Browsing Category
ରାଜ୍ୟ
ଟ୍ରାଫିକ ନିୟମ ଭାଙ୍ଗିଲେ ବି ପୋଲିସ କାଟିପାରିବନି ଚାଲାଣ, ଜାଣନ୍ତୁ କଣ ରହିଛି ନିୟମ
ଭୁବନେଶ୍ୱର, ୧୦ା୧ (ଓଡିଶା ଭାସ୍କର): ଆପଣ ଯଦି କେବେ ଟ୍ରାଫିକ ଅଧିକାରୀଙ୍କ ହାବୁଡ଼ରେ ପଡ଼ିଥିବେ ତେବେ ଜାଣିଥିବେ କିପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଅନେକ ସମୟରେ ଟ୍ରାଫିକ ପୋଲିସ ଆପଣଙ୍କ ଗାଡ଼ିର ଚାବି…
ହାଇଟେକ୍ ଜମି ଦୁର୍ନୀତି ମାମଲା: ୩ ମାସ ମଧ୍ୟରେ ଟଙ୍କା ଫେରିପାଇବେ ଜମାକାରୀ
ଭୁବନେଶ୍ୱର, ୧୦ା୧ (ଓଡିଶା ଭାସ୍କର): ହାଇଟେକ ଜମି ଦୁର୍ନୀତି ମାମଲାରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଜମାକାରୀମାନେ ଖୁବଶୀଘ୍ର ସେମାନଙ୍କର ଜମା ଟଙ୍କା ଫେରିପାଇବେ । ଯେଉଁ ଜମାକାରୀ ଟଙ୍କା…
ରାଜ୍ୟର ୧୬୦ ସେସନସାଇଟରେ ହେବ ଟିକାକରଣ ।
ଭୁବନେଶ୍ୱର, ୧୦ା୧ (ଓଡିଶା ଭାସ୍କର) : କରୋନା ସଂକ୍ରମଣ ମଧ୍ୟ ରେ ଟିକାକରଣ ନେଇ ସୂଚନା ଆସିଛି ।ରାଜ୍ୟର ୧୬୦ ସେସନସାଇଟରେ ହେବ ଟିକାକରଣ । ଟିକାକରଣ ସମ୍ପର୍କିତ ବୈଠକ ପରେ ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ…
ଆସନ୍ତା ୨୧ରୁ ହଟିବ କଟକଣା: ବିନା କୋଭିଡ ନେଗେଟିଭ ରିପୋର୍ଟରେ ସର୍ବସାଧାରଣ କରିପାରିବେ ଦର୍ଶନ
ପୁରୀ, ୧୦ା୧ (ଓଡିଶା ଭାସ୍କର): ଜଗନ୍ନାଥପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ଏଣିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟର ଆବଶ୍ୟକତା ନାହିଁ । ଜାନୁଆରୀ ୨୧ ତାରିଖରୁ ଭକ୍ତମାନେ ବିନା…
ସାର୍ବଜନୀନ ହେଲା ମନ୍ତ୍ରୀମାନଙ୍କର ସମ୍ପତ୍ତି ତାଲିକା, ଜାଣନ୍ତୁ କାହାର କେତେ
ଭୁବନେଶ୍ୱର, ୧୦ା୧ (ଓଡିଶା ଭାସ୍କର): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସମ୍ପତ୍ତି ତାଲିକା ସାର୍ବଜନୀନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର…
କୋହଳ ହେବ କାଳିଆ ଦର୍ଶନ
ପୁରୀ, ୧୦ା୧ (ଓଡିଶା ଭାସ୍କର): ଜନସାଧାରଣଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ ନେଇ ଲାଗୁ କରାଯାଇଥିବା କଟକଣା କୋହଳ ହେବ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ…
ଟଳିଗଲା ବଡ଼ ଅଘଟଣ: ୫ କେଜି ଲ୍ୟାଣ୍ଡମାଇନ୍ସ ଉଦ୍ଧାର
ମାଲକାନଗିରି, ୧୦ା୧ (ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲାର ଚିତ୍ରାକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି । ଚିତ୍ରକୋଣ୍ଡା ବ୍ଲକ ଗୋରାସେତୁ ନିକଟରୁ ୫ କେଜି ଓଜନର…
ଆସନ୍ତା ୧୪ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ
ଭୁବନେଶ୍ୱର, ୧୦ା୧ (ଓଡିଶା ଭାସ୍କର): ଆସନ୍ତା ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଯିବେ । ଏହି ଗସ୍ତ ଅବସରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ…
ନାଲିବତୀ କାର ସହ ଧରାପଡ଼ିଲେ ନକଲି ପୋଲିସ: ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ
ମାଲକାନଗିରି, ୧୦ା୧ (ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲା କାଲିମେଳା ଛକରୁ ଏକ ଗଞ୍ଜେଇ ଚାଲାଣକାରୀ ଗ୍ୟାଙ୍ଗକୁ ଠାବ କରାଯାଇଛି । ସେମାନଙ୍କ ନିକଟରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ତେବେ ଏହି ଚାଲାଣରେ…
ବଡ଼ ଧରଣର ଡକାୟତି: ପେଟ୍ରୋଲ ପମ୍ପ ମାଲିକଙ୍କ ଘରୁ ୧୦ ଲକ୍ଷର ଗହଣା ଲୁଟ
କଳାହାଣ୍ଡି, ୧୦ା୧ (ଓଡିଶା ଭାସ୍କର): କଳାହାଣ୍ଡି ଜିଲ୍ଲାରେ ଏକ ବଡ଼ଧରଣର ଡକାୟତି ହୋଇଛି । ଜଣେ ପେଟ୍ରୋଲ ପମ୍ପ ମାଲିକଙ୍କ ଘରୁ ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି…