍ୟର ଶୀତଳ ସହର…
ରେଳ ବଜେଟରେ ଓଡିଶାକୁ ୫୫୨୮ କୋଟି
ଭୁବନେଶ୍ୱର, ୪ ।୨(ଓଡିଶା ଭାସ୍କର): କେନ୍ଦ୍ରର ରେଳ ବଜେଟରେ ଏଥର ଓଡିଶା ପାଇଁ ୫୫୨୮ କୋଟି ବ୍ୟୟବରାଦ ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ । ୨୦୦୯-୧୪ ମଧ୍ୟରେ ଓଡ଼ିଶାକୁ…
ଟ୍ରେନ୍ ଧକ୍କାରେ ୨ ହାତୀ ମୃତ
ରାଉରକେଲା,୪।୨(ଓଡିଶା ଭାସ୍କର) : ରାଉରକେଲା ବିଶ୍ରା ମହିପାଣି ନିକଟରେ ଟ୍ରେନ୍ ଧକ୍କାରେ ୨ ହାତୀ ମୃତ। ବିଳମ୍ବିତ ରାତିରେ ହାତୀକୁ ଧକ୍କା ଦେଇଥିଲା ମାଲ୍ବାହୀ ଟ୍ରେନ । ବର୍ତ୍ତମାନ ସୁଦ୍ଧା ହାତୀର ଖଣ୍ଡବିଖଣ୍ଡିତ…
Career Counselling cells to be discontinued in Odisha’s Govt-run colleges
Bhubaneswar, 3/2: In a major announcement, the Odisha government decided to discontinue Career Counselling cells in State-govt run colleges. This decision was taken as the…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେଲ୍ ଅଧ୍ୟକ୍ଷା ସୋମା ମଣ୍ଡଳ
ଭୁବନେଶ୍ୱର, ୩ ।୨ ;ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ଙ୍କୁ ଭେଟିଲେ ସେଲ୍ ଅଧ୍ୟକ୍ଷା ସୋମା ମଣ୍ଡଳ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କଲେ ସେଲ୍ ଅଧ୍ୟକ୍ଷା । ସେଲ୍ ଅଧ୍ୟକ୍ଷା ହେବା…
ବିଷାକ୍ତ ଖାଦ୍ୟ ଖାଇ ୬ ଅଙ୍ଗନବାଡି ଶିଶୁ ଗୁରୁତର
ମାଲକାନଗିରି,୩ ।୨: ମାଲକାନଗିରିର ଏକ ଅଙ୍ଗନବାଡି କେନ୍ଦ୍ରରେ ଅଘଟଣା ଘଟିଛି । ବିଷାକ୍ତ ଖାଦ୍ୟ ଖାଇ ୬ ଶିଶୁ ଗୁରୁତର ହୋଇଛନ୍ତି । ଝାଡାବାନ୍ତି ଯୋଗୁଁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…