Browsing Category
ରାଜ୍ୟ
କରୋନା ଭାଇରସ୍ ପାଇଁ ନନ୍ଦନକାନନ ଓ ପ୍ଲାନେଟୋରିଅମ ବନ୍ଦ୍
ଭୁବନେଶ୍ୱର, ୧୪ା୩(ଓଡ଼ିଶା ଭାସ୍କର): କରୋନା ଭାଇରସକୁ ଦୃଷ୍ଟିରେ ରଖି ନନ୍ଦନକାନନ ବନ୍ଦ ରହିବ । ମାର୍ଚ୍ଚ ୩୧ତାରିଖ ଯାଏଁ ନନ୍ଦନକାନନ ବନ୍ଦ ରହିବ ବୋଲି ଜଣାପଡ଼ିଛି । ଏନେଇ ଉପ ନିର୍ଦ୍ଦେଶକ ଜୟନ୍ତ ଦାଶ ସୂଚନା ଦେଇଛନ୍ତି…
୪୮ ଦିନ ପରେ ଶିବାଶିଷଙ୍କ ଘରବାହୁଡା, କହିଲେ- ପୁନର୍ଜନ୍ମ ପାଇଛି
ବ୍ରହ୍ମପୁର,୧୪ ।୩(ଓଡିଶା ଭାସ୍କର): ଦୀର୍ଘ ୪୮ ଦିନ ଧରି ଜାପାନ ଜାହାଜରେ ଫସି ରହିଥିବା ଓଡିଆ ଇଞ୍ଜିନିୟର ଶିବାଶିଷ ନାୟକ ଶେଷରେ ଘରକୁ ଫେରିଛନ୍ତି । ଡାଇମଣ୍ଡ ପ୍ରିନସେନ୍ସ ଜାହାଜରେ ଦୀର୍ଘଦିନ ଧରି ଫସିଥିବା ଶିବାଶିଷ…
ଗୃହ ବନ୍ଦ ଘଟଣାକୁ ନାପସନ୍ଦ କଲେ ପ୍ରଦୀପ୍ତ
ଭୁବନେଶ୍ୱର, ୧୪ା୩: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା । ସେ କହିଛନ୍ତି ଯେ କରୋନା ପ୍ରଭାବିତ…
ଗୁଳିମାଡ଼ରେ କନେଷ୍ଟବଳ ମୃତ
ଢ଼େଙ୍କାନାଳ, ୧୪ା୩(ଓଡ଼ିଶା ଭାସ୍କର): ଢ଼େଙ୍କାନାଳ ସଦର ଥାନା ଚାଉଳିଆଖମାର ଗାଁରେ ଗୁଳିକାଣ୍ଡ ଘଟିଛି । ଗୁଳିମାଡ଼ରେ ଆଇଆରବି କନେଷ୍ଟବଳ ରାମ ଚନ୍ଦ୍ର ସାହୁଙ୍କର ମୃତ୍ୟୁ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ବିଳମ୍ବିତ ରାତିରେ…
କରୋନା ଭାଇରସ୍, ହାତ ଧୋଇ ସଚେତନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୩ା୩(ଓଡ଼ିଶା ଭାସ୍କର): କରୋନା ନେଇ ସମସ୍ତ ବିଧାୟକଙ୍କୁ ସଚେତନ କରାଯାଇଛି । ବିଧାନସଭା ସମ୍ମିଳନୀ କକ୍ଷରେ ବିଧାୟକଙ୍କୁ କରୋନାକୁ ନେଇ ସଚେତନ କରାଯାଇଛି । ନିଜ ନିର୍ବାଚନମଣ୍ଡଳିରେ ଲୋକଙ୍କୁ ସଚେତନ…
ଗାନ୍ଧୀ ମାର୍ଗରେ ଧାରଣା ବନ୍ଦ୍
ଭୁବନେଶ୍ୱର, ୧୩ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ଗାନ୍ଧୀ ମାର୍ଗରେ ଧାରଣାକୁ ବନ୍ଦ କରାଯାଇଛି । କମିଶନରେଟ୍ ପୋଲିସ ରଦ୍ଦ କରିଛି ଧାରଣା । ଏହାସହ ଟ୍ୱିନସିଟିରେ ସବୁ ସଭା ସମିତି ବନ୍ଦ ପାଇଁ ପୋଲିସ ଆହ୍ୱାନ କରିଛି ।…
କରୋନା ଭାଇରସ୍, ସବୁ ଡାକ୍ତରଖାନାରେ କରୋନା ସନ୍ଦିଗ୍ଧଙ୍କ ସ୍କ୍ରିନିଂ ପାଇଁ ବ୍ୟବସ୍ଥା
ଭୁବନେଶ୍ୱର, ୧୩ା୩(ଓଡ଼ିଶା ଭାସ୍କର): କରୋନା ଭାଇରସ ଦିନକୁ ଦିନ ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସବୁ ଡାକ୍ତରଖାନାରେ କରୋନା…
Corona effect: Chief Minister grievance cell will remain closed
Bhubaneswar, 13/3: Due to the outbreak of deadly Coronavirus, Chief Minister grievance cell and joint grievance cells will remain closed till 31st March 2020 as a precautionary…
ଆସନ୍ତା ୩୦ଯାଏଁ ବିଧାନସଭା ମୁଲତବୀ
ଭୁବନେଶ୍ୱର, ୧୩ା୩(ଓଡ଼ିଶା ଭାସ୍କର): ଆସନ୍ତା ୩୦ତାରିଖ ଯାଏଁ ବିଧାନସଭା ମୁଲତବୀ ରଖାଯାଇଛି । କରୋନା ପାଇଁ ବିଧାନସଭା ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।ଗୃହକୁ ବନ୍ଦ ନକରିବାକୁ କହିଥିଲେ ବିରୋଧୀ ।…
କରୋନା ନେଇ ବନ୍ଦ ରହିବ ସମସ୍ତ ସ୍କୁଲ୍
ଭୁବନେଶ୍ୱର, ୧୩ା୩(ଓଡ଼ିଶା ଭାସ୍କର): କରେନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଲୋକମାନେ ଏଥି ପାଇଁ ଭୟଭିତ ଅବସ୍ଥାରେ ରହିଛନ୍ତି । ଏହାରି ମଧ୍ୟରେ କରୋନା ପାଇଁ ଆସନ୍ତା ମାର୍ଚ୍ଚ ୩୧ଯାଏଁ ସ୍କୁଲ…