Browsing Category
ରାଜ୍ୟ
କାଲିମେଳାର ଧାନମଣ୍ଡି ବନ୍ଦ ପ୍ରତିବାଦରେ ଚାଷୀଙ୍କ ସହ ରାଜନେତା କଲେ ରାସ୍ତାରୋକ
ମାଲକାନଗିରି/କାଲିମେଳା -୧୭/୦୧: ଧାନ ମଣ୍ଡି ବନ୍ଦ ପ୍ରତିବାଦରେ ଆଜି ଶତାଧିକ ଚାଷୀ ମାଲକାନଗିରି ଜିଲ୍ଲାର କାଲିମେଳା ସହରର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ସେମାନେ ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ରାସ୍ତାରେ…
ବାଲେଶ୍ୱର ରେ ଚାଞ୍ଚଲ୍ୟ : ଝିଅକୁ ହତ୍ୟା କରିବାକୁ ମା ଦେଇଥିଲା ସୁପାରୀ
ବାଲେଶ୍ୱର, 17/1 : ବାଲେଶ୍ୱର ନଗ୍ରମରେ ମହିଳାଙ୍କୁ ହତ୍ୟା ମାମଲାର ପର୍ଦାଫାସ ହୋଇଛି । ଶିବାନୀ ନାୟକଙ୍କୁ ହତ୍ୟା କରିବାକୁ ସୁପାରି ଦେଇଥିଲା ତାଙ୍କରି ନିଜର ମାଆ । ମଦ ବେପାରକୁ ନେଇ ସୁପାରି କିଲିଂ ହୋଇଥିବା ପୋଲିସର…
କଟକ ହରିଣ ପାର୍କର ସ୍ୱୀକୃତି ପ୍ରତ୍ୟାହାର
କଟକ, ୧୭ା୧ (ଓଡିଶା ଭାସ୍କର): କଟକର ହରିଣ ପାର୍କର ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିବାକୁ କିଏ ବା ନ ଚାହିଁବ । ତେବେ ବହୁ ପର୍ଯ୍ୟଟକଙ୍କୁ ଏହି ପାର୍କ ମନୋରମ ସୌନ୍ଦର୍ଯ୍ୟରେ ବାନ୍ଧି ରଖିଥିଲା । ତେବେ ଏହି ପାର୍କକୁ…
ଭୁବନେଶ୍ୱରରେ ଶୁଭ୍ରା କୁଣ୍ଡୁ: ଖୋଲିବ ରୋଜଭ୍ୟାଲି ଠକେଇର ଗୁମର
ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ଖୋଲିବ ରୋଜଭ୍ୟାଲି ଚିଟଫଣ୍ଡର ଗୁମର । ଆଜି କୋଲକତାରୁ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁ । ୪୦୦ କୋଟି ଟଙ୍କାର ଚିଟଫଣ୍ଡ ଠକେଇ…
ହଟିଲା କୋଭିଡ କଟକଣା: ୨୧ରୁ ଭକ୍ତ କରିିବେ ମହାପ୍ରଭୁଙ୍କ ଦର୍ଶନ
ପୁରୀ, ୧୭ା୧ (ଓଡିଶା ଭାସ୍କର): ଏଣିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ପ୍ରମାଣପତ୍ର ବାଧ୍ୟତାମୂଳକ ହେବନି । ଆସନ୍ତା ୨୧ ତାରିଖଠାରୁ ଭକ୍ତମାନେ ବିନା ରିପୋର୍ଟରେ କରିପାରିବେ…
ବାଇକ୍ ଯାଞ୍ଚ କରିବାକୁ ଆସି ପୋଲିସ ହଟହଟା: ଆଇଆଇସିଙ୍କୁ ମାଡ଼
ପୁରୀ, ୧୭ା୧ (ଓଡିଶା ଭାସ୍କର): ବାରମ୍ବାର ପୋଲିସ ଅବହେଳାର ଶିକାର ହୋଇଆସୁଥିବା ଗୋଟିଏ ପରିବାରର ଅସେନ୍ତାଷ ଶେଷରେ ଉଗ୍ରରୂପ ଧାରଣ କରିଛି । ଏହି ଆକ୍ରୋଶର ଶିକାର ହୋଇଛନ୍ତି ଜଣେ ଆଇଆଇସି । ବାଇକ ଯାଞ୍ଚକୁ ନେଇ ଲଳିତା…
କରୋନାରେ ଜଣେ ମୃତ, ୧୮୩ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୧୮୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦୬ ଓ ସ୍ଥାନୀୟ ଅଞ୍ଚଳରୁ…
ଆସନ୍ତାକାଲିଠାରୁ ପୁଣି ଚାଲିବ କୋଭିଡ ଟିକାକରଣ
ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ଗତକାଲିଠାରୁ କୋଭିଡ ଟିକାକରଣର ଶୁଭାରମ୍ଭ ହୋଇଛି । ତେବେ ଆଜି ରବିବାର ଥିବାରୁ ଟିକାକରଣକୁ ବନ୍ଦ ରଖାଯାଇଛି । ଆସନ୍ତାକାଲିଠାରୁ ପୁଣି ଟିକାକରଣ କାର୍ଯ୍ୟ ଆରମ୍ଭ ହେବ । ଏନେଇ…
ବଢ଼ିଲା ପ୍ରଦୀପଙ୍କ ସମସ୍ୟା: ଦାୟର ହେଲା ଆଉ ଏକ ମାମଲା
ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ବେଆଇନ ଅର୍ଥ ଠୁଳ ମାମଲାରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପିଛା ଛାଡ଼ୁନାହିଁ ବିବାଦ । ପ୍ରଦୀପଙ୍କ ନାମରେ ଆଉ ଏକ…
ନିଲମ୍ବିତ ହେଲେ ଦୁଇ ପୋଲିସ ଅଧିକାରୀ
ପୁରୀ, ୧୭ା୧ (ଓଡିଶା ଭାସ୍କର): ପୁରୀ ସଦର ଥାନା ମହିଳା ଏସଆଇ ଅତଶି ଜେନାଙ୍କୁ ନିଲମ୍ବିତ କରାଯାଇଛି । ଜୁଆ ଆଡ୍ଡାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଛାଡ଼ି ଦେଇଥିବା ତାଙ୍କ ନାମରେ ଅଭିଯୋଗ ହୋଇଥିଲା ।
ସେହିପରି…