Browsing Category

ରାଜ୍ୟ

ହାଇକୋର୍ଟ ବିଚାରପତି ହେବେ ସଞ୍ଜୀବ ପାଣିଗ୍ରାହୀ

କଟକ, ୭ା୨(ଓଡ଼ିଶା ଭାସ୍କର): ହାଇକୋର୍ଟ ବିଚାରପତି ହେବେ ଆଇନଜୀବୀ ସଞ୍ଜୀବ ପାଣିଗ୍ରାହୀ । ସଞ୍ଜୀବ ପାଣିଗ୍ରାହୀଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଞ୍ଜୀବଙ୍କ ନିଯୁକ୍ତି ନେଇ…

ରାଜ୍ୟରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୭ା୨(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାରି ମଧ୍ୟରେ ଆସନ୍ତାକାଲି ରାଜ୍ୟର ୪ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୪ଜିଲ୍ଲାଗୁଡ଼ିକ ହେଉଛି ଜଗତସିଂହପୁର,…

୧୪ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଉପରେ ରହିବ ନଜର

ଭୁବନେଶ୍ୱର,୭ ।୨(ଓଡିଶା ଭାସ୍କର): ଚୀନରେ ବ୍ୟାପୁଥିବା କରୋନା ଭାଇରସକୁ ନେଇ ସଜାଗ ରହିଛି ଓଡିଶା । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର…

୧୮ଟି ଜିଲ୍ଲାରେ ସ୍ୱୟଂକ୍ରିୟ ହେବ ଡ୍ରାଇଭିଂ ଟ୍ରାକ୍

ଭୁବନେଶ୍ୱର, ୭ା୨(ଓଡ଼ିଶା ଭାସ୍କର): ସଡ଼କ ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଆପଣାଯାଉଛିି । ଏମିତିକି ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଏହାସହ ନିୟକ…

ବଜେଟ୍ ଚିଠା ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର,୭ ।୨(ଓଡିଶା ଭାସ୍କର): ମନ୍ତ୍ରୀ ପରିଷଦ ବୈଠକରେ ଚିଠା ପ୍ରସ୍ତାବକୁ ମିଳିଲା ଅନୁମୋଦନ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଚିଠାକୁ ଅନୁମୋଦନ କରାଯାଇଛି । ବଜେଟ୍ ପରିମାଣ ୧ ଲକ୍ଷ ୫୦ ହଜାର କୋଟି ଟପିବା…

୯ଟି ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୭ ।୨(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ । ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ…

ଓଡ଼ିଶା ଇତିହାସରେ ପ୍ରଥମଥର ବଡ଼ ଧରଣର ମାଓ ଅପରେସନ

ଭୁବନେଶ୍ୱର, ୭ା୨(ଓଡ଼ିଶା ଭାସ୍କର): ଓଡ଼ିଶା ଇତିହାସରେ ବଡ଼ ଧରଣର ମାଓ ଅପରେସନ ହୋଇଛି । ମାଲକାନଗିରିରେ ମାଓ ଅପରେସନ ହେବା ସାଙ୍ଗକୁ ସେଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ଏନେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ…

ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ

ଭୁବନେଶ୍ୱର,୭ ।୨(ଓଡିଶା ଭାସ୍କର): ଲୋକସେବା ଭବନରେ ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ ହୋଇଛି । ବୈଠକରେ ୨୦୨୦-୨୧ ବର୍ଷର…

ଖଣ୍ଡଗିରି ଯାତ୍ରା: ଅଶ୍ଳୀଳ ନୃତ୍ୟକୁ କଳିଙ୍ଗ ସେନାର ବିରୋଧ

ଖଣ୍ଡଗିରି,୭ ।୨(ଓଡିଶା ଭାସ୍କର): ମାଘ ସପ୍ତମୀ ବା ଫେବ୍ରୁଆରି ୧ରୁ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ଖଣ୍ଡଗିରି ମେଳା । ଅନ୍ୟପଟେ ଖଣ୍ଡଗିରି ଯାତ୍ରାରେ ହେଉଥିବା ଅଶ୍ଳୀଳ ନୃତ୍ୟକୁ ବିରୋଧ କରିଛି କଳିଙ୍ଗ ସେନା । ଏନେଇ…