Browsing Category

ରାଜ୍ୟ

ଜରୁରୀକାଳୀନ କର୍ମଚାରୀଙ୍କୁ ଦିଆଯାଇଥିବା ପାସର ଅପବ୍ୟବହାର କରନ୍ତୁ ନାହିଁ: ପୋଲିସ କମିଶନର

ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ରାଜ୍ୟ ଲକ୍ ଡାଉନ ରହିଛି । ଏନେଇ ହସ୍ପିଟାଲ, ମିଡ଼ିଆ, ବ୍ୟାଙ୍କ ପରି ଜରୁରୀକାଳୀନ କର୍ମଚାରୀଙ୍କୁ ପାସ୍ ଦିଆଯାଇଥିଲା । ଯାନବାହନ ପାସ ଘରଠାରୁ ଅଫିସ୍ ଏବଂ…

ଏସସିବିରେ ହେବ କରୋନା ରକ୍ତ ନମୁନା ପରୀକ୍ଷା

ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର):କଟକ ଏସସିବିରେ ମହାମାରୀ କରୋନା ରକ୍ତ ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି । ନମୁନା ପରୀକ୍ଷା ପାଇଁ ଅନୁମତି ଦେଇସାରିଛି ଆଇସିଏମଆର । ଏହାସହ ବୁର୍ଲା ଏମକେସିଜିରେ ମଧ୍ୟ ନୁମନା…

ଗୋଲାମୁଣ୍ଡା ଏବିଡିଓ ନିଲମ୍ବିତ

ଧର୍ମଗଡ,୩୧ ।୩(ଓଡିଶା ଭାସ୍କର) କଳାହାଣ୍ଡି ଗୋଲାମୁଣ୍ଡା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା ଏବିଡିଓ ପଦ୍ମନାଭ ପାତ୍ରଙ୍କୁ ନିଲମ୍ବିତ କରାଯାଇଛି । କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ଏବିଡିଓ ପଦ୍ମନାଭଙ୍କୁ…

ଆମେ ଏବେ ୨ୟ ଷ୍ଟେଜରେ ଅଛୁ: ଡିଏମଇଟି

ଭୁୁବନେଶ୍ୱର,୩୧ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ପରିସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ଡିଏମଇଟି ଡା. ସିବିକେ ମହାନ୍ତି । ସେ କହିଛନ୍ତି ଯେ, କିଛି ମାତ୍ରାରେ କରୋନା ନିୟନ୍ତ୍ରଣରେ ଆମେ ସଫଳ ହୋଇଛୁ । ଆମେ…

୩୦%ଙ୍କୁ ମିଳିଲାଣି ପିଡ଼ିଏସ୍ ସାମଗ୍ରୀ

ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର): ଲକ୍ ଡାଉନ ପାଇଁ ଏବଂ କରୋନା ସତର୍କତା ନେଇ ହିତାଧିକାରୀଙ୍କ ଘରେ ପିଡ଼ିଏସ ସାମଗ୍ରୀ ପହଞ୍ଚିବା ନେଇ ଘୋଷଣା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପିଡ଼ିଏସ୍ ସାମଗ୍ରୀ ୩୦% ହିତାଧିକାରୀଙ୍କ…

ରାଜ୍ୟ ବାହାରେ ଫସି ରହିଛନ୍ତି ଦେଢ଼ ଲକ୍ଷ ଓଡ଼ିଆ

ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ହୋଇଥିବା ଲକ୍ ଡାଉନ ପାଇଁ ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସ୍ଥିତି ନେଇ ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ…

ଜୁନ୍ ୩୦ଯାଏଁ ଗାଡ଼ି ପରମିଟ୍, ଡିଏଲ୍ ନବୀକରଣ ଅବଧି ବୃଦ୍ଧି

ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର): କରୋନା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଫେବୃଆରୀରେ ଅବଧି ସରିଥିବା ଗାଡ଼ି କାଗଜପତ୍ରର ଏବେ ନବୀକରଣର ଆବଶ୍ୟକତା ନାହିଁ । ବର୍ତ୍ତମାନ ପରିସ୍ଥିତିରେ ଏହା ଜୁନ୍ ଯାଏଁ ବୈଧ…

କରୋନା ସତର୍କତା,ସାରା ଦେଶ ପାଇଁ ଉଦାହରଣ ସୃଷ୍ଟି କଲେ କଳାହାଣ୍ଡିର ୧୨ ଯୁବକ

କଳାହାଣ୍ଡି, ୩୧ା୩(ଓଡ଼ିଶା ଭାସ୍କର): କେରଳରେ କରୋନା ତାଣ୍ଡବ ।ଏଭଳି ଅବସ୍ଥାରେ ରୋଜଗାର ପାଇଁ କେରଳ ଯାଇଥିବା କଳହାଣ୍ଡିର ୧୨ ଯୁବକ ଗାଁକୁ ଫେରି ଆସିଛନ୍ତି । କିନ୍ତୁ ସେମାନେ ଗାଁକୁ ଫେରିବା ପରେ ସରକାରୀ ତାଲିକାରେ…

୧୦% ଲୋକ ଏବେ ବି ଅମାନିଆ,୧୪୦୦ ଗିରଫ :ଡିଜି

ଭୁବନେଶ୍ୱର,୩୦ ।୩(ଓଡିଶା ଭାସ୍କର): ଲକ୍-ଡାଉନକୁ ଦାୟିତ୍ୱର ସହ ପାଳନ କରିବାକୁ ସରକାର ଆହ୍ୱାନ ଦେଇଥିବା ବେଳେ ୧୦% ଲୋକ ଏଯାଏଁ ଘଟଣାର ଗୁରୁତ୍ୱକୁ ବୁଝୁନାହାନ୍ତି । କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଥିବାରୁ ୬୧ ଜଣଙ୍କ…

ଦେଶରେ କରୋନାରେ ଅପରାହ୍ନ ୩ଟା ସୁଦ୍ଧା ୧୦୭୧ଜଣ ଆକ୍ରାନ୍ତ ଓ ୨୯ଜଣ ମୃତ: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୩୦ା୩(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ନେଇ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟ ବାହାରେ ଓଡ଼ିଆ ଅଟକ ପଡ଼ିଛନ୍ତି ।…