Browsing Category

ରାଜ୍ୟ

‘ଜମତରା’ ଗ୍ୟାଙ୍ଗ କବଳରେ ରାଜଧାନୀ: ସାବଧାନ ନ ହେଲେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯିବ

ଭୁବନେଶ୍ୱର, ୧୫ା୧୨ (ଓଡିଶା ଭାସ୍କର): ଝାଡ଼ଖଣ୍ଡରୁ ରାଜଧାନୀ ଭୁବନେଶ୍ୱରରେ ଆସି ଆଡ୍ଡା ଜମାଇଛନ୍ତି ‘ଜମତରା’ ଗ୍ୟାଙ୍ଗ । କେଇ ମିନିଟ ମଧ୍ୟରେ ଆପଣଙ୍କ ଆକାଉଣ୍ଟର ବାଲାନ୍ସ ଜିରୋ କରିଦେଉଛନ୍ତି । ଏନେଇ କମିଶନରେଟ ପୋଲିସ…

୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର, ୧୫ା୧୨ (ଓଡିଶା ଭାସ୍କର): ଆସନ୍ତା ୨୭ ତାରିଖରେ ରାଜଧାନୀର ଲିଙ୍ଗରାଜ ମନ୍ଦିର ଖୋଲିବ । ଏନେଇ ବିଏମସି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ…

କୋଭିଡ୍ ପ୍ୟାକେଜ: ଏମଏସଏମଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୮୯ କୋଟି ଅନୁମୋଦନ

ଭୁବନେଶ୍ୱର, ୧୫ା୧୨ (ଓଡିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମଏସଏମଇ କ୍ଷେତ୍ର ପାଇଁ ୨୮୯.୪୨ କୋଟିର ଏକ ବୃହତ ପ୍ୟାକେଜ ଘୋଷଣା କରିଛନ୍ତି । ତେବେ କୋଭିଡ୍ ସମୟରେ ଏମଏସଏମଇରେ ସୁଧାର ଆଣିବା ପାଇଁ…

ଭ୍ୟାକ୍ସିନ୍ ପାଇଁ ରାଜ୍ୟ ସରକାରଙ୍କ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

ଭୁବନେଶ୍ୱର, ୧୫ା୧୨ (ଓଡିଶା ଭାସ୍କର): ମହାମାରୀ କରୋନାର ଭ୍ୟାକ୍ସିନ୍ ଖୁବଶୀଘ୍ର ଲୋକଙ୍କ ପାଖରେ ପହଞ୍ଚିବ । ତେବେ ଏନେଇ ରାଜ୍ୟ ସରକାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଏନେଇ ଭ୍ୟାକ୍ସିନ ଇନଚାର୍ଜ ବିଜୟ…

ନୟାଗଡ ରେ ଚାଞ୍ଚଲ୍ୟ , ମିଳିଲା ନିଖୋଜ ୩ ବର୍ଷୀୟ ସ୍ୱାତୀର ମୃତଦେହ

ନୟାଗଡ, ୧୫ା୧୨ (ଓଡିଶା ଭାସ୍କର):ରାଜ୍ୟ ରେ ପରୀ ହତ୍ୟାକାଣ୍ଡ ର ଆକ୍ରୋଶ କମିନଥିଲା ବେଳେ ଅନ୍ୟ ଏକ 3 ବର୍ଷ ର ଶିଶୁକନ୍ୟା ସ୍ୱାତୀର ମୃତଦେହ ଉଦ୍ଧାର କରାଯାଇଛି । ରାଜସୁନାଖଳା ଥାନା ବଧିପାଟଣା ଗାଁର ନିକଟ ଏକ…

ପରିବା ଦୋକାନୀ ନାଁରେ ୧୦୦ କୋଟିର ଜିଏସଟି ଠକେଇ !

ସୁନ୍ଦରଗଡ଼, ୧୫ା୧୨ (ଓଡିଶା ଭାସ୍କର): ରାଉରକେଲାରେ ପୁଣି ଏକ ଜିଏସଟି ଠକେଇ ଅଭିଯୋଗ ହୋଇଛି । ପୂର୍ବରୁ ଚାଷୀ, ମିସ୍ତ୍ରୀ ଆଦିଙ୍କ ନାମରେ ଏପରି ଅଭିଯୋଗ ହୋଇଥିଲା । ଏଥର ପାଳି ପଡ଼ିଛି ଜଣେ ପରିବା ଦୋକାନୀଙ୍କର ।…

ସ୍କୂଲ ଖୋଲିବା କୁ ନେଇ ପ୍ରସ୍ତୁତି , ଶନିବାର ଓ ରବିବାର ପଢ଼ାଯିବ ପାଠ

କରୋନା ମହାମାରୀ ସଙ୍କଟ ମଧ୍ୟ ରେ ଦୀର୍ଘ ଦିନ ଧରି ରାଜ୍ୟ ର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି ଯାହଫଳରେ ଛାତ୍ର ଛାତ୍ରୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ଇତିମଧ୍ୟ ରେ ଏକ ଖୁସି ଖବର…

ନୂଆବର୍ଷରେ ନୂଆ ନିୟମ: ହେଲମେଟ୍ ନାହିଁ ତ ଲିଫ୍ଟ ନାହିଁ

ଭୁବନେଶ୍ୱର, ୧୫ା୧୨ (ଓଡିଶା ଭାସ୍କର): ଦୁର୍ଘଟଣାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ଏକ ନୂଆ ଗାଇଡଲାଇନ ଜାରି କରାଯାଇଛି । ହେଲମେଟ୍ ନଥିଲେ ଲିଫ୍ଟ ନ ଦେବାକୁ ଚାଳକମାନଙ୍କୁ କୁହାଯାଇଛି । ନ ମାନିଲେ ଚାକଳଙ୍କର…