Browsing Category
ରାଜ୍ୟ
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ଟପିଲା
ଭୁବନେଶ୍ୱର, ୩୧ା୧ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୧୧୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୮ ଓ ସ୍ଥାନୀୟ ଅଞ୍ଚଳରୁ…
ବାଘ ମୃତ୍ୟୁ ମାମଲା: ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଗଞ୍ଜାମ, ୩୧ା୧ (ଓଡିଶା ଭାସ୍କର): ଗତ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାର ବୁଗୁଡ଼ାରେ ଘଟିଥିବା ବାଘମୃତ୍ୟୁ ମାମଲାରେ ବନ ବିଭାଗ ପକ୍ଷରୁ ୬ ଜଣଙ୍କୁ ଗିରଫ କରାଯାଇଛି । ବାରହା ଫାଶରେ ପଡ଼ିବା ପରେ ବାଘଟିର ମୃତ୍ୟୁ ହୋଇଥିଲା…
୨୪ ବର୍ଷ ପରେ ଧରାପଡ଼ିଲା ଜାଲିଆତି, ଚାକିରିରୁ ବିଦାହେଲେ ବରିଷ୍ଠ କିରାଣି
ମାଲକାନଗିରି, ୩୧ା୧ (ଓଡିଶା ଭାସ୍କର): ଜାଲ୍ ଜାତି ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲାରେ ଜଣେ ବରିଷ୍ଠ କିରାଣି ଚାକିରିରୁ ବହିଷ୍କାର ହୋଇଛନ୍ତି । ଜିଲ୍ଲାର ବରିଷ୍ଠ କିରାଣି…
ଶୀତ ନେଇ ୨ ଜିଲ୍ଲାକୁ ସତର୍କବାଣୀ, ଜାଣନ୍ତୁ କେଉଁଟି ?
ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ରାଜ୍ୟରେ ଖସୁଛି ପାରଦ, ଫଳରେ ବଡୁଛି ଶୀତ । ଏହାରି ମଧ୍ୟରେ ଜାନୁଆରି ୩୧ରୁ ଫେବ୍ରୁଆରି ୨ ଯାଏଁ ରାଜ୍ୟରେ ଶୀତ ଲହରି ରହିବ । ରାଜ୍ୟରେ ଶୀତ ଲହରି ନେଇ ସତର୍କତା ଜାରି କରିଛି…
୧୩ ଜିଲ୍ଲାରେ ହେବ ସାଇକ୍ଲୋଥନ
ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ‘ସକ୍ଷମ ୨୦୨୧’ କାର୍ଯ୍ୟକ୍ରମ ଜରିଆରେ ୧୩ ଜିଲ୍ଲାରେ ହେବ ସାଇକ୍ଲୋଥନ । ଆସନ୍ତାକାଲି ୧୩ ଜିଲ୍ଲାରେ ସାଇକ୍ଲୋଥନ ହେବ ବୋଲି ଜଣାପଡିଛି । ତୈଳ ଓ ଗ୍ୟାସ ସଂରକ୍ଷଣ ନେଇ ସଚେତନତା…
OYOର ରୁମ୍ ନମ୍ବର ୨୦୧ରେ ରହିଥିଲେ ଝରାଫୁଲ ଓ ତାଙ୍କ ପୁରୁଷ ବନ୍ଧୁ
ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ ରହିଛି । ଏହାରି ମଧ୍ୟରେ ଝରାଫୁଲ ଗତ ୨୬ ତାରିଖରେ ରହିଥିବା ଧର୍ମବିହାର ଶିବସାଇ…
ସ୍ମାର୍ଟ କ୍ଲାସରୁମର ଶୁଭାରମ୍ଭ କଲେ ଗଣଶିକ୍ଷା ମନ୍ତ୍ରୀ
ଗଞ୍ଜାମ,୩୦ ।୧(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ସ୍ମାର୍ଟ କ୍ଲାସ ରୁମ୍ । ଇଣ୍ଡୋ-ଆମେରିକାନ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସରେ ଏହାକୁ ଆରମ୍ଭ କରାଯାଇଛି । ସ୍ମାର୍ଟ କ୍ଲାସ ରୁମର…
ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ
କେନ୍ଦୁଝର,୩୦ ।୧(ଓଡିଶା ଭାସ୍କର): କେନ୍ଦୁଝରଗଡ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଏକ ଆଇରନ ବୋଝେଇ ମାଲଗାଡିର ପ୍ରାୟ ୬ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । କେଉଁ ପରିସ୍ଥିତିରେ ଏପରି ଘଟଣା…
ଝରାଫୁଲ ମୃତ୍ୟୁ ଘଟଣା: ଗେଷ୍ଟ ହାଉସରେ ଯାଞ୍ଚ
ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ । ଏହାରି ମଧ୍ୟରେ ଝରାଫୁଲ ଗତ ୨୬ ତାରିଖରେ ରହିଥିବା ଗେଷ୍ଟ ହାଉସରେ ଯାଞ୍ଚ ଆରମ୍ଭ…
ମହଙ୍ଗା ପଡିଲା ପ୍ରେମ ପାଇଁ ବାବା ବେଶ
ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ମହଙ୍ଗା ପଡିଲା ପ୍ରେମ ପାଇଁ ବାବା ବେଶ । ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ୍ କଲୋନୀରେ ଜଣେ ପ୍ରେମିକ ବାବା ହଟହଟା ହୋଇଛନ୍ତି । ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଆସିଥିବା…